ବିଜୟ ହଜାରେ ଟ୍ରଫି: ଓଡ଼ିଶା ଟିମ୍ ଘୋଷିତ, ନଟରାଜ ଅଧିନାୟକ, ପୋଦ୍ଦାର ଉପଅଧିନାୟକ

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ୧୮ ତାରିଖ ଯାଏଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିଜୟ ହଜାରେ ଟ୍ରଫି। ଏଥିପାଇଁ ୧୫ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି।  ନଟରାଜ ବେହେରା ଦଳର ଅଧିନାୟକ ଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କୁ ଦଳର ଉପଅଧିନାୟକ କରାଯାଇଛି। ଓଡ଼ିଶା ଏହି ଟ୍ରଫିରେ ସି’ ଗ୍ରୁପରେ ରହିଛି। ଓଡ଼ିଶା ସମେତ ଏହି ଗ୍ରୁପରେ ବିଦର୍ଭ, ଦିଲ୍ଲୀ, ବରୋଦା, ଆନ୍ଧ୍ର, ତ୍ରିପୁରା ଓ ମହାରଷ୍ଟ୍ର ରହିଛନ୍ତି। ଓଡ଼ିଶା ଦଳ: ନଟରାଜ ବେହେରା (ଅଧିନାୟକ), ଗୋବିନ୍ଦ ପୋଦ୍ଦାର […]

nataraj

nataraj

Rakesh Mallick
  • Published: Saturday, 05 December 2015
  • Updated: 06 December 2015, 05:29 AM IST

ଭୁବନେଶ୍ୱର: ଆସନ୍ତା ୧୦ ତାରିଖରୁ ୧୮ ତାରିଖ ଯାଏଁ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବିଜୟ ହଜାରେ ଟ୍ରଫି। ଏଥିପାଇଁ ୧୫ଜଣିଆ ଓଡ଼ିଶା ଟିମ୍ ଘୋଷଣା କରାଯାଇଛି।  ନଟରାଜ ବେହେରା ଦଳର ଅଧିନାୟକ ଥିବା ବେଳେ ଗୋବିନ୍ଦ ପୋଦ୍ଦାରଙ୍କୁ ଦଳର ଉପଅଧିନାୟକ କରାଯାଇଛି। ଓଡ଼ିଶା ଏହି ଟ୍ରଫିରେ ସି’ ଗ୍ରୁପରେ ରହିଛି। ଓଡ଼ିଶା ସମେତ ଏହି ଗ୍ରୁପରେ ବିଦର୍ଭ, ଦିଲ୍ଲୀ, ବରୋଦା, ଆନ୍ଧ୍ର, ତ୍ରିପୁରା ଓ ମହାରଷ୍ଟ୍ର ରହିଛନ୍ତି।

ଓଡ଼ିଶା ଦଳ: ନଟରାଜ ବେହେରା (ଅଧିନାୟକ), ଗୋବିନ୍ଦ ପୋଦ୍ଦାର (ଉପଅଧିନାୟକ), ରେଜଶ୍ ଧୁପର (ୱିକେଟ କିପର), ପରେଶ ପଟେଲ, ରଞ୍ଜିତ ସିଂହ, ଅନୁରାଗ ଷଡଙ୍ଗୀ, ବିପ୍ଳବ ସାମନ୍ତରାୟ, ଅରବିନ୍ଦ କୁମାର ସିଂହ, ଶେଷଦୀପ୍ ପାତ୍ର, ଅଂଶୁମାନ ଗୋପେ (ୱିକେଟ୍ କିପର), ବସନ୍ତ ମହାନ୍ତି, ଦୀପକ୍ ବେହେରା, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ ଏବଂ ଧୀରଜ ସିଂହ।

ମ୍ୟାନେଜର ଭାବେ ଅନୀଲ ବିଶ୍ୱାଳ, ଦେବାଶିଷ ମହାନ୍ତି କୋଚ୍, ରଶ୍ମୀ ରଞ୍ଜନ ପରିଡା ବ୍ୟାଟିଂ କୋଚ୍, ଶୁଭକାନ୍ତ ସାହୁ ଫିଜିଓ, ମନୋଜ ବିଶ୍ୱାଳ ଟ୍ରେନର ଏବଂ ଶୁଭାଶିଷ ଭୂୟାଁ ଅବଜରଭର ରହିଛନ୍ତି।

         ଭେନ୍ୟୁ: ଦିଲ୍ଲୀ, ସମୟ: ସକାଳ ୯ଟା

  • ଡିସେମ୍ବର-୧୦ ଓଡ଼ିଶା ବନାମ ବିଦର୍ଭ
  • ଡିସେମ୍ବର ୧୧: ଓଡ଼ିଶା ବନାମ ମହାରାଷ୍ଟ୍ର
  • ଡିସେମ୍ବର ୧୩: ଓଡ଼ିଶା ବନାମ ଦିଲ୍ଲୀ
  • ଡିସେମ୍ବର ୧୪: ଓଡ଼ିଶା ବନାମ ବରୋଦା
  • ଡିସେମ୍ବର ୧୫: ଓଡ଼ିଶା ବନାମ ଆନ୍ଧ୍ର
  • ଡିସେମ୍ବର ୧୮: ଓଡ଼ିଶା ବନାମ ତ୍ରିପୁରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story