ବାଃ ବାଃରେ ବ୍ୟାଟ୍ସମ୍ୟାନ୍: ଗୋଟିଏ ବଲରେ ୨୦ ରନ୍, କ୍ରିକେଟ୍ ନା ମ୍ୟାଜିକ୍ ?

ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ ସଂଗ୍ରହ କରିଛନ୍ତି ୨୦ ରନ୍। ଏ କଥା  ଜଣେ ବିଶ୍ୱାସ କରିପାରେ, କିନ୍ତୁ ଯଦି କୁହାଯାଏ ଜଣେ ବ୍ୟାଟ୍ସମ୍ୟାନ ଗୋଟିଏ ବଲରେ ୨୦ରନ ସଂଗ୍ରହ କଲେ, ତାହେଲେ ଆପଣ ବିଶ୍ୱା କରିବେ ତ ? ହୁଏତ ଆପଣଙ୍କୁ ଉତ୍ତର ମିଳିପାରେ- ନାଁ ଏହା ଅସମ୍ଭବ। କାରଣ ଗୋଟିଏ ବଲରେ ଜଣେ ୨୦ ରନ୍ କରିବା ସତରେ ଅସମ୍ଭବ। କିନ୍ତୁ କଥାଟା ବିଶ୍ୱାସ ହେଉ ନଥିଲେ ବି ସତ। ସେଥିପାଇଁ ତ କ୍ରିକେଟ୍‌କୁ […]

travish cricket

travish cricket

Rakesh Mallick
  • Published: Monday, 24 July 2017
  • Updated: 24 July 2017, 08:13 PM IST

Sports

Latest News

ଗୋଟିଏ ଓଭରରେ ଜଣେ ବ୍ୟାଟ୍ସମ୍ୟାନ ସଂଗ୍ରହ କରିଛନ୍ତି ୨୦ ରନ୍। ଏ କଥା  ଜଣେ ବିଶ୍ୱାସ କରିପାରେ, କିନ୍ତୁ ଯଦି କୁହାଯାଏ ଜଣେ ବ୍ୟାଟ୍ସମ୍ୟାନ ଗୋଟିଏ ବଲରେ ୨୦ରନ ସଂଗ୍ରହ କଲେ, ତାହେଲେ ଆପଣ ବିଶ୍ୱା କରିବେ ତ ? ହୁଏତ ଆପଣଙ୍କୁ ଉତ୍ତର ମିଳିପାରେ- ନାଁ ଏହା ଅସମ୍ଭବ। କାରଣ ଗୋଟିଏ ବଲରେ ଜଣେ ୨୦ ରନ୍ କରିବା ସତରେ ଅସମ୍ଭବ। କିନ୍ତୁ କଥାଟା ବିଶ୍ୱାସ ହେଉ ନଥିଲେ ବି ସତ। ସେଥିପାଇଁ ତ କ୍ରିକେଟ୍‌କୁ ଅନିଶ୍ଚିତତାର ଖେଳ କୁହାଯାଏ।

ଏହି ବିରଳ ରେକର୍ଡ କରିଛନ୍ତି ଅଷ୍ଟ୍ରେଲିଆ ଖେଳାଳି ଟ୍ରାବିସ ବ୍ରିଟ। ଏହା ସମ୍ଭବ ହୋଇଛି ୨୦୧୨ ଅଷ୍ଟ୍ରେଲିଆରେ ଖେଳା ଯାଇଥିବା ଘରୋଇ ବିଗ୍ ବାସ୍ ଲିଗ୍ ମ୍ୟାଚର। ଟ୍ରାବିସ୍ ବ୍ରିଟ୍ ହୋବର୍ଟ ହରିକେନ ଦଳରୁ ମେଲବୋର୍ଣ୍ଣ ଷ୍ଟାର୍ସ ଦଳ ବିପକ୍ଷରେ ମ୍ୟାଚ ଖେଳୁଥିଲେ। ତାଙ୍କୁ ବୋଲିଂ କରୁଥିଲେ କ୍ଲିନ୍ ମକେୟା। ଠିକ୍ ଠାକ୍ ବୋଲିଂ କରୁଥିଲେ ମକାୟା। ହଠାତ ୪ ନମ୍ବର ବଲରୁ ବଦଳିଗଲା ସବୁକିଛି। ଆରମ୍ଭ ହେଲା ପ୍ରହାର, ମକାୟାଙ୍କ ଚତୁର୍ଥ ବଲଟି ନୋ ବଲ୍ ହୋଇଥିଲା। ଏହାକୁ ଛକା ମାରିଥିଲେ ଟ୍ରାବିସ। ଛକା ଆଉ ନୋ ବଲ୍ ମିଶି ମୋଟ ସ୍କୋର୍ ହୋଇଥିଲା ୭। ଦ୍ୱିତୀୟ ବଲ୍ ବି ନୋ ଫିଙ୍ଗିଥିଲେ ମକାୟା ଟ୍ରାବିସ। ପୁଣି ଥରେ ନୋ-ବଲରେ ବାଜିଥିଲା ଛକା। ଦୁଇଟି ନୋ-ବଲରେ ଲଗାତର ଦୁଇଟି ଛକା ଯୋଗୁଁ ସ୍କୋର ହୋଇଥିଲା ୧୪। ଏହି ଦୁଇ ନୋବଲ ପାଇଁ ଯେତେବେଳେ ତୃତୀୟ ବଲ ପଡିଥିଲା ଟ୍ରାବିସ୍ ଛକା ମାରି ଏହାକୁ ମଧ୍ୟ ଫିଲ୍ଡ ବାହାରର ରାସ୍ତା ଦେଖାଇ ଦେଇଥିଲେ। ଯାହା ଏକ ବିରଳ ରେକର୍ଡ ହୋଇ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story