ଏସିଆନ୍‌ ସ୍କୁଲ ରଗ୍‌ବୀରେ ପ୍ରଥମ ଥର ପାଇଁ ଭାଗ ନେବ ଭାରତ,୧୮ ଜଣିଆ ଦଳ ଘୋଷିତ

ମୁମ୍ବାଇ: ଜୁଲାଇ୨୨ରୁ ୨୬ ତାରିଖ ମଧ୍ୟରେ ହଂକଂରେ ଅନୁଷ୍ଠିତ ହେବ ଦ୍ୱିତୀୟ ଏସିଆନ୍‌ ସ୍କୁଲ ରଗ୍‌ବୀ ସେଭେନ୍ସ। ଏହାକୁ ଏସିଆନ୍‌ ସ୍କୁଲ୍‌ସ ସ୍ପୋର୍ଟ୍ସ ଫେଡେରେସନ୍‌ (ଏସ୍‌ଏସ୍‌ଏଫ୍‌) ଆୟୋଜିତ କରିବ। ଚଳିତ ବର୍ଷ ଏଥିରେ ପ୍ରଥମ ଥର ପାଇଁ ଭାରତ ଭାଗନେବ। ଏଥିପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ପ୍ରତିଯୋଗିତାରେ ଏସିଆର ୧୦ଟି ଦେଶ ଯଥା ହଂକଂ, ସିଙ୍ଗାପୁର, ଗୁଆମ୍, ଭାରତ, ଚୀନ, ମାଲେସିଆ, ଥାଇଲାଣ୍ଡ, କାମ୍ବୋଡିଆ, ମଙ୍ଗୋଲିଆ ଓ ଶ୍ରୀଲଙ୍କା ଭାଗ […]

rugby

rugby

Rakesh Mallick
  • Published: Wednesday, 20 July 2016
  • Updated: 21 July 2016, 08:36 AM IST

ମୁମ୍ବାଇ: ଜୁଲାଇ୨୨ରୁ ୨୬ ତାରିଖ ମଧ୍ୟରେ ହଂକଂରେ ଅନୁଷ୍ଠିତ ହେବ ଦ୍ୱିତୀୟ ଏସିଆନ୍‌ ସ୍କୁଲ ରଗ୍‌ବୀ ସେଭେନ୍ସ। ଏହାକୁ ଏସିଆନ୍‌ ସ୍କୁଲ୍‌ସ ସ୍ପୋର୍ଟ୍ସ ଫେଡେରେସନ୍‌ (ଏସ୍‌ଏସ୍‌ଏଫ୍‌) ଆୟୋଜିତ କରିବ। ଚଳିତ ବର୍ଷ ଏଥିରେ ପ୍ରଥମ ଥର ପାଇଁ ଭାରତ ଭାଗନେବ। ଏଥିପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି।

ଏହି ପ୍ରତିଯୋଗିତାରେ ଏସିଆର ୧୦ଟି ଦେଶ ଯଥା ହଂକଂ, ସିଙ୍ଗାପୁର, ଗୁଆମ୍, ଭାରତ, ଚୀନ, ମାଲେସିଆ, ଥାଇଲାଣ୍ଡ, କାମ୍ବୋଡିଆ, ମଙ୍ଗୋଲିଆ ଓ ଶ୍ରୀଲଙ୍କା ଭାଗ ନେବେ।

 ମହାରାଷ୍ଟ୍ର ରଗ୍‌ବୀ ମହାସଂଘ ସଚିବ ସନ୍ଦୀପ ମୋସାମ୍‌କାର କହିଛନ୍ତି,“୧୮ ଜଣିଆ ଭାରତୀୟ ଦଳ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗିତାରେ ଭାଗ ନେଉଥିବାରୁ ଆମେ ବହୁତ ଖୁସି ।  ଏହା ଅନ୍ୟ ଖେଳାଳି ପାଇଁ ପ୍ରେରଣାର ଉତ୍ସ ପାଲିଟିବ।”

ଏହି ସ୍କ୍ୱାର୍ଡରେ ମହାରାଷ୍ଟ୍ରରୁ ୭ଜଣ ପ୍ରତିଯୋଗୀ ଥିବା ବେଳେ ଅନ୍ୟରାଜ୍ୟରୁ ୧୧ଜଣ ଖେଳାଳି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story