ଅଷ୍ଟ୍ରେଲିଆନ୍ ଓପନ୍‌: ଫେଡେରର, ଜୋକୋଭିଚ୍ ଓ ସେରେନାଙ୍କ ବିଜୟଧାରା ଜାରି

ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନରେ ଭେଟେରାନ୍ ଖେଳାଳିଙ୍କ ବିଜୟଧାରା ଅବ୍ୟାହତ ରହିଛି। ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଖେଳାଳି ରୋଜର ଫେଡେରର ଏବଂ ଆମେରିକାର ସେରେନା ୱିଲିୟମ୍ସ ନିଜ ନିଜର ମୁକାବିଲା ଜିତି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ୬ଥରର ଚାମ୍ପିୟନ୍ ଫେଡେରର ଦ୍ୱିତୀୟ ରାଉଣ୍ଡରେ ସର୍ବିୟାର ଫିଲିପ୍ କ୍ରାଜିନୋଭିକଙ୍କୁ ସିଧାସଳଖ ୬-୧, ୬-୪, ୬-୧ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡେରର […]

novak

novak

Ranjit Kumar Jena
  • Published: Wednesday, 22 January 2020
  • Updated: 22 January 2020, 09:03 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚାମ୍ପିୟନଶିପ୍ ଅଷ୍ଟ୍ରେଲିଆନ୍ ଓପନରେ ଭେଟେରାନ୍ ଖେଳାଳିଙ୍କ ବିଜୟଧାରା ଅବ୍ୟାହତ ରହିଛି। ସ୍ୱିଜରଲ୍ୟାଣ୍ଡର ଷ୍ଟାର୍ ଖେଳାଳି ରୋଜର ଫେଡେରର ଏବଂ ଆମେରିକାର ସେରେନା ୱିଲିୟମ୍ସ ନିଜ ନିଜର ମୁକାବିଲା ଜିତି ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ୬ଥରର ଚାମ୍ପିୟନ୍ ଫେଡେରର ଦ୍ୱିତୀୟ ରାଉଣ୍ଡରେ ସର୍ବିୟାର ଫିଲିପ୍ କ୍ରାଜିନୋଭିକଙ୍କୁ ସିଧାସଳଖ ୬-୧, ୬-୪, ୬-୧ ସେଟରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ପରବର୍ତ୍ତୀ ରାଉଣ୍ଡରେ ଫେଡେରର ଅଷ୍ଟ୍ରେଲିଆର ଜନ୍ ମିଲମ୍ୟାନଙ୍କୁ ଭେଟିବ, ଯିଏ ଦ୍ୱିତୀୟ ରାଉଣ୍ଡରେ ପୋଲାଣ୍ଡର ହବର୍ଟ ହର୍କାଜଙ୍କୁ ହରାଇଛନ୍ତି।

ପୁରୁଷ ସିଙ୍ଗଲ୍ସରେ ଡିଫେଣ୍ଡିଂ ଚାମ୍ପିୟନ୍ ସର୍ବିୟା ତାରକା ନୋଭାକ୍ ଜୋକୋଭିଚ୍ ଦ୍ୱିତୀୟ ରାଉଣ୍ଡରେ ଜାପାନର ୱାଇଲ୍ଡକାର୍ଡ ପ୍ରାପ୍ତ ତାତସୁମା ଇଟୋଙ୍କୁ ସିଧାସଳଖ ୬-୧, ୬-୪, ୬-୨ ସେଟରେ ହରାଇଛନ୍ତି। ତୃତୀୟ ରାଉଣ୍ଡରେ ଜୋକୋଭିଚ୍ ଆଉ ଜଣେ ଜାପାନ ଖେଳାଳି ୟୋଶିହିତୋ ନିଶିଓକାଙ୍କୁ ଭେଟିବ। ନିଶିଓକା ଦ୍ୱିତୀୟ ରାଉଣ୍ଡରେ ବ୍ରିଟେନ୍ ଖେଳାଳି ଡାନ୍ ଇଭାନ୍ସଙ୍କୁ ପରାସ୍ତ କରିଛନ୍ତି।

ସେହିପରି ମହିଳା ସିଙ୍ଗଲ୍ସରେ ସେରେନା ଦ୍ୱିତୀୟ ରାଉଣ୍ଡରେ ସ୍ଲୋଭେନିଆର ତମାରା ଜିଦାନସେକଙ୍କୁ ସିଧାସଳଖ ୬-୨, ୬-୩ ସେଟରେ ପରାସ୍ତ କରି ତୃତୀୟ ରାଉଣ୍ଡରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆର ମାର୍ଗରେଟ୍ କୋର୍ଟଙ୍କ ରେକର୍ଡ ୨୪ତମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ବରାବର କରିବା ଲକ୍ଷ୍ୟରେ ଥିବା ଅଷ୍ଟମ ସିଡ୍ ସେରେନା ପରବର୍ତ୍ତୀ ରାଉଣ୍ଡରେ ୨୭ତମ ସିଡ୍ ୱାଙ୍ଗ କିଅଙ୍ଗଙ୍କୁ ଭେଟିବେ।

ସେହିପରି ପ୍ରଥମ ରାଉଣ୍ଡରେ ଆମେରିକାର ଭେଟେରାନ୍ ଖେଳାଳି ଭିନସ୍ ୱିଲିୟମ୍ସଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଥିବା କୋକୋ ଗୌଫ୍ ନିଜର ବିଜୟଧାରା ଜାରି ରଖିଛନ୍ତି। ୧୫ ବର୍ଷୀୟା ଏହି ଯୁବତୀ ଦ୍ୱିତୀୟ ରାଉଣ୍ଡରେ ଅଭିଜ୍ଞ ସୋରାନା କିର୍ଷ୍ଟିଆଙ୍କୁ ୪-୬, ୬-୩, ୭-୫ ସେଟରେ ପରାସ୍ତ କରିଛନ୍ତି। ଅନ୍ୟ ମୁକାବିଲା ଗୁଡ଼ିକରେ ପେଟ୍ରା କ୍ୱିତୋଭା ୭-୫, ୭-୫ ସେଟରେ ସ୍ପେନର ପାଉଲୋ ବାଡୋସାଙ୍କୁ, ଟପ୍ ସିଡ୍ ଅଷ୍ଟ୍ରେଲିଆ ତାରକା ଆଶଲେ ବାର୍ଟି ୬-୧, ୬-୪ ସେଟରେ ସ୍ଲୋଭେନିଅ।।ର ପୋଲୋନା ହର୍କୋଗଙ୍କୁ ହରାଇଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍ ଜାପାନର ନାଓମି ଓସାକା ଦ୍ୱିତୀୟ ରାଉଣ୍ଡରେ ଚୀନର ଶୁଆଇ ଝେଙ୍ଗଙ୍କୁ ୬-୨, ୬-୪ ସେଟରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story