ଚର୍ଚ୍ଚିତ ଅମ୍ପାୟାରଙ୍କ ଚର୍ଚ୍ଚିତ ଆଙ୍ଗୁଠି: ବିଲ୍ଲି ବାଓଡେନ୍‌ଙ୍କ ଅକୁହା କାହାଣୀ

କ୍ରିକେଟ ଦୁନିଆର ଆଉ ଏକ ଚର୍ଚ୍ଚିତ ଚେହେରା ଅମ୍ପାୟାର ବିଲ୍ଲି ବାଓଡେନ୍। କ୍ରିକେଟ୍‌ ପଡିଆରେ ଖେଳାଳି ମାନେ ଯେତିକି ଦର୍ଶକଙ୍କ ମନୋରଂଜନ କରିଥାନ୍ତି ତାହା ଠାରୁ ଅଧିକ ମନୋରଂଜନ କରିଥାନ୍ତି ନ୍ୟୁଜଲାଣ୍ଡ ଅମ୍ପାୟାର। ଏ କୌଣସି ଦେଶର କ୍ରିକେଟ ଖେଳାଳି ନୁହନ୍ତି ।ତଥାପି କ୍ରିକେଟ ଖେଳାଳିଙ୍କ ଅପେକ୍ଷା ଦର୍ଶକଙ୍କ ଗହଣରେ ଅଧିକ ପରିଚିତ ଥାନ୍ତି। ୩୦୦ରୁ ଉର୍ଦ୍ଧ ଆନ୍ତର୍ଜ୍ୟାତିକ ମ୍ୟାଚ୍‌ରେ ଅମ୍ପାୟାରିଂ କରି ନିଜ ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି […]

Billy-Bowden

Billy-Bowden

Rakesh Mallick
  • Published: Wednesday, 12 April 2017
  • Updated: 13 April 2017, 07:40 AM IST

Sports

Latest News

କ୍ରିକେଟ ଦୁନିଆର ଆଉ ଏକ ଚର୍ଚ୍ଚିତ ଚେହେରା ଅମ୍ପାୟାର ବିଲ୍ଲି ବାଓଡେନ୍। କ୍ରିକେଟ୍‌ ପଡିଆରେ ଖେଳାଳି ମାନେ ଯେତିକି ଦର୍ଶକଙ୍କ ମନୋରଂଜନ କରିଥାନ୍ତି ତାହା ଠାରୁ ଅଧିକ ମନୋରଂଜନ କରିଥାନ୍ତି ନ୍ୟୁଜଲାଣ୍ଡ ଅମ୍ପାୟାର। ଏ କୌଣସି ଦେଶର କ୍ରିକେଟ ଖେଳାଳି ନୁହନ୍ତି ।ତଥାପି କ୍ରିକେଟ ଖେଳାଳିଙ୍କ ଅପେକ୍ଷା ଦର୍ଶକଙ୍କ ଗହଣରେ ଅଧିକ ପରିଚିତ ଥାନ୍ତି। ୩୦୦ରୁ ଉର୍ଦ୍ଧ ଆନ୍ତର୍ଜ୍ୟାତିକ ମ୍ୟାଚ୍‌ରେ ଅମ୍ପାୟାରିଂ କରି ନିଜ ପାଇଁ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ବିଲ୍ଲି ବାଓଡେନ୍‌।

ଠିକ୍‌ ୨୨ ବର୍ଷ ତଳେ, ଯେତେବେଳେ ବିଲ୍ଲି ବାଉଡେନଙ୍କୁ ୩୨ ବର୍ଷ ହୋଇଥିଲା ସେତେବେଳେ ସେ ଅମ୍ପାୟାରିଂରେ ଡେବ୍ୟୁ କରିଥିଲେ। ପ୍ରଥମ ଥର ତାଙ୍କୁ ଅମ୍ପାୟାରିଂ କରିବାରେ ଦେଖି କେବଳ ଦର୍ଶକ ନୁହଁନ୍ତି ଖେଳାଳିମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯଦିଓ ସେ ପଡିଆରେ କୌଣସି ବିବାଦୀୟ ନିଷ୍ପତି ଦେଇ ନଥିଲେ ତଥାପି ତାଙ୍କର ବ୍ୟକ୍ତିତ୍ୱ ଓ ନିଆରା ଢଙ୍ଗର ନିଷ୍ପତି ଦେବାର ଶୈଳୀ ପାଇଁ ସେ ଆରମ୍ଭରୁ ବହୁ ଚର୍ଚ୍ଚିତ ହୋଇଥିଲେ।

