ଆସନ୍ତାକାଲି ଜିମ୍ବାୱେକୁ ଭେଟିବ ଭାରତ

ହାରାରେ: ଆସନ୍ତାକାଲି ଜିମ୍ବାୱେ ବିପକ୍ଷ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ ହାରାରେ ସ୍ପୋର୍ଟ୍ସ କ୍ଲବରେ ଭାରତୀୟ ସମୟ ଦିନ ୧୨ଟା ୩୦ରେ ଖେଳାଯିବ। ଏଥିପାଇଁ ଆଜି ଦୁଇ ଦଳ ଏଠାରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି । ଏହି ସିରିଜ୍‌ରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବା। ଏହି ମ୍ୟାଚ୍‌ ୪ ନୂଆ ମୁହଁକୁ ନେଇ ଧୋନୀଙ୍କ ନେତୃତ୍ୱରେ ଭାରତ ଜିମ୍ବାୱେ ବିପକ୍ଷରେ ଅଭିଯାନ ଆରମ୍ଭ […]

india-tour-of-zimbabwe

india-tour-of-zimbabwe

Rakesh Mallick
  • Published: Friday, 10 June 2016
  • Updated: 11 June 2016, 01:43 PM IST

Sports

Latest News

ହାରାରେ: ଆସନ୍ତାକାଲି ଜିମ୍ବାୱେ ବିପକ୍ଷ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳିବ ଟିମ୍‌ ଇଣ୍ଡିଆ। ଏହି ମ୍ୟାଚ୍‌ ହାରାରେ ସ୍ପୋର୍ଟ୍ସ କ୍ଲବରେ ଭାରତୀୟ ସମୟ ଦିନ ୧୨ଟା ୩୦ରେ ଖେଳାଯିବ। ଏଥିପାଇଁ ଆଜି ଦୁଇ ଦଳ ଏଠାରେ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି ।

ଏହି ସିରିଜ୍‌ରେ ୩ଟି ଦିନିକିଆ ଓ ୩ଟି ଟି-୨୦ ମ୍ୟାଚ୍‌ ଖେଳାଯିବା।

ଏହି ମ୍ୟାଚ୍‌ ୪ ନୂଆ ମୁହଁକୁ ନେଇ ଧୋନୀଙ୍କ ନେତୃତ୍ୱରେ ଭାରତ ଜିମ୍ବାୱେ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଏହି ଟୁର୍ଣ୍ଣାମେଣ୍ଟରେ ଦଳ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି, ଆର.ଅଶ୍ୱିନ, ଶିଖର ଧାୱନ ଓ ଆଜିଙ୍କ୍ୟ ରାହାଣେଙ୍କୁ ବିଶ୍ରାମ ଦିଆଯାଇଥିବାରୁ ନୂଆଁ କରି ଦଳରେ ସାମିଲ୍‌ ହୋଇଥିବାରୁ ନୂଆ କରି ଦଳରେ ସାମିଲ ହୋଇଥଇବା ଫୈଜ ଫୈଜଲ, ଯଜୁବେନ୍ଦ୍ର ଜହଲ, ମନଦୀପ ସିଂହ ଓ କରୁଣ ନାୟାରଙ୍କଠାରୁ ବହୁତ କିଛି ଆଶା ରଖିଛନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ। ଜିମ୍ବାୱେ ମଧ୍ୟ ଘରୋଇ ପରିବେଶର ଫାଇଦା ଉଠାଇବାକୁ ଚେଷ୍ଠା କରିବ। ଭାରତ ବିପକ୍ଷରେ ଦଳ ଆକ୍ରମଣାତ୍ମ ବୋଲିଂକୁ ମୁଖ୍ୟ ଆୟୁଧ କରି ପଡିଆକୁ ଓହ୍ଲେଇବ। ୩ ଜଣ ଫାଷ୍ଟ ବୋଲର ଓ ଜଣେ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲେଇବ ଦଳ।

ଭାରତୀୟ ଦଳ: ଏମ୍‌ଏସ୍‌ ଧୋନୀ(ଅଧିନାୟକ), କେଏଲ୍‌ ରାହୁଲ, ଫୈଜ ଫୈଜଲ, ମନଦୀପ ପାଣ୍ଡେ, କରୁଣ ନାୟାର, ଆମ୍ଭାତୀ ରାୟୁଡୁ, ରିଷି ଧାୱନ, ଅକ୍ଷର ପଟେଲ, ଜୟନ୍ତ ଯାଦବ୍‌, ଧୱଲ କୁଲକର୍ଣ୍ଣୀ, ଜସପ୍ରୀତ ବୁମ୍ରାହ, ବରିନ୍ଦର ଶ୍ରାନ୍‌, ମନଦୀପ ସିଂହ, କେଦାର ଯାଦବ, ଜୟଦେବ ଉନାଡକଟ୍‌ ଓ ଯଜୁବେନ୍ଦ୍ର ଚହଲ।

ଜିମ୍ବାୱେ ଦଳ: ଗ୍ରାଏମ୍‌ କ୍ରାଏମି(ଅଧିନାୟକ), ତଣ୍ଡାଇ ଛତାର, ଛାମୁ ଛିମ୍ବାମ୍ବା, ଏଲଟନ୍‌ ଚିଗୁମ୍ବୁରା, ତିଣ୍ଡାଇ ଛିଶୋରୋ, କ୍ରେଗ୍‌ ଆୟାରଭିନ୍‌, ନେଭିଲ୍‌ ମାଦ୍‌ଜିଭା, ଟିମିସେନ୍‌ ମୁରୁମା, ହାମିଲଟନ୍‌ ମାଶାକାଜାଦା, ୱିଲିଂଟନ୍‌ ମାଶାକାଜାଦା, ପଟଇର ମୂର, ତାୱାନ୍ଦା ମୁପାରିୱା, ରିଚ୍‌ମୁନ୍ଦ ମୁଟୁମ୍ବାମି, ତୁରାଇ ମୁଜାରାବାନୀ, ଭୂଶି ଭିବାନ୍ଦା, ଶିନ୍ଦର ରାଜା, ଡୋନାଲ୍ଡୋ ତିରିପାନୋ ଓ ସିନ୍‌ ୱିଲିୟମସ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story