ମୋବାଇଲ୍ ନେଟୱାର୍କ ସନ୍ଧାନରେ ଗଛରେ ଚଢ଼ିଲେ ଭାରତୀୟ ଅମ୍ପାୟାର୍‌

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନ୍ ସମୟରେ ସବୁ ଭାରତୀୟ ନିଜ ନିଜର ଘର ଭିତରେ ରହିଛନ୍ତି। ତେବେ କ୍ରିକେଟ୍ ମଇଦାନରେ ଶାନ୍ତସ୍ୱଭାବର ସହ ଚୌକା, ଛକା ଓ ଆଉଟ୍ ହେବାର ଇସାରା ଦେଉଥିବା ଆଇସିସି ଅମ୍ପାୟାର ଅନୀଲ ଚୌଧୁରୀ ମଧ୍ୟ ନିଜ ଗ୍ରାମରେ ଅଛନ୍ତି। ହେଲେ ଚୌଧୁରୀ ଏବେ ନିଜ ଗାଁରେ ଏକ ବଡ଼ ସମସ୍ୟାରେ ଫସି ଯାଇଛନ୍ତି। ଭାରତର ଶୀର୍ଷ କ୍ରିକେଟ୍ ଅମ୍ପାୟାରଙ୍କ ମଧ୍ୟରେ ସାମିଲ୍ ଚୌଧୁରୀ […]

anil

anil

Ranjit Kumar Jena
  • Published: Friday, 10 April 2020
  • Updated: 10 April 2020, 04:52 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ସାରା ଦେଶରେ ଲକଡାଉନ୍ ଜାରି ରହିଛି। ଏହି ଲକଡାଉନ୍ ସମୟରେ ସବୁ ଭାରତୀୟ ନିଜ ନିଜର ଘର ଭିତରେ ରହିଛନ୍ତି। ତେବେ କ୍ରିକେଟ୍ ମଇଦାନରେ ଶାନ୍ତସ୍ୱଭାବର ସହ ଚୌକା, ଛକା ଓ ଆଉଟ୍ ହେବାର ଇସାରା ଦେଉଥିବା ଆଇସିସି ଅମ୍ପାୟାର ଅନୀଲ ଚୌଧୁରୀ ମଧ୍ୟ ନିଜ ଗ୍ରାମରେ ଅଛନ୍ତି। ହେଲେ ଚୌଧୁରୀ ଏବେ ନିଜ ଗାଁରେ ଏକ ବଡ଼ ସମସ୍ୟାରେ ଫସି ଯାଇଛନ୍ତି।

ଭାରତର ଶୀର୍ଷ କ୍ରିକେଟ୍ ଅମ୍ପାୟାରଙ୍କ ମଧ୍ୟରେ ସାମିଲ୍ ଚୌଧୁରୀ କରୋନାଭାଇରସ୍ ଯୋଗୁ ଲକଡାଉନ୍ ସମୟରେ ଉତ୍ତର ପ୍ରଦେଶର ଶାମଲୀ ଜିଲ୍ଲାର ଡାଙ୍ଗରୋଲ୍ ଗାଁରେ ରହିବାକୁ ବାଧ୍ୟ ହୋଇଛନ୍ତି, ଯେଉଁଠାରେ ତାଙ୍କୁ ଖରାପ ନେଟୱାର୍କ କାରଣରୁ ଖୋଲା ଛାତରେ 'ଗୁଗଲୀ' ଓ 'ବାଉନ୍ସର'ର ସାମ୍ନା କରିବାକୁ ପଡୁଛି। ଚୌଧୁରୀଙ୍କୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁଥିବା ଦିନିକିଆ ସିରିଜରେ ଅମ୍ପାୟାରିଂ କରିବାର ଥିଲା, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ସିରିଜକୁ ସ୍ଥଗିତ କରିଦିଆଯାଇଛି। ଏହା ପରେ ସେ ମାର୍ଚ୍ଚ ୧୬ ତାରିଖରେ ନିଜ ଗାଁ'କୁ ଚାଲିଯାଇଥିଲେ।

