ଟି-୨୦ ରେକର୍ଡ: ୧୪ ରନ୍‌ରେ ପୂରା ଟିମ୍‌ ଅଲଆଉଟ୍‌

ବ୍ୟାଙ୍କକ : ଟି-୨୦ ଭଳି ଫଟାଫଟ କ୍ରିକେଟ୍‌ରେ କେବେ କୌଣସି ଦଳ ମାତ୍ର ୧୪ ରନ୍‌ରେ ଅଲଆଉଟ୍‌ ହେବା ଶୁଣିଛନ୍ତି କି? ତେବେ ଏମିତି ଏକ ବିରଳ ରେକର୍ଡ ଟି-୨୦ର ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସୃଷ୍ଟି ହୋଇଛି। ଯେଉଁଠି ଗୋଟିଏ ଦଳ ପ୍ରଥମେ ୩ ୱିକେଟ୍‌ ହରାଇ ବିଶାଳ ୨୦୩ ରନ୍‌ କରିବା ପରେ ତା’ର ପ୍ରତିପକ୍ଷ ଟିମ୍‌ ମାତ୍ର ୧୪ ରନ୍‌ରେ ଅଲଆଉଟ୍‌ ହେବାର ରେକର୍ଡ କରିଛି। ଆମେ ଏଠାରେ ରବିବାର ରାତିରେ ବ୍ୟାଙ୍କକଠାରେ ଚୀନ୍‌ […]

sa

sa

Hemant Lenka
  • Published: Monday, 14 January 2019
  • Updated: 14 January 2019, 06:37 PM IST

Sports

Latest News

ବ୍ୟାଙ୍କକ : ଟି-୨୦ ଭଳି ଫଟାଫଟ କ୍ରିକେଟ୍‌ରେ କେବେ କୌଣସି ଦଳ ମାତ୍ର ୧୪ ରନ୍‌ରେ ଅଲଆଉଟ୍‌ ହେବା ଶୁଣିଛନ୍ତି କି? ତେବେ ଏମିତି ଏକ ବିରଳ ରେକର୍ଡ ଟି-୨୦ର ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସୃଷ୍ଟି ହୋଇଛି। ଯେଉଁଠି ଗୋଟିଏ ଦଳ ପ୍ରଥମେ ୩ ୱିକେଟ୍‌ ହରାଇ ବିଶାଳ ୨୦୩ ରନ୍‌ କରିବା ପରେ ତା’ର ପ୍ରତିପକ୍ଷ ଟିମ୍‌ ମାତ୍ର ୧୪ ରନ୍‌ରେ ଅଲଆଉଟ୍‌ ହେବାର ରେକର୍ଡ କରିଛି।

ଆମେ ଏଠାରେ ରବିବାର ରାତିରେ ବ୍ୟାଙ୍କକଠାରେ ଚୀନ୍‌ ଓ ୟୁଏଇ ମହିଳା ଦଳ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍‌ କଥା କହୁଛୁ। ୟୁଏଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୨୦୩ ରନ୍‌ କରିଥିଲା। ଏହାର ଜବାବରେ ଚୀନ୍‌ ମହିଳା ଦଳ ୧୦ ଓଭର୍‌ ମଧ୍ୟରେ ମାତ୍ର ୧୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଉଭୟ ରାଜନୀତି ଏବଂ ଅର୍ଥନୀତିରେ ବିଶ୍ୱର ଅନ୍ୟତମ ଶକ୍ତି ଭାବେ ଉଭା ହୋଇଥିବା ଚୀନ୍‌ରେ କ୍ରିକେଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେଉଥିଲେ ହେଁ ଏହାର ଜାତୀୟ ଦଳ କିନ୍ତୁ ଏଥିରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରୁ ନାହିଁ। ପୂର୍ବରୁ ଚୀନ୍‌ ପୁରୁଷ ଦଳ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ମାତ୍ର ୨୬ ରନ୍‌ କରି ଅଲଆଉଟ୍‌ ହୋଇ ରେକର୍ଡ ସୃଷ୍ଟି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story