ଅଭିନବ ଉପାୟରେ ଦୁଇ ରନ୍‌ ଚୋରାଇ ନେଲେ ବ୍ୟାଟସମ୍ୟାନ, ଦେଖନ୍ତୁ ଭିଡିଓ

ଫ୍ରାନ୍ସ: ଗୋଟିଲ ବଲ୍‌ରେ ଦୁଇ ରନ୍‌ ସଂଗ୍ରହ କରିବା କିଛି ବଡ଼ କଥା ନୁହେଁ। ହେଲେ ଅଭିନବ ଢଙ୍ଗରେ କେମିତି ଦୁଇ ଜଣ ବ୍ୟାଟସମ୍ୟାନ୍‌ ଦୁଇ ରନ୍‌ ଚୋରାଇ ମ୍ୟାଚ୍‌କୁ ଟାଏ କରି ଦେଇଛନ୍ତି, ତା’ର ଭିଡିଓ ଏବେ ସାମ୍ନାକୁ ଆସିଛି। କରୋନା କଟକଣା ମଧ୍ୟରେ ୟୁରୋପିଅନ କ୍ରିକେଟ ସିରିଜ୍‌ ଚାଲିଛି। ଏହି ସିରିଜ୍‌ର ଗତକାଲି ମ୍ୟାଚ୍‌ରେ Pakcelona CC ଓ Catalunya Tigers ମୁହାଁମୁହିଁ ହୋଇଥିଲେ। ଏହି ସମୟରେ Pakcelona CCର ଦୁଇ ଜଣ ବ୍ୟାଟସମ୍ୟାନ୍‌ […]

gf

gf

Hemant Lenka
  • Published: Thursday, 29 October 2020
  • Updated: 29 October 2020, 05:51 PM IST

ଫ୍ରାନ୍ସ: ଗୋଟିଲ ବଲ୍‌ରେ ଦୁଇ ରନ୍‌ ସଂଗ୍ରହ କରିବା କିଛି ବଡ଼ କଥା ନୁହେଁ। ହେଲେ ଅଭିନବ ଢଙ୍ଗରେ କେମିତି ଦୁଇ ଜଣ ବ୍ୟାଟସମ୍ୟାନ୍‌ ଦୁଇ ରନ୍‌ ଚୋରାଇ ମ୍ୟାଚ୍‌କୁ ଟାଏ କରି ଦେଇଛନ୍ତି, ତା’ର ଭିଡିଓ ଏବେ ସାମ୍ନାକୁ ଆସିଛି। କରୋନା କଟକଣା ମଧ୍ୟରେ ୟୁରୋପିଅନ କ୍ରିକେଟ ସିରିଜ୍‌ ଚାଲିଛି।

ଏହି ସିରିଜ୍‌ର ଗତକାଲି ମ୍ୟାଚ୍‌ରେ Pakcelona CC ଓ Catalunya Tigers ମୁହାଁମୁହିଁ ହୋଇଥିଲେ। ଏହି ସମୟରେ Pakcelona CCର ଦୁଇ ଜଣ ବ୍ୟାଟସମ୍ୟାନ୍‌ କେଉଁ ଭଳି ଭାବେ ଦୁଇ ରନ୍‌ ହାସଲ କରିଥିଲେ, ତା’ର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ମ୍ୟାଚ୍‌ର ଶେଷ ବଲରେ Pakcelona CCକୁ ଜିତିବା ପାଇଁ ୩ ରନ ଦରକାର ଥିଲା। ତେବେ ଷ୍ଟ୍ରାଇକ୍‌ରେ ଥିବା ଅଦାଲତ ଅଲୀ ବ୍ୟାଟ୍‌କୁ ଜୋରରେ ସୁଇଂ କରିଥିଲେ ମଧ୍ୟ ବଲ୍‌ ଏଥିରେ କନେକ୍ଟ ହୋଇ ନଥିଲା। କିନ୍ତୁ ସେ ଗୋଟିଏ ରନ୍‌ ନେଇ ଯାଇଥିଲେ। ୱିକେଟ କିପର ଜଣଙ୍କ ବଲକୁ ଧରି ଥ୍ରୋ କରିବା ବଦଳରେ ଏହାକୁ ଧରି ୱିକେଟ ପାଖକୁ ଆସିଥିଲେ। ସେତେବେଳକୁ ନନ୍‌ ଷ୍ଟ୍ରାଇକରେ ଥିବା ଅଜୀମ ଆଜମ କ୍ରିଜ୍‌ରେ ପହଞ୍ଚି ସାରିଥିଲେ।

