ବିବାଦ ପରେ ଧୋନୀଙ୍କ ପ୍ରୋଫାଇଲ୍‌ ବଦଳାଇଲା ବିସିସିଆଇ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକତ୍ୱ ଛାଡ଼ିବାର ବର୍ଷେରୁ ଅଧିକ ସମୟ ହୋଇ ଗଲାଣି। ହେଲେ ବିସିସିଆଇ ନିଜ ୱେବ୍‌ସାଇଟ୍‌ରେ ଧୋନୀଙ୍କ ପ୍ରୋଫାଇଲ୍‌ ପରିବର୍ତ୍ତନ କରି ନଥିଲା। ଧୋନୀଙ୍କ ପ୍ରୋଫାଇଲ୍‌ରେ ଅଧିନାୟକ ବୋଲି ଉଲ୍ଲେଖ ରହିଥିଲା। ଯାହାକୁ ନେଇ ବିବାଦ ଦେଖା ଦେବା ପରେ ଆଜି ଶୁକ୍ରବାର ବିସିସିଆଇ ଏହାକୁ ବଦଳାଇ ଦେଇଛି। ଏବେ ତାଙ୍କ ପ୍ରୋଫାଇଲ୍‌ରେ କେବଳ ମହେନ୍ଦ୍ର ସିଂହ ଧୋନୀ ବୋଲି ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ […]

dhoni

dhoni

Rakesh Mallick
  • Published: Friday, 20 July 2018
  • Updated: 20 July 2018, 03:32 PM IST

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକତ୍ୱ ଛାଡ଼ିବାର ବର୍ଷେରୁ ଅଧିକ ସମୟ ହୋଇ ଗଲାଣି। ହେଲେ ବିସିସିଆଇ ନିଜ ୱେବ୍‌ସାଇଟ୍‌ରେ ଧୋନୀଙ୍କ ପ୍ରୋଫାଇଲ୍‌ ପରିବର୍ତ୍ତନ କରି ନଥିଲା। ଧୋନୀଙ୍କ ପ୍ରୋଫାଇଲ୍‌ରେ ଅଧିନାୟକ ବୋଲି ଉଲ୍ଲେଖ ରହିଥିଲା। ଯାହାକୁ ନେଇ ବିବାଦ ଦେଖା ଦେବା ପରେ ଆଜି ଶୁକ୍ରବାର ବିସିସିଆଇ ଏହାକୁ ବଦଳାଇ ଦେଇଛି। ଏବେ ତାଙ୍କ ପ୍ରୋଫାଇଲ୍‌ରେ କେବଳ ମହେନ୍ଦ୍ର ସିଂହ ଧୋନୀ ବୋଲି ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ୨୦୧୪ ଡିସେମ୍ବରରେ ଅଷ୍ଟ୍ରେଲିଆ ସିରିଜ୍‌ ଚାଲିଥିବା ବେଳେ ଧୋନୀ ଟେଷ୍ଟ୍‌ କ୍ରିକେଟ୍‌ରୁ ଅବସର ନେଇଯାଇଥିଲେ। ସେହିପରି ୨୦୧୭ ଜାନୁଆରୀ ୪ ତାରିଖରେ ସେ ଦିନିକିଆ ଓ ଟି-୨୦ର ଅଧିନାୟକତ୍ୱ ଛାଡ଼ି ଦେଇଥିଲେ। ଏବେ ସେ ଉଭୟ ଦିନିକିଆ ଓ ଟି-୨୦ରେ ମଧ୍ୟମ କ୍ରମରେ ବ୍ୟାଟିଂ କରୁଛନ୍ତି।

ନିକଟରେ ଧୋନୀ ଦିନିକିଆରେ ୧୦,୦୦୦ ରନ୍‌ ପୂରଣ କରିଛନ୍ତି। ୩୨୧ ଦିନିକିଆ ଖେଳି ହାରାହାରି୫୧.୨୫ ପ୍ରତିଶତ ସହ ୧୦,୦୪୬ ରନ୍‌ କରିଛନ୍ତି। ଚତୁର୍ଥ ଭାରତୀୟ ଭାବେ ସେ ୧୦,୦୦୦ ରନ୍‌ ପୂରଣ କରିବାର ସଫଳତା ହାସଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story