ବ୍ରିସବେନ୍ ଟେଷ୍ଟର ପଞ୍ଚମ ଦିନରେ କେମିତି ରହିବ ପାଗ?

ବ୍ରିସବେନ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନରେ ଅଲଆଉଟ୍ ହୋଇଛି ଏବଂ ଭାରତ ଆଗରେ ୩୨୮ ରନର ଟାର୍ଗେଟ୍ ଛିଡ଼ା କରିଛି। ବ୍ରିସବେନରେ ଏପର୍ଯ୍ୟନ୍ତ କୌଣସି ଟିମ୍ ଏତେ ବଡ଼ ଟାର୍ଗେଟର ପିଛା କରିପାରିନାହିଁ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ବିଜୟ ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚତୁର୍ଥ […]

gabba

gabba

Ranjit Kumar Jena
  • Published: Monday, 18 January 2021
  • Updated: 18 January 2021, 05:13 PM IST

Sports

Latest News

ବ୍ରିସବେନ୍: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ମ୍ୟାଚର ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନରେ ଅଲଆଉଟ୍ ହୋଇଛି ଏବଂ ଭାରତ ଆଗରେ ୩୨୮ ରନର ଟାର୍ଗେଟ୍ ଛିଡ଼ା କରିଛି। ବ୍ରିସବେନରେ ଏପର୍ଯ୍ୟନ୍ତ କୌଣସି ଟିମ୍ ଏତେ ବଡ଼ ଟାର୍ଗେଟର ପିଛା କରିପାରିନାହିଁ। ଏହା ସତ୍ତ୍ୱେ ଅଷ୍ଟ୍ରେଲିଆ ତୁଳନାରେ ଭାରତର ବିଜୟ ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଚତୁର୍ଥ ଦିବସର ଅନ୍ତିମ ସେସନରେ ବର୍ଷା ବାଧକ ସାଜିଥିବା ବେଳେ ଆସନ୍ତାକାଲି ପଞ୍ଚମ ତଥା ଅନ୍ତିମ ଦିବସରେ ପାଗ କେମିତି ରହିବ, ତାକୁ ନେଇ ଉଭୟ ଟିମ୍ ଚିନ୍ତିତ।

ବ୍ରିସବେନ୍ ଟେଷ୍ଟର ପଞ୍ଚମ ଦିନର ପାଣିପାଗ ମିଜାଜ ବିଗିଡ଼ିପାରେ ଏବଂ ମିଳିଥିବା ଖବର ଅନୁଯାୟୀ ଆସନ୍ତାକାଲି ପ୍ରବଳ ବର୍ଷା ସହ ଝଡ଼ତୋଫାନର ଆଶଙ୍କା ରହିଛି। ପାଣିପାଗ ୱେବସାଇଟ୍ ମୁତାବକ, ବ୍ରିସବେନରେ ବର୍ଷାର ଆଶଙ୍କା ରହିଛି। ଚତୁର୍ଥ ଦିନର ଖେଳ ବର୍ଷା କାରଣରୁ ଶୀଘ୍ର ଶେଷ କରିବାକୁ ପଡ଼ିଛି ଏବଂ ଆଜି ରାତିସାରା ବର୍ଷା ହେବାର ସମ୍ଭାବନା ରହିଛି।

ୱେଦର୍ ଡଟ୍ କମର ରିପୋର୍ଟ ଅନୁଯାୟୀ, ବ୍ରିସବେନରେ ଆଜି ରାତି ୯ଟାରୁ ପ୍ରବଳ ବର୍ଷା ହେବ, ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ଆସନ୍ତାକାଲି ସକାଳ ୮ଟା ବେଳେ ମଧ୍ୟ ବର୍ଷା ହେବାର ଆଶଙ୍କା ରହିଛି। ଏଭଳି ସ୍ଥିତିରେ ବ୍ରିସବେନ୍ ଟେଷ୍ଟର ଶେଷ ଦିନର ଖେଳ ବିଳମ୍ବରେ ଆରମ୍ଭ ହୋଇପାରେ। ତେବେ ଖୁସିର କଥା ହେଉଛି ଆସନ୍ତାକାଲି ସକାଳ ୧୦ଟା ସୁଦ୍ଧା ବର୍ଷା ବନ୍ଦ ହୋଇଯିବ, କିନ୍ତୁ ଆକାଶରେ କଳା ବାଦଲ ରହିବ। ଏହା ପରେ ଅପରାହ୍ଣ ୩ଟା ବେଳେ ପାଗ ସମ୍ପୂର୍ଣ୍ଣ ଶୁଖିଲା ରହିବ। ତେଣୁ ଅଷ୍ଟ୍ରେଲିଆ ଟିମ୍ ବ୍ରିସବେନରେ ବର୍ଷା ନହେବା ପାଇଁ ପ୍ରାର୍ଥନା କରୁଥିବ। ଅନ୍ୟପଟେ ଟିମ୍ ଇଣ୍ଡିଆ ମଧ୍ୟ ଗାବାର କଷ୍ଟକର ପିଚରେ ପଞ୍ଚମ ଦିନରେ ପୂରା ବ୍ୟାଟିଂ କରିବାକୁ ଚାହୁଁନଥିବ।

ସୂଚନାଯୋଗ୍ୟ, ବ୍ରିସବେନ୍ ଟେଷ୍ଟର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ ୨ୟ ଇନିଂସରେ ୨୯୪ ରନ୍ କରି ଅଲଆଉଟ୍ ହୋଇଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୩୨୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ ଦିବସର ଖେଳ ଶେଷ ସୁଦ୍ଧା ବିନା ୱିକେଟ୍ ହରାଇ ୪ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story