ବଲକୁ ଧରି କିପର ଜଣଙ୍କ ୱିକେଟ ପାଖରେ ଛିଡ଼ା ହେବା ସହ ତାଙ୍କ ଟିମ୍‌ ମ୍ୟାଚ୍‌ ଜିତି ଯାଇଥିବା ଭାବିଥିଲେ। କିନ୍ତୁ ଆଜମ ଦ୍ୱିତୀୟ ରନ୍‌ ନେବାକୁ ଅଲୀଙ୍କୁ ଇଙ୍ଗିତ କରିଥିଲେ। ଅଲୀ ନନ୍‌ ଷ୍ଟ୍ରାଇକରୁ ଦୌଡ଼ିବା ଆରମ୍ଭ କରିଥିଲେ ହେଁ ଆଜମ ନିଜ କ୍ରିଜ୍‌ ଛାଡ଼ି ନଥିଲେ। ଅଲୀ କ୍ରିଜ୍‌ ପାଖରେ ପହଞ୍ଚିବା ପରେ ସେ ନନ୍‌ ଷ୍ଟ୍ରାଇକ୍‌ ଆଡ଼େ ଦୌଡ଼ି ଥିଲେ। ଏହା ଦେଖି କିପର ଜଣଙ୍କ ବୋଲରଙ୍କ ଆଡ଼କୁ ବଲ୍‌ ଫିଙ୍ଗଥିଲେ।

କିନ୍ତୁ ବୋଲର ଜଣଙ୍କ ୱିକେଟକୁ ଥ୍ରୋ କରିଥିଲେ ହେଁ ଏହା ସେଥିରେ ବାଜି ନଥିଲା। ଏପରି ଭାବେ ଗୋଟିଏ ବଲରେ Pakcelona CC ଦୁଇ ରନ୍‌ ଦଖଲ କରି ମ୍ୟାଚ୍‌କୁ ଟାଏ କରି ଦେଇଥିଲା।

ଏହାପରେ ଗୋଲଡେନ ବଲ୍‌ ନିୟମ ଅନୁସାରେ Catalunya Tigers ମ୍ୟାଚ୍‌କୁ ଜିତିଥିଲା। ଗୋଲଡେନ ବଲ୍‌ ନିୟମ ଅନୁଯାୟୀ, ମ୍ୟାଚ୍‌ ଟାଏ ହେଲେ ଚେଜ୍‌ କରୁଥିବା ଟିମ୍‌କୁ ଗୋଟିଏ ବଲ ମିଳିବ। ଏଥିରେ ସେମାନଙ୍କୁ ଦୁଇ କିମ୍ବା ତା’ ଠାରୁ ଅଧିକ ରନ୍‌ କରିବାକୁ ପଡ଼ିବ। ଯଦି ସେମାନେ ଏପରି କରି ପାରିବେ ନାହିଁ, ତା’ହେଲେ ବୋଲିଂ କରୁଥିବା ଟିମ୍‌ ବିଜୟୀ ହେବ। ଗତକାଲିର ମ୍ୟାଚ୍‌ରେ Pakcelona CC ଗୋଲଡେନ ବଲରେ ଗୋଟିଏ ରନ୍‌ କରିବାରୁ Catalunya Tigers ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story