ଦୁଇ ଲକ୍ଷ ଟଙ୍କାର ଶାଢ଼ୀ ପିନ୍ଧିଲେ ସିନ୍ଧୁ

ମୁମ୍ବାଇ: ଇଣ୍ଡିଆନ୍‌ ଲୁକ୍‌ରେ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ବିଜେତା ପିଭି ସିନ୍ଧୁ। ଶାଢ଼ୀ ପିନ୍ଧି ଉଡାଇଲେ ସମସ୍ତଙ୍କ ହୋସ। ଘାଇଲା କଳା ବ୍ୟାଡମିଣ୍ଟନ ଷ୍ଟାରଙ୍କ ଦେଶୀ ଅନ୍ଦାଜ। ଧଳା ରଙ୍ଗର ଦାମୀ ଶାଢ଼ୀ ସାଙ୍ଗକୁ ବେକରେ ନେକଲେସ ପିନ୍ଧି ଦମ୍‌ଦାର ପୋଜ୍‌ ଦେଲେ ସିନ୍ଧୁ। ନିକଟରେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ ଏହି ନୂଆ ଲୁକ୍‌ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କ ଏହି ଇଣ୍ଡିଆନ୍‌ ଗେଟ୍‌ଅପ୍‌କୁ ବେଶ୍‌ ପସନ୍ଦ କରୁଛନ୍ତି। ପିଭି […]

sindhu

sindhu

Madhupriya Mistry
  • Published: Monday, 16 August 2021
  • Updated: 16 August 2021, 05:22 PM IST

Sports

Latest News

ମୁମ୍ବାଇ: ଇଣ୍ଡିଆନ୍‌ ଲୁକ୍‌ରେ ଟୋକିଓ ଅଲିମ୍ପିକ୍ସର ବ୍ରୋଞ୍ଜ ବିଜେତା ପିଭି ସିନ୍ଧୁ। ଶାଢ଼ୀ ପିନ୍ଧି ଉଡାଇଲେ ସମସ୍ତଙ୍କ ହୋସ। ଘାଇଲା କଳା ବ୍ୟାଡମିଣ୍ଟନ ଷ୍ଟାରଙ୍କ ଦେଶୀ ଅନ୍ଦାଜ। ଧଳା ରଙ୍ଗର ଦାମୀ ଶାଢ଼ୀ ସାଙ୍ଗକୁ ବେକରେ ନେକଲେସ ପିନ୍ଧି ଦମ୍‌ଦାର ପୋଜ୍‌ ଦେଲେ ସିନ୍ଧୁ।

ନିକଟରେ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ ଏହି ନୂଆ ଲୁକ୍‌ ସାମ୍ନାକୁ ଆସିଛି ଯାହା ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କ ଏହି ଇଣ୍ଡିଆନ୍‌ ଗେଟ୍‌ଅପ୍‌କୁ ବେଶ୍‌ ପସନ୍ଦ କରୁଛନ୍ତି। ପିଭି ସିନ୍ଧୁଙ୍କ ଏହି ଫଟୋକୁ ପ୍ରସିଦ୍ଧ ଫଟୋଗ୍ରାଫର ଅନିଲ କୁମାର ଉଠାଇଛନ୍ତି। ଏଥିସହ ସିନ୍ଧୁଙ୍କ ଫଟୋର ଏକ କୋଲାଜ ଭିଡିଓ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ସେଆର କରିଛନ୍ତି।

ଫଟୋରେ ସିନ୍ଧୁ ଧଳା ରଙ୍ଗର ଫ୍ଲୋରାଲ ପ୍ରିଣ୍ଟ ଶାଢ଼ୀ ପିନ୍ଧିଛନ୍ତି। ଯାହା ଉପରେ ପିଙ୍କ, ବ୍ଲୁ ଏବଂ ପର୍ପଲ କଲ୍‌ରର ଥ୍ରେଡ ୱାର୍କ ହୋଇଛି। ଏହି ସୁନ୍ଦର ଶାଢୀ ସହିତ ସିନ୍ଧୁ ପିନ୍ଧିଛନ୍ତି ଏକ ଡାଏମଣ୍ଡ ଜୁଏଲାରୀ, ଯାହା ତାଙ୍କ ଲୁକ୍‌କୁ ଫରଫେକ୍ଟ କରିଛି। ତାଙ୍କ ଶାଢୀ ରଙ୍ଗ ସହିତ ମ୍ୟାଚିଙ୍ଗ କରି, ସେ ନିଜ ମେକଅପକୁ ମଧ୍ୟ ହାଲୁକା ଭାବରେ ନେଇଛନ୍ତି ଏବଂ ତାଙ୍କ କେଶ ଖୋଲା ରଖିଛନ୍ତି। ଏହି ଲୁକ୍‌ରେ ବେଶ୍‌ ଆଟ୍ରାକ୍ଟିଭ ଲାଗୁଛନ୍ତି ସିନ୍ଧୁ।

ଏହି ଶାଢୀକୁ ପ୍ରସିଦ୍ଧ ଡିଜାଇନର୍ ମନୀଷ ମଲହୋତ୍ରା ଡିଜାଇନ୍ କରିଛନ୍ତି। ଯାହାର ମୂଲ୍ୟ ୧.୯୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ସେପଟେ ଷ୍ଟାଇଲିସ୍ ବର୍ନାଲି ତାଲୁକଦାର ସିନ୍ଧୁଙ୍କୁ ଏହି ସୁନ୍ଦର ଲୁକ୍ ଦେଇଛନ୍ତି।  ସିନ୍ଧୁଙ୍କ ଏଭଳି ଷ୍ଟାଇଲିସ୍‌ ଅନ୍ଦାଜ ପ୍ରମାଣିତ କରିଛି ଯେ ସେ କେବଳ ଖେଳରେ ନୁହେଁ ବରଂ ଫ୍ୟାଶନ ମାମଲାରେ ମଧ୍ୟ କାହାଠାରୁ କମ୍‌ ନୁହନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story