ରଣଜୀ ଟ୍ରଫି ନକଆଉଟରେ ବ୍ୟବହୃତ ହେବ ଏହି ଟେକନିକ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟର ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ବିସିସିଆଇ ସ୍ପଷ୍ଟ କରିଛି ଯେ, ଚଳିତ ସିଜନରେ ରଣଜୀ ନକଆଉଟ୍ ପର୍ଯ୍ୟାୟରେ “ଲିମିଟେଡ୍ ଡିଆରଏସ୍” ଉପଯୋଗ କରାଯିବ। ବିସିସିଆଇ ଅନୁଯାୟୀ, ହକ୍-ଆଇ ଓ ଅଲଟ୍ରାଏଜର ଉପଯୋଗ ହେବ ନାହିଁ। ଏହି ଦୁଇ ଟେକନିକର ବ୍ୟବହାର ଅନ୍ତର୍ଜାତୀୟ କ୍ରିକେଟରେ କରାଯାଉଛି। ଗତ ରଣଜୀ ସିଜନରେ ଖରାପ ଅମ୍ପାୟାରିଂକୁ ନେଇ ବହୁ ଅଭିଯୋଗ ଆସିଥିଲା। ଗତଥର […]

BCCI-invites-applications-for-India-mens-cricket-644x362

Ranjit Kumar Jena
  • Published: Friday, 19 July 2019
  • Updated: 19 July 2019, 05:26 PM IST

Sports

Latest News

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଘରୋଇ କ୍ରିକେଟର ସର୍ବଶ୍ରେଷ୍ଠ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି। ବିସିସିଆଇ ସ୍ପଷ୍ଟ କରିଛି ଯେ, ଚଳିତ ସିଜନରେ ରଣଜୀ ନକଆଉଟ୍ ପର୍ଯ୍ୟାୟରେ "ଲିମିଟେଡ୍ ଡିଆରଏସ୍" ଉପଯୋଗ କରାଯିବ। ବିସିସିଆଇ ଅନୁଯାୟୀ, ହକ୍-ଆଇ ଓ ଅଲଟ୍ରାଏଜର ଉପଯୋଗ ହେବ ନାହିଁ। ଏହି ଦୁଇ ଟେକନିକର ବ୍ୟବହାର ଅନ୍ତର୍ଜାତୀୟ କ୍ରିକେଟରେ କରାଯାଉଛି।

ଗତ ରଣଜୀ ସିଜନରେ ଖରାପ ଅମ୍ପାୟାରିଂକୁ ନେଇ ବହୁ ଅଭିଯୋଗ ଆସିଥିଲା। ଗତଥର ସୌରାଷ୍ଟ୍ର ଓ କର୍ଣ୍ଣାଟକା ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ମୁକାବିଲାରେ ଖରାପ ଅମ୍ପାୟାରିଂର ନମୁନା ଦେଖିବାକୁ ମିଳିଥିଲା। ସୌରାଷ୍ଟ୍ରର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କ ବ୍ୟାଟରେ ବଲ୍ ବାଜିଥିଲେ ହେଁ, ଅମ୍ପାୟାର ତାଙ୍କୁ ଆଉଟ୍ ଦେଇନଥିଲେ।

ବିସିସିଆଇର ଜେନେରାଲ୍ ମ୍ୟାନେଜର ସବା କରିମ୍ କହିଛନ୍ତି, "ଗତବର୍ଷ କିଛି ନକଆଉଟ୍ ମ୍ୟାଚ୍ ବେଳେ ଅମ୍ପାୟାରଙ୍କ ଦ୍ୱାରା ଭୁଲ୍ ହୋଇଥିଲା ଏବଂ ଏଭଳି ସ୍ଥିତିରୁ ବର୍ତ୍ତିବା ପାଇଁ ଲିମିଟେଡ୍ ଡିଆରଏସର ଉପଯୋଗ କରିବାକୁ ଆମେ ନିଷ୍ପତ୍ତି ନେଇଛୁ।" ବିସିସିଆଇକୁ ପରିଚାଳନା କରୁଥିବା ପ୍ରଶାସନିକ କମିଟି (ସିଓଏ) ଚଳିତ ବର୍ଷ ଜୁନ୍ ମାସରେ ଲିମିଟେଡ୍ ଡିଆରଏସକୁ ସବୁଜ ସଙ୍କେତ ପ୍ରଦନେ କରିଥିଲା। ରଣଜୀ ଟ୍ରଫିର ଚଳିତ ସିଜନ୍ ଡିସେମ୍ବରରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story