ଡୋପ୍‌ ଟେଷ୍ଟରେ ଧରା ପଡ଼ି ନିଲମ୍ବିତ ହେଲେ ଦୂତୀ ଚାନ୍ଦ!

ଭୁବନେଶ୍ୱର: ଭାରତ ତଥା ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା। ଦୂତୀଙ୍କ ଡୋପ ଟେଷ୍ଟ ପଜିଟିଭ ଆସିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଆଗକୁ ଏସିଆନ ଗେମ୍ସ ଥିବା ବେଳେ ଦୂତୀ ନିଲମ୍ବନ ହେବା ସମସ୍ତଙ୍କ ପାଇଁ ଝଟକା ସଦୃଶ ହୋଇଛି। ଦୂତୀ ଚାନ୍ଦ ହେଉଛନ୍ତି ଦେଶର ଶ୍ରେଷ୍ଠ ଧାବିକା। ସେ ଏସିଆନ ଗେମ୍ସର ୧୦୦ ମିଟର ଇଭେଣ୍ଟରେ ଦେଶରେ ପାଇଁ ରୌପ ପଦକ ଜିତିଥିଲେ। ସେହିପରି ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ […]

Dutee Chand

Dutee Chand

Hemant Lenka
  • Published: Wednesday, 18 January 2023
  • Updated: 18 January 2023, 02:57 PM IST

Sports

Latest News

ଭୁବନେଶ୍ୱର: ଭାରତ ତଥା ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କୁ ବଡ଼ ଝଟକା। ଦୂତୀଙ୍କ ଡୋପ ଟେଷ୍ଟ ପଜିଟିଭ ଆସିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବିତ କରାଯାଇଛି। ଆଗକୁ ଏସିଆନ ଗେମ୍ସ ଥିବା ବେଳେ ଦୂତୀ ନିଲମ୍ବନ ହେବା ସମସ୍ତଙ୍କ ପାଇଁ ଝଟକା ସଦୃଶ ହୋଇଛି।

ଦୂତୀ ଚାନ୍ଦ ହେଉଛନ୍ତି ଦେଶର ଶ୍ରେଷ୍ଠ ଧାବିକା। ସେ ଏସିଆନ ଗେମ୍ସର ୧୦୦ ମିଟର ଇଭେଣ୍ଟରେ ଦେଶରେ ପାଇଁ ରୌପ ପଦକ ଜିତିଥିଲେ। ସେହିପରି ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ମଧ୍ୟ ସେ ସିଲଭର ଜିତିଥିଲେ। ୨୬ ବର୍ଷୀୟ ଦୂତୀ ଅଲିମ୍ପିକ୍ସରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ହେଲେ ଏବେ ସେ ଡୋପ ଟେଷ୍ଟରେ ଫେଲ ମାରିଛନ୍ତି।

ସେ Selective Androgen Receptor Modulators (SARMs) ସେବନ କରୁଥିବା ଟେଷ୍ଟରୁ ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ସାମୟିକ ଭାବେ ନିଲମ୍ବନ କରାଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୦୦ ମିଟର ଇଭେଣ୍ଟରେ ଜାତୀୟ ରେକର୍ଡ ଦୂତୀଙ୍କ ନାଁରେ ରହିଛି। ଏଥିସହ ୪ଗୁଣା ୪୦୦ ରିଲେରେ ମଧ୍ୟ ସେ ଜାତୀୟ ରେକର୍ଡଧାରୀ।

ଏବେ ଦୂତୀଙ୍କୁ ନିଲମ୍ବନ କରାଯାଇଥିବାରୁ ସେ ଚାଇନାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ଗେମ୍ସରେ ଭାଗ ନେଇ ପାରିବେ ନାହିଁ। ପ୍ରକୃତରେ ୨୦୨୨ରେ ଏସିଆ ଗେମ୍ସ ହେବାର ଥିଲା। କିନ୍ତୁ ମହାମାରୀ କରୋନା ପାଇଁ ଏହାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି।

ଟେଷ୍ଟ ପଜିଟିଭ ସଂପର୍କରେ ଦୂତୀ ଚାନ୍ଦ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଏ ସଂପର୍କରେ ମୁଁ କିଛି ଜାଣି ନାହିଁ। ବୁଲୁ ଥିବା ଚିଠିଟି ଫେକ୍। ମୋତେ ବଦନାମ କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story