ଏମ୍‌ସିଏ-ବିସିସିଆଇ ବିବାଦ: ଫଳ ଭୋଗିଲେ ମହିଳା କ୍ରିକେଟ୍‌ ଟିମ୍‌

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌(ଏମ୍‌ସିଏ) ଓ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ମହିଳା ଟି-୨୦ ଟିମ୍‌ର ବିଶ୍ୱକପ୍‌ ଅଭ୍ୟାସ ଅଟକି ଯାଇଛି। ବିସିସିଆଇ ମୁମ୍ବାଇର ୱାଙ୍ଖଡେଠାରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ୪ର୍ଥ ଦିନିକିଆକୁ ଅନ୍ୟତ୍ର ସ୍ଥାନାନ୍ତର କରିବାରୁ ହିଁ ବିବାଦର ସୂତ୍ରପାତ ହୋଇଥିଲା। ୱାଙ୍ଖଡେ ବଦଳରେ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ୪ର୍ଥ ଦିନିକିଆ ହେବ ବୋଲି ବିସିସିଆଇ କହିଛି। ବିସିସିଆଇର ଏହି ନିଷ୍ପତ୍ତି ଉପରେ କ୍ଷୁବ୍ଧ ହୋଇ ଏମ୍‌ସିଏ ୱାଙ୍ଖଡେ ମହିଳା ଦଳକୁ ଅଭ୍ୟାସ ପାଇଁ ଅନୁମତି […]

a

a

Hemant Lenka
  • Published: Wednesday, 17 October 2018
  • Updated: 17 October 2018, 08:58 PM IST

ମୁମ୍ବାଇ: ମୁମ୍ବାଇ କ୍ରିକେଟ୍‌ ଆସୋସିଏସନ୍‌(ଏମ୍‌ସିଏ) ଓ ବିସିସିଆଇ ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ମହିଳା ଟି-୨୦ ଟିମ୍‌ର ବିଶ୍ୱକପ୍‌ ଅଭ୍ୟାସ ଅଟକି ଯାଇଛି। ବିସିସିଆଇ ମୁମ୍ବାଇର ୱାଙ୍ଖଡେଠାରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ୪ର୍ଥ ଦିନିକିଆକୁ ଅନ୍ୟତ୍ର ସ୍ଥାନାନ୍ତର କରିବାରୁ ହିଁ ବିବାଦର ସୂତ୍ରପାତ ହୋଇଥିଲା। ୱାଙ୍ଖଡେ ବଦଳରେ ବ୍ରାବର୍ଣ୍ଣ ଷ୍ଟାଡିୟମ୍‌ରେ ୪ର୍ଥ ଦିନିକିଆ ହେବ ବୋଲି ବିସିସିଆଇ କହିଛି।

ବିସିସିଆଇର ଏହି ନିଷ୍ପତ୍ତି ଉପରେ କ୍ଷୁବ୍ଧ ହୋଇ ଏମ୍‌ସିଏ ୱାଙ୍ଖଡେ ମହିଳା ଦଳକୁ ଅଭ୍ୟାସ ପାଇଁ ଅନୁମତି ଦେଇନାହିଁ। ଫଳରେ ଆସନ୍ତା ୯ ତାରିଖରୁ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଅଭ୍ୟାସ୍‌ କରିପାରିନାହିଁ।

ଅନ୍ୟପକ୍ଷରେ ବିସିସିଆଇ ଅପ୍ରତ୍ୟାଶିତ ଭାବେ ୪ର୍ଥ ଦିନିକିଆକୁ ସ୍ଥାନାନ୍ତର କରିଥିବାରୁ ଏମ୍‌ସିଏ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ଏମ୍‌ସିଏର କହିବା କଥା ଭେନ୍ୟୁ ପରିବର୍ତ୍ତନ ହୋଇଥିଲେ ହେଁ ବୋର୍ଡ ପକ୍ଷରୁ ବିଧିବଦ୍ଧ ଏହା ଏମ୍‌ସିଏ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ନାହିଁ। ତେଣୁ ହାଇକୋର୍ଟ କୌଣସି ନିଷ୍ପତ୍ତି ନ ନେବା ଯାଏ, ଏମ୍‌ସିଏ ମହିଳା ଦଳକୁ ଅଭ୍ୟାସ୍‌ ପାଇଁ ଅନୁମତି ଦେଇପାରିବ ନାହିଁ ବୋଲି ଏହାର କର୍ତ୍ତୃପକ୍ଷ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story