ବିଶେଷ କରି ଭାରତରେ ତାଙ୍କ ଲୋକପ୍ରିୟା ଖୁବ୍‌ ଅଧିକ । ସେ ଅମ୍ପାୟାରିଂ କରୁଥିବା ସମୟରେ ଯେତେବେଳେ ଚୌକା ଓ ଛକା ପାଇଁ ସଂକେତ ଦେଖାଉଥିଲେ ସେତେବେଳେ ସେ ଆଙ୍ଗୁଳିକୁ ବଙ୍କା କରି  ନିର୍ଣ୍ଣୟ ଦେଉଥିଲେ। ଯେଉଁଥିପାଇଁ ଅନେକ ସମୟରେ ସେ ସମାଲୋଚନା ହେବା ସହ ଅନେକ ତାଙ୍କୁ ଦେଖି ପରିହାସ ମଧ୍ୟ କରୁଥିଲେ। ତଥାପି ସେ ନିଜକୁ  ପରିବର୍ତ୍ତନ କରିନଥିଲେ। ପଡିଆ ଭିତରେ ତାଙ୍କର ନିଜସ୍ୱ ଷ୍ଟାଇଲ୍‌ ପାଇଁ ସେ ସମସ୍ତଙ୍କ ଠାରୁ ଭିନ୍ନ ରହୁଥିଲେ। ଯେଉଁଥିପାଇଁ ବାଓଡେନ୍‌ଙ୍କ ପ୍ରଶଂସକ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଲା।

ନ୍ୟୁଜଲାଣ୍ଡରେ ଜନ୍ମିତ ବାଓଡେନ୍ ଅମ୍ପାୟାରିଂ କରିବା ପୂର୍ବରୁ ଜଣେ ଭଲ ଫାଷ୍ଟ ବୋଲର ଭାବେ ବେଶ୍ ଜଣାଶୁଣା ଥିଲେ। ମାତ୍ର ଭଗବାନଙ୍କୁ ଏହା ମଞ୍ଜୁର ନ ଥିଲା । ୨୧ ବର୍ଷ ବୟସରେ ସେ ବାତ ରୋଗରେ ପୀଡିତ ହୋଇଥିଲେ। ଯାହା ଫଳରେ ସେ ଆଉ କ୍ରିକେଟ ଖେଳିବା ପାଇଁ ସକ୍ଷମ ହୋଇନଥିଲେ। କାରଣ ତାଙ୍କ ହାତର ଆଙ୍ଗୁଳି ଗୁଡିକ ଆଉ ସିଧା ହୋଇ ନଥିଲା । ତଥାପି କ୍ରିକେଟ ପ୍ରତି ତାଙ୍କର ଭଳ ପାଇବା କମିଯାଇ ନଥିଲା । କ୍ରିକେଟ ସର୍ବଦା ତାଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲା।

ପଡିଆରେ ନିଜେ ବୋଲିଂ କରିବାକୁ ଅସର୍ମଥ ହେବାପରେ ସେ ବାଛି ନେଇଥିଲେ ଅମ୍ପାୟାରିଂ ବୃତ୍ତି। ଦୁନିଆର ସବୁଠୁ ଭିନ୍ନ ଅମ୍ପାୟାର ଭାବେ ବିଲ୍ଲି ବାଓଡେନଙ୍କୁ କ୍ରିକେଟପ୍ରେମୀ ପସନ୍ଦ କରିବାରେ ଲାଗିଲେ । ତାଙ୍କ ପାଇଁ ସବୁଠୁ ଦୁଃଖର ବିଷୟ ହୋଇଥିଲା ୨୦୧୬ରେ, ଯେତେବେଳେ ତାଙ୍କୁ ଏଲିଟ୍‌ ପ୍ୟାନେଲରୁ ବାହାର କରି ଦିଆଯାଇଥିଲା । ଏହାପରେ ତାଙ୍କର ଅମ୍ପାୟାରିଂ କେବଳ ନ୍ୟୁଜଲାଣ୍ଡ ଓ ଆନ୍ତର୍ଜାତୀୟ ମହିଳା କ୍ରିକେଟରେ ସୀମିତ ହୋଇ ରହିଗଲା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story