ବିରାଟଙ୍କୁ ଉତ୍ସାହିତ କରିବାକୁ ଅଷ୍ଟ୍ରେଲିଆରେ ଅନୁଷ୍କା

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ଆଜି ହେଉଛି ତୃତୀୟ ଦିନ। ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଦ୍ୱିତୀୟ ଦିନରେ ଭାରତୀୟ ବୋଲର୍‌ଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେମାନେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା। ତେବେ ମ୍ୟାଚ୍‌ର ଦ୍ୱିତୀୟ ଦିନ ଆଉ […]

virushka

virushka

Jitendra Garnayak
  • Published: Saturday, 08 December 2018
  • Updated: 08 December 2018, 09:00 AM IST

Sports

Latest News

ଏଡିଲେଡ୍‌: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଏଡିଲେଡ୍‌ରେ ଚାଲିଥିବା ପ୍ରଥମ ଟେଷ୍ଟ୍ ମ୍ୟାଚ୍‌ର ଆଜି ହେଉଛି ତୃତୀୟ ଦିନ। ପ୍ରଥମ ଦିନରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିବା ବେଳେ ଦ୍ୱିତୀୟ ଦିନରେ ଭାରତୀୟ ବୋଲର୍‌ଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ସେମାନେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍‌ ମାନଙ୍କୁ ଚକ୍‌ମା ଦେବାରେ ସଫଳ ହୋଇଥିଲେ। ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୧୯୧ ରନ୍ ସଂଗ୍ରହ କରିଥିଲା।

[caption id="attachment_310288" align="aligncenter" width="750"]anushka ମ୍ୟାଚ୍‌ ଦେଖୁଛନ୍ତି ଅନୁଷ୍କା[/caption]

ତେବେ ମ୍ୟାଚ୍‌ର ଦ୍ୱିତୀୟ ଦିନ ଆଉ ଏକ କଥା ବି ଦେଖିବାକୁ ମିଳିଥିଲା, ଯାହାକୁ କେହି ଏତେ ଧ୍ୟାନ ଦେଇ ନଥିଲେ। ଗତକାଲି ମ୍ୟାଚ୍ ବେଳେ ପ୍ୟାଭିଲିୟନ୍‌ରେ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଦେଖିବାକୁ ମିଳିଥିଲା।

ଅନୁଷ୍କାଙ୍କ ଆଗାମୀ ଫିଲ୍ମ ‘ଜିରୋ’ର ପ୍ରମୋସନ୍‌ ଜୋର୍‌ସୋରରେ ଚାଲିଥିବା ବେଳେ ସେ ଏହାକୁ ଅଧାରେ ଛାଡ଼ି ଅଷ୍ଟ୍ରେଲିଆରେ ପହଞ୍ଚି ଯାଇଛନ୍ତି। କୁହାଯାଉଛି, ସେ ବିରାଟଙ୍କୁ ଉତ୍ସାହିତ କରିବାକୁ ଅଷ୍ଟ୍ରେଲିଆ ଆସିଛନ୍ତି। କାରଣ ପ୍ରଥମ ଇନିଂସ୍‌ରେ ବିରାଟ ଫେଲ୍ ମାରିଥିଲେ। ସେ ମାତ୍ର ୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଏଥିରେ ସେ ଖୁବ୍ ନିରାଶ ହୋଇଥିବେ ନିଶ୍ଚୟ। ସେହିଭଳି ଚେତେଶ୍ୱର ପୂଜାରାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସଫଳ ନ ହେବାରୁ ଦଳ ମାତ୍ର ୨୫୦ ରନ୍‌ରେ ଅଲ୍‌ ଆଉଟ୍ ହୋଇଯାଇଥିଲା। ଅଧିନାୟକ ଭାବେ ଏହା ତାଙ୍କୁ ଚିନ୍ତିତ କରିଥିବ।

virat12ଅବଶ୍ୟ ଅନୁଷ୍କା ଅଷ୍ଟ୍ରେଲିଆ ଆସିବାର ଆଉ ଏକ କାରଣ ବି ରହିଛି। ଚାରି ଦିନ ପରେ ତାଙ୍କର ବିବାହ ବାର୍ଷିକୀ ପଡୁଛି। ଏହା ପୁଣି ତାଙ୍କର ପ୍ରଥମ ବିବାହ ବାର୍ଷିକୀ। ଗତବର୍ଷ ଡିସେମ୍ବର ୧୧ ତାରିଖରେ ବିରାଟ ଓ ଅନୁଷ୍କା ବାହା ହୋଇଥିଲେ। ସ୍ୱାମୀଙ୍କ ସହିତ ଏ ବିଶେଷ ମୁହୂର୍ତ୍ତକୁ ପାଳନ କରିବାକୁ ସେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି।

ପ୍ରଥମ ଟେଷ୍ଟ୍ ମ୍ୟାଚ୍ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଯଦି ଭାରତ ଏଥିରେ ବିଜୟୀ ହୁଏ, ତା’ହେଲେ ଅନୁଷ୍କାଙ୍କ ପାଇଁ ବିରାଟଙ୍କ ତରଫରୁ ଏହାଠାରୁ ବଳି ଆଉ ବଡ଼ ଉପହାର କ’ଣ ହୋଇପାରେ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story