ବେଲୁର ମଠରେ ଦାଦା, ଦାନ କଲେ ଚାଉଳ

କୋଲକାତା: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ କ୍ରିକେଟ୍ ଆଗେଇ ଆସିଛି। ଏହିକ୍ରମରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ରାମକୃଷ୍ଣ ମିଶନ ମୁଖ୍ୟାଳୟ ବେଲୁର୍ ମଠରେ ପହଞ୍ଚିଛନ୍ତି। ଗାଙ୍ଗୁଲି ଏହି ମହାମାରୀରେ ପ୍ରଭାବିତ ହୋଇଥିବା ଗରିବ ଲୋକଙ୍କ ସହାୟତା ପାଇଁ ୨ହଜାର କିଲୋ ଅର୍ଥାତ୍ ୨୦ କ୍ୱିଣ୍ଟାଲ୍ ଚାଉଳ ଦାନ କରିଛନ୍ତି। ଗାଙ୍ଗୁଲି ଟ୍ୱିଟ୍ କରି କହିଛନ୍ତି, “୨୫ […]

dad

dad

Ranjit Kumar Jena
  • Published: Wednesday, 01 April 2020
  • Updated: 01 April 2020, 08:21 PM IST

Sports

Latest News

କୋଲକାତା: କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଭାରତୀୟ କ୍ରିକେଟ୍ ଆଗେଇ ଆସିଛି। ଏହିକ୍ରମରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୁଧବାର ରାମକୃଷ୍ଣ ମିଶନ ମୁଖ୍ୟାଳୟ ବେଲୁର୍ ମଠରେ ପହଞ୍ଚିଛନ୍ତି।

ଗାଙ୍ଗୁଲି ଏହି ମହାମାରୀରେ ପ୍ରଭାବିତ ହୋଇଥିବା ଗରିବ ଲୋକଙ୍କ ସହାୟତା ପାଇଁ ୨ହଜାର କିଲୋ ଅର୍ଥାତ୍ ୨୦ କ୍ୱିଣ୍ଟାଲ୍ ଚାଉଳ ଦାନ କରିଛନ୍ତି। ଗାଙ୍ଗୁଲି ଟ୍ୱିଟ୍ କରି କହିଛନ୍ତି, "୨୫ ବର୍ଷ ପରେ ମୁଁ ବେଲରୁ ମଠ ଆସିଛି। ଗରିବଙ୍କ ସହାୟତା ପାଇଁ ୨ହଜାର କିଲୋ ଚାଉଳ ଦାନ କରୁଛି।" ଗାଙ୍ଗୁଲି ଧଳା ରଙ୍ଗର ଟି-ଶାର୍ଟ ସହ ମୁହଁରେ ମାସ୍କ ମଧ୍ୟ ପରିଧାନ କରିଥିଲେ। ସେ ବେଲୁର ମଠର ପୂଜାରୀଙ୍କ ସହ ଗଲଫ କୋର୍ସ କାର୍ଟରେ ବସି ଭ୍ରମଣ କରିଥିଲେ।

ସୂଚନାଯୋଗ୍ୟ, କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼େଇ ପାଇଁ ଗାଙ୍ଗୁଲି ୫୦ଲକ୍ଷ ଟଙ୍କାର ଚାଉଳ ଦାନ କରିବାକୁ ଘୋଷଣା କରିଥିଲେ । ଗାଙ୍ଗୁଲିଙ୍କ ବ୍ୟତୀତ ତାଙ୍କ ପୂର୍ବତନ ସାଥୀ ଖେଳାଳି ସଚିନ ତେନ୍ଦୁଲକର ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୫୦ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଭାରତରେ ୧୭୦୦ରୁ ଅଧିକ ଲୋକେ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବେଳେ ୪୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story