ଭୁଲ୍ ନ କରିବି ଟ୍ରୋଲ୍‌ ହେଲେ ଅନୁଷ୍କା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ଅଧିନାୟକ ବିରାଟ କୋହଲି ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସେଠାରେ ବୁଲାବୁଲି କରି ସମୟ ବିତାଉଛନ୍ତି। ସେମାନେ ଗତକାଲି (ଶନିବାର) ଅଷ୍ଟ୍ରେଲିଆନ୍‌ ଓପନ୍‌ର ମଜା ବି ନେଇଥିଲେ। ଅଷ୍ଟ୍ରେଲିଆ ଓପନ୍‌ ଦେଖିବାକୁ ଯାଇଥିବା ବେଳେ ବିରାଟ ଓ ଅନୁଷ୍କା ମହାନ୍ ଟେନିସ୍ ତାରକା ରୋଜର ଫେଡରରଙ୍କ ସହିତ ଫଟୋ ଉଠାଇଥିଲେ। ବିରାଟ ସେମାନଙ୍କର କିଛି ଫଟୋ ଟ୍ୱିଟ୍ କରି ଲେଖିଥିଲେ- ଅଷ୍ଟ୍ରେଲିଆନ୍ ଓପନ୍‌ରେ ଏକ ବଢ଼ିଆ […]

virat

virat

Jitendra Garnayak
  • Published: Sunday, 20 January 2019
  • Updated: 20 January 2019, 02:42 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ଶେଷ ହେବା ପରେ ଅଧିନାୟକ ବିରାଟ କୋହଲି ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ସେଠାରେ ବୁଲାବୁଲି କରି ସମୟ ବିତାଉଛନ୍ତି। ସେମାନେ ଗତକାଲି (ଶନିବାର) ଅଷ୍ଟ୍ରେଲିଆନ୍‌ ଓପନ୍‌ର ମଜା ବି ନେଇଥିଲେ।

Masterଅଷ୍ଟ୍ରେଲିଆ ଓପନ୍‌ ଦେଖିବାକୁ ଯାଇଥିବା ବେଳେ ବିରାଟ ଓ ଅନୁଷ୍କା ମହାନ୍ ଟେନିସ୍ ତାରକା ରୋଜର ଫେଡରରଙ୍କ ସହିତ ଫଟୋ ଉଠାଇଥିଲେ।

ବିରାଟ ସେମାନଙ୍କର କିଛି ଫଟୋ ଟ୍ୱିଟ୍ କରି ଲେଖିଥିଲେ- ଅଷ୍ଟ୍ରେଲିଆନ୍ ଓପନ୍‌ରେ ଏକ ବଢ଼ିଆ ଦିନ। ଅଷ୍ଟ୍ରେଲିଆରେ ଗ୍ରୀଷ୍ମଋତୁ ଶେଷ କରିବାର ଏହା ଏକ ବଢ଼ିଆ ଉପାୟ। ଅଷ୍ଟ୍ରେଲିଆନ୍‌ ଓପନ୍ ନିକଟରେ ମୁଁ କୃତଜ୍ଞ।

ଏହା ପରେ ଅଷ୍ଟ୍ରେଲିଆନ୍ ଓପନ୍‌ର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ମଧ୍ୟ ଏହି ତିନି ଜଣଙ୍କର ଏକ ଫଟୋ ପୋଷ୍ଟ୍ କରାଯାଇଥିଲା ଏବଂ ଏଥିରେ ଲେଖାଯାଇଥିଲା ତିନି କିମ୍ବଦନ୍ତୀ, ଗୋଟିଏ ଫଟୋ।

ଅଷ୍ଟ୍ରେଲିଆନ୍ ଓପନ୍‌ର ଅଫିସିଆଲ୍ ଟ୍ୱିଟର ପେଜ୍‌ରେ ଦିଆଯାଇଥିବା ଏହି କ୍ୟାପସନ୍‌ ପଢ଼ିବା ପରେ ଅନୁଷ୍କା ଟ୍ରୋଲ୍ ହୋଇଥିଲେ ବା ତାଙ୍କୁ ନିନ୍ଦା କରାଯାଇଥିଲା।

ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି, ଯଦି ଅନୁଷ୍କା ଶର୍ମା କିମ୍ବଦନ୍ତୀ, ତା’ହେଲେ ମୁଁ ବି ଭାରତର ପ୍ରଧାନମନ୍ତ୍ରୀ।

ଅନ୍ୟ ଜଣେ ଲେଖିଛନ୍ତି, ଅନୁଷ୍କାଙ୍କୁ କିମ୍ବଦନ୍ତୀ କହି ନିଜକୁ ନିଜେ ରହସ୍ୟ କର ନାହିଁ।  ଏମିତି ଅନେକ ପ୍ରକାର କଥା ଲୋକେ ଲେଖିଛନ୍ତି ଯାହା ଅନୁଷ୍କାଙ୍କ ସମ୍ମାନହାନି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story