ଭାରତ ଆଗରେ ୧୮୫ ରନ୍‌ର ଟାର୍ଗେଟ୍ ରଖିଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ମେଲବର୍ଣ୍ଣରେ ଏହି ମ୍ୟାଚ୍ ଖେଳାଯାଉଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ୍ ୪ ୱିକେଟ୍‌ ହରାଇ ୧୮୪ ରନ୍ କରିଛି। ଏହ ସହିତ ଦଳ ଭାରତ ଆଗେରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍ ମୁନୀ ଅପରାଜିତ ରହି ୭୮ (୫୪ ବଲ୍‌, ୧୦ ଚୌକା) କରିଥିବା ବେଳେ ଓପନର ଅଲିସା […]

india

india

Jitendra Garnayak
  • Published: Sunday, 08 March 2020
  • Updated: 08 March 2020, 02:18 PM IST

Sports

Latest News

ମେଲବର୍ଣ୍ଣ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ଫାଇନାଲ୍ ମ୍ୟାଚ୍ ଖେଳାଯାଉଛି। ମେଲବର୍ଣ୍ଣରେ ଏହି ମ୍ୟାଚ୍ ଖେଳାଯାଉଥିବା ବେଳେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ୍ ୪ ୱିକେଟ୍‌ ହରାଇ ୧୮୪ ରନ୍ କରିଛି। ଏହ ସହିତ ଦଳ ଭାରତ ଆଗେରେ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି।

ଅଷ୍ଟ୍ରେଲିଆ ପକ୍ଷରୁ ବେଥ୍ ମୁନୀ ଅପରାଜିତ ରହି ୭୮ (୫୪ ବଲ୍‌, ୧୦ ଚୌକା) କରିଥିବା ବେଳେ ଓପନର ଅଲିସା ହିଲୀ ଏକ ବଢ଼ିଆ ଇନିଂସ୍ ଖେଳିଥିଲେ। ୩୯ଟି ବଲ୍‌ରୁ ୭ଟି ଚୌକା ଓ ୫ଟି ଛକା ସହାୟତାରେ ସେ ୭୫ ରନ୍ କରିଥିଲେ। ସେ ରାଧା ଯାଦବଙ୍କ ଏକ ବଲ୍‌ରେ ବେଦା କୃଷ୍ଣମୂର୍ତ୍ତିଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଭାରତୀୟ ବୋଲର ଏହି ଯୋଡ଼ିକୁ ଭାଙ୍ଗିବାରେ ବିଫଳ ହୋଇଥିଲେ। ଏ ଦୁହିଁଙ୍କ ମଧ୍ୟରେ ଶତକୀୟ ଭାଗିଦାରୀ ହୋଇଥିଲା। ଅଲିସା ଆଉଟ୍ ହେଲା ବେଳକୁ ଦଳୀୟ ସ୍କୋର ୧୧.୪ ଓଭରରେ ୧୧୫ ରନ୍‌ରେ ପହଞ୍ଚି ସାରିଥିଲା।

କ୍ୟାପ୍‌ଟେନ୍‌ ମେଗ୍ ଲାନିଙ୍ଗ୍ ୧୫ଟି ବଲ୍‌ରେ ୬ ରନ୍ କରି ଦୀପ୍ତି ଶର୍ମାଙ୍କ ବଲ୍‌ରେ ଶିଖା ପାଣ୍ଡେଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେହିପରି ଗାର୍ଡେନର୍ ମାତ୍ର ୨ ରନ୍ କରି ଦୀପ୍ତି ଶର୍ମାଙ୍କ ବଲ୍‌ରେ ତାନ୍ୟା ଭାଟିଆଙ୍କ ଦ୍ୱାରା ଷ୍ଟମ୍ପ ଆଉଟ୍ ହୋଇଥିଲେ। ରାଚେଲ୍ ହାନେସ୍ ୪ ରନ୍ କରିଥିବା ବେଳେ ପୁନମ୍ ଯାଦବଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ନିକୋଲା କ୍ୟାରୀ ୫ ରନ୍ କରି ନଟ୍ ଆଉଟ୍ ରହିଥିଲେ।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି ୱିକେଟ୍ ନେଇଥିବା ବେଳେ ପୁନମ୍ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏ ୱିକେଟ୍ ନେଇଛନ୍ତି। ଦଳ ପକ୍ଷରୁ ଶିଖା ପାଣ୍ଡେ ୪ ଓଭରରେ ସର୍ବାଧିକ ୫୨ ରନ୍ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story