ଆହତ ସ୍ମିଥ ମଇଦାନକୁ ଫେରିବେ

ଲିଡ୍ସ: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଘାତକ ବାଉନ୍ସରରେ ଗୁରୁତର ଆହତ ହୋଇଥିବା ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ ସ୍ମିଥ ଏବେ ପୁଣିଥରେ ମଇଦାନକୁ ଓହ୍ଲାଇବେ। ସେ ଆହତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ। ହେଲେ ଗୁରୁବାର ଠାରୁ ଆରମ୍ଭ ହେଉଥିବା ଡର୍ବିଶିୟେର୍‌ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ ସ୍ମିଥ ଖେଳିବେ ବୋଲି ଜଣାପଡ଼ିଛି। ୨୨ ତାରିଖରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ […]

ef

ef

Hemant Lenka
  • Published: Sunday, 25 August 2019
  • Updated: 25 August 2019, 05:57 PM IST

Sports

Latest News

ଲିଡ୍ସ: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଘାତକ ବାଉନ୍ସରରେ ଗୁରୁତର ଆହତ ହୋଇଥିବା ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ ସ୍ମିଥ ଏବେ ପୁଣିଥରେ ମଇଦାନକୁ ଓହ୍ଲାଇବେ। ସେ ଆହତ ହୋଇଥିବାରୁ ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରୁ ବାଦ୍‌ ପଡ଼ିଥିଲେ।

ହେଲେ ଗୁରୁବାର ଠାରୁ ଆରମ୍ଭ ହେଉଥିବା ଡର୍ବିଶିୟେର୍‌ ବିପକ୍ଷ ୩ ଦିନିଆ ଅଭ୍ୟାସ ମ୍ୟାଚ ସ୍ମିଥ ଖେଳିବେ ବୋଲି ଜଣାପଡ଼ିଛି। ୨୨ ତାରିଖରୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଶେସ ସିରିଜ୍‌ର ତୃତୀୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି।

୪ର୍ଥ ଟେଷ୍ଟ ସେପ୍ଟେମ୍ବର ୪ରୁ ଆରମ୍ଭ ହେବ। ଏହି ମ୍ୟାଚ୍‌ ପାଇଁ ଏଯାଏ ଅଷ୍ଟ୍ରେଲିଆ ତା’ର ସ୍କ୍ୱାଡ୍‌ ଘୋଷଣା କରିନାହିଁ। ଏହି ମ୍ୟାଚ୍‌ ପାଇଁ ହେବାକୁ ଥିବା ଖେଳାଳି ଚୟନରେ ସ୍ମିଥ ସାମିଲ ହେବାକୁ ଚାହୁଁଥିବାରୁ ଅଭ୍ୟାସ ମ୍ୟାଚ୍‌ ଖେଳିବାକୁ ଆଗ୍ରହ ଥିବା ଜଣାପଡ଼ିଛି। ଏହି ମ୍ୟାଚ୍‌ ଜରିଆରେ ସେ ଆହତ ପରେ ମଧ୍ୟ ସଂପୂର୍ଣ୍ଣ ଫିଟ୍‌ ଥିବା ସମସ୍ତଙ୍କୁ ଦେଖାଇବାକୁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story