ଏସିଆ ଟାଇଟଲ ଜିତିବା ପରେ ବିଜେନ୍ଦରଙ୍କୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ: ଡବ୍ଲ୍ୟୁବିଓ ଏସିଆ ପେସିଫିକ୍‌ ସୁପର ମିଡିଲ୍‌ୱେଟ୍‌ ଟାଇଟଲ ଜିତିବା ପରେ ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଗତକାଲି ୧୦ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର କେରୀ ହୋପ୍‌ଙ୍କୁ ସେ ପରାଜିତ କରିଥିଲେ। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଟ୍ୱିଟ କରି କହିଛନ୍ତି,“ ଡବ୍ଲ୍ୟୁବିଓ ଏସିଆ ପେସିଫିକ୍‌ ସୁପର ମିଡିଲ୍‌ୱେଟ୍‌ ଟାଇଟଲ ଜିତି ଥିବାରୁ ବିଜେନ୍ଦର ସିଂହଙ୍କୁ ହୃଦୟରୁ ଶୁଭେଚ୍ଛା।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ […]

bijender won

bijender won

Rakesh Mallick
  • Published: Sunday, 17 July 2016
  • Updated: 17 July 2016, 05:55 PM IST

Sports

Latest News

ନୂଆଦିଲ୍ଲୀ: ଡବ୍ଲ୍ୟୁବିଓ ଏସିଆ ପେସିଫିକ୍‌ ସୁପର ମିଡିଲ୍‌ୱେଟ୍‌ ଟାଇଟଲ ଜିତିବା ପରେ ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହଙ୍କୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି।

ଗତକାଲି ୧୦ ରାଉଣ୍ଡ ବିଶିଷ୍ଟ ଏହି ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର କେରୀ ହୋପ୍‌ଙ୍କୁ ସେ ପରାଜିତ କରିଥିଲେ।

ରାଷ୍ଟ୍ରପତି ପ୍ରଣବ ମୁଖାର୍ଜି ଟ୍ୱିଟ କରି କହିଛନ୍ତି,“ ଡବ୍ଲ୍ୟୁବିଓ ଏସିଆ ପେସିଫିକ୍‌ ସୁପର ମିଡିଲ୍‌ୱେଟ୍‌ ଟାଇଟଲ ଜିତି ଥିବାରୁ ବିଜେନ୍ଦର ସିଂହଙ୍କୁ ହୃଦୟରୁ ଶୁଭେଚ୍ଛା।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି,“ ବିଜେନ୍ଦର ସିଂହ ଏହି ପ୍ରତିଯୋଗିତାରେ ପରିଶ୍ରମ କରିଥିଲେ ଓ ଏଥିପାଇଁ ସେ ଟାଇଟଲ ଜିତିବାକୁ ହକ୍‌ଦାର। ସେ ତାଙ୍କ ଦକ୍ଷତା ଓ ଷ୍ଟାମିନାର ପାରାକଷ୍ଠା ଦେଖାଇଛନ୍ତି।”

ଟିମ୍‌ ଇଣ୍ତିଆର ଅଧିନାୟକ ମହେନ୍ଦ୍ର ସିଂହ ଧୋନି, ଷ୍ଟାର ବକ୍ସର ମେରି କମ୍‌, ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହୱାଗ, ଭିଭିଏସ୍‌ ଲକ୍ଷ୍ମଣ, ହରିୟଣାର ମୁଖ୍ୟମନ୍ତ୍ରୀ ମନୋହର ଖଟ୍ଟର ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରୀୱାଲ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story