ରାଞ୍ଚିରେ ହେବ ୨୨ତମ ଏସିଆନ ଆଥଲେଟିକ ଚାମ୍ପିଅନସିପ୍‌

ନୂଆଦିଲ୍ଲୀ: ୨୨ ତମ ଏସିଆନ ଆଥଲେଟିକ ଚାମ୍ପିଅନସିପ୍‌ ଆସନ୍ତା ଜୁଲାଇରେ ରାଞ୍ଚିରେ ଅନୁଷ୍ଠିତ ହେବ। ଏ ନେଇ ଆଥଲେଟିକ ଫେଡେରେସନ ଅଫ୍‌ ଇଣ୍ଡିଆ (ଏଆଇଏଫ୍‌) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି। ଏଆଇଏଫ୍‌ ସଭାପତି ଆଦିଲ ସୁମାରିୱାଲା କହିଛନ୍ତି,“ଚଳିତ ସିଜିନ ଆମ ପାଇଁ ବହୁତ ବ୍ୟସ୍ତବହୁଳ ରହିବ। ୧୬ଟି ଜାତୀୟ ସ୍ତରର ଚାମ୍ପିଅନସିପ୍‌ ଆୟୋଜନ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏସିଆନ ଆଥଲେଟିକ ଚାମ୍ପିଅନସିପ୍‌ ଜୁଲାଇରେ ରାଞ୍ଚିରେ ଆନୁଷ୍ଠିତ ହେବ। ଏହା ଆମ ପାଇଁ ଗୌରବର ବିଷୟ ଯେ […]

Asian-Athletics-Championships

Asian-Athletics-Championships

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 10:46 PM IST

Sports

Latest News

ନୂଆଦିଲ୍ଲୀ: ୨୨ ତମ ଏସିଆନ ଆଥଲେଟିକ ଚାମ୍ପିଅନସିପ୍‌ ଆସନ୍ତା ଜୁଲାଇରେ ରାଞ୍ଚିରେ ଅନୁଷ୍ଠିତ ହେବ। ଏ ନେଇ ଆଥଲେଟିକ ଫେଡେରେସନ ଅଫ୍‌ ଇଣ୍ଡିଆ (ଏଆଇଏଫ୍‌) ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

ଏଆଇଏଫ୍‌ ସଭାପତି ଆଦିଲ ସୁମାରିୱାଲା କହିଛନ୍ତି,“ଚଳିତ ସିଜିନ ଆମ ପାଇଁ ବହୁତ ବ୍ୟସ୍ତବହୁଳ ରହିବ। ୧୬ଟି ଜାତୀୟ ସ୍ତରର ଚାମ୍ପିଅନସିପ୍‌ ଆୟୋଜନ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏସିଆନ ଆଥଲେଟିକ ଚାମ୍ପିଅନସିପ୍‌ ଜୁଲାଇରେ ରାଞ୍ଚିରେ ଆନୁଷ୍ଠିତ ହେବ। ଏହା ଆମ ପାଇଁ ଗୌରବର ବିଷୟ ଯେ ୪୫ ଦେଶକୁ ନେଇ ହେଉଥିବା ଏହି ଚାମ୍ପିଅନସିପ୍‌ ଆମକୁ ଆୟୋଜନ କରିବାକୁ ସୁଯୋଗ ମିଳିଛି। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story