ବାଂଲାଦେଶ ସିରିଜ ପାଇଁ ଭାରତୀୟ ଟିମ୍ ଘୋଷଣା, ଟେଷ୍ଟକୁ ଫେରିଲେ ହରଭଜନ

ମୁମ୍ବାଇ: ବାଂଲାଦେଶ ସିରିଜ୍ ପାଇଁ ବୁଧବାର ଭାରତୀୟ କ୍ରିକେଟ୍ ଟିମର ଘୋଷଣା କରାଯାଇଛି। ସିଲେକ୍ସନ କମିଟିର ବୈଠକ ଶେଷ ହେବା ପରେ ବିସିସିଆଇ ସଂପାଦକ ଅନୁରାଗ ଠାକୁର ଟିମ୍ ଘୋଷଣା କରିଥିଲେ। ଦିନିକିଆ ଟିମର ନେତୃତ୍ୱ ମହେନ୍ଦ୍ର ସିଂହ ଧୋନୀ ନେବେ ଓ ଟେଷ୍ଟ୍ ଟିମର ନେତୃତ୍ୱ ନେବେ ବିରାଟ କୋହଲି। ସେହିଭଳି ଦୀର୍ଘ ବ୍ୟବଧାନ ପରେ ଟେଷ୍ଟ୍ ଟିମକୁ ଫେରିଛନ୍ତି ହରଭଜନ ସିଂହ। ଦିନିକିଆ ଟିମରେ ଧୋନୀଙ୍କ ସହିତ ସ୍ଥାନ ପାଇଛନ୍ତି ରୋହିତ ଶର୍ମା, ଆଜିଙ୍କ୍ୟ […]

harbhajansingh

harbhajansingh

Rakesh Mallick
  • Published: Wednesday, 20 May 2015
  • Updated: 20 May 2015, 08:44 AM IST

Sports

Latest News

ମୁମ୍ବାଇ: ବାଂଲାଦେଶ ସିରିଜ୍ ପାଇଁ ବୁଧବାର ଭାରତୀୟ କ୍ରିକେଟ୍ ଟିମର ଘୋଷଣା କରାଯାଇଛି। ସିଲେକ୍ସନ କମିଟିର ବୈଠକ ଶେଷ ହେବା ପରେ ବିସିସିଆଇ ସଂପାଦକ ଅନୁରାଗ ଠାକୁର ଟିମ୍ ଘୋଷଣା କରିଥିଲେ। ଦିନିକିଆ ଟିମର ନେତୃତ୍ୱ ମହେନ୍ଦ୍ର ସିଂହ ଧୋନୀ ନେବେ ଓ ଟେଷ୍ଟ୍ ଟିମର ନେତୃତ୍ୱ ନେବେ ବିରାଟ କୋହଲି। ସେହିଭଳି ଦୀର୍ଘ ବ୍ୟବଧାନ ପରେ ଟେଷ୍ଟ୍ ଟିମକୁ ଫେରିଛନ୍ତି ହରଭଜନ ସିଂହ।

ଦିନିକିଆ ଟିମରେ ଧୋନୀଙ୍କ ସହିତ ସ୍ଥାନ ପାଇଛନ୍ତି ରୋହିତ ଶର୍ମା, ଆଜିଙ୍କ୍ୟ ରାହାଣେ, ଶିଖର ଧାୱନ, ବିରାଟ କୋହଲି,  ସୁରେଶ ରୈନା, ଅମ୍ବାତି ରାଇଡୁ, ଆର୍ ଅଶ୍ୱିନୀ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଉମେଶ ଯାଦବ, ମୋହିତ ଶର୍ମା, ଷ୍ଟୁଆର୍ଟ ବିନ୍ନି ଓ ଧବଲ କୁଲକର୍ଣ୍ଣି।

ସେହିପରି ଟେଷ୍ଟ ଟିମରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ସ୍ଥାନ ପାଇଛନ୍ତି ମୂରଲୀ ବିଜୟ, ଶିଖର ଧାୱନ, କେ.ଏଲ ରାହୁଲ, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ରିଦ୍ଧିମାନ ଶାହ, ଆର୍ ଅଶ୍ୱିନୀ, ହରଭଜନ ସିଂହ, କର୍ଣ୍ଣ ଶର୍ମା, ଭୁବନେଶ୍ୱର କୁମାର, ଉମେଶ ଯାଦବ,  ବରୁଣ ଏରୋନ ଓ ଇଶାନ୍ତ ଶର୍ମା।

ବାଂଲାଦେଶ ଗସ୍ତ ବେଳେ ଭାରତୀୟ ଟିମ୍ ଗୋଟିଏ ଟେଷ୍ଟ ମ୍ୟାଚ୍ ଖେଳିବ। ଜୁନ୍ ୧୦ରୁ ୧୪ ତାରିଖ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ସେହିପରି ଜୁନ୍ ୧୮ ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ।

ଦିନିକିଆ ସିରିଜରେ ବାଂଲାଦଶ ପାକିସ୍ତାନକୁ ୩-୦ରେ ହରାଇ ଦେଇଥିବାରୁ ଭାରତ ଏହି ଗସ୍ତକୁ ଗୁରୁତ୍ୱର ସହିତ ନେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story