ଏ ନେଇ ଚୌଧୁରୀ କହିଛନ୍ତି, ମୁଁ ମାର୍ଚ୍ଚ ୧୬ ତାରିଖରୁ ନିଜର ଦୁଇ ପୁଅ ସହ ଗାଁକୁ ଆସିଥିଲି। ମୁଁ ଦୀର୍ଘଦିନ ପରେ ଗାଁକୁ ଆସିଥିଲି, ତେଣୁ ମୁଁ ଏଠାରେ ଗୋଟିଏ ସପ୍ତାହ ରହିବାକୁ ନିଷ୍ପତ୍ତି ନେଇଥିଲି, କିନ୍ତୁ ଏହା ପରେ ଲକଡାଉନ୍ ଆରମ୍ଭ ହୋଇଥିଲା ଏବଂ ମୁଁ ବାହାରକୁ ବାହାରି ପାରୁନାହିଁ। ତେବେ ଏହି ଲକଡାଉନର ମୁଁ ସମ୍ପୂର୍ଣ୍ଣ ପାଳନ ମଧ୍ୟ କରୁଛି। କିନ୍ତୁ ମୋ ପତ୍ନୀ ଓ ମା' ଏବେ ଦିଲ୍ଲୀରେ ଅଛନ୍ତି।

ଏପର୍ଯ୍ୟନ୍ତ ୨୦ ଦିନିକିଆ ଓ ୨୮ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅମ୍ପାୟାରିଂ କରିସାରିଥିବା ଚୌଧୁରି ଗାଁରେ ସାମାଜିକ ଦୂରତ୍ୱ ବଜାୟ ରଖିବା ଏବଂ କୋଭିଡ୍‌-୧୯ ମହାମାରୀ ବିରୋଧରେ ସାଧାରଣ ଲୋକଙ୍କୁ ସଚେତନ କରାଉଛନ୍ତି, କିନ୍ତୁ ନେଟୱାର୍କ ସମସ୍ୟା ଯୋଗୁ ସେ ଆଇସିସିର ବିଭିନ୍ନ ଅନଲାଇନ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁନାହାନ୍ତି। ଏହାକୁ ନେଇ ଚୌଧରୁ କହିଛନ୍ତି, ଗାଁରେ ନେଟୱାର୍କ ସବୁଠାରୁ ବଡ଼ ସମସ୍ୟା। ଆମେ କାହା ସହ ଠିକ୍ ଭାବେ କଥା ହେଇ ପାରୁନୁ କି ଇଣ୍ଟରନେଟର ମଧ୍ୟ ବ୍ୟବହାର କରିପାରୁନୁ। ଏଥିପାଇଁ ଆମକୁ ଗାଁ ବାହାରକୁ କିମ୍ବା କୌଣସି ବଡ଼ ଛାତ ଉପରକୁ କିମ୍ବା ଗଛ ଉପରେ ଚଢ଼ିବାକୁ ପଡ଼ୁଛି। ଏପରିକି ସେହି ସ୍ଥାନ ଗୁଡ଼ିକରେ ମଧ୍ୟ ଠିକ୍ ଭାବେ ନେଟୱାର୍କ ଆସୁନାହିଁ।

ଆଇସିସି ପ୍ୟାନେଲର ଏହି ଅମ୍ପାୟାର ସୋଶାଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଗଛ ଉପରେ ଚଢ଼ି ଫୋନ୍ କରୁଥିବାର ଦେଖିବାକୁ ମିଳିଛି। ଚୌଧୁରୀ କହିଛନ୍ତି, ଏବେ ସବୁଠାରୁ ବଡ଼ ସମସ୍ୟା ହେଉଛି ପିଲାମାନଙ୍କର ଅନଲାଇନ୍ କ୍ଲାସ୍। ଦିଲ୍ଲୀ, ରୁଡକୀ, ଡେରାଡୁନ୍ ଭଳି ସହରରେ ଅଧ୍ୟୟନ କରୁଥିବା ପିଲାମାନେ ଅନଲାଇନ୍ କ୍ଲାସ୍ ନେଇପାରୁନାହାନ୍ତି। ମୋ ପୁଅ ହିନ୍ଦୁ କଲେଜରେ ଅଧ୍ୟୟନ କରୁଛି। ତାଙ୍କ କ୍ଲାସ୍ ଚାଲୁ ରହିଛି, କିନ୍ତୁ ଏଠାରେ ନେଟୱାର୍କ ନଥିବାରୁ ସେ ବାଧ୍ୟ ହୋଇ ଏହି କ୍ଲାସ୍ ନେଇପାରୁନି। ତେବେ ଏଠାରେ ଗତ ବର୍ଷେ ଏହି ସମସ୍ୟା ଜାରି ରହିଛି, ଯାହା ପ୍ରଭାବ ଏବେ ଲକଡାଉନରେ ପିଲାମାନଙ୍କର ପାଠପଢ଼ାରେ ପଡ଼ିଛି। ଆମ ଗାଁ ଦିଲ୍ଲୀଠାରୁ ମାତ୍ର ୮୫ କିମି ଦୂର ହୋଇଥିଲେ ହେଁ, ନେଟୱାର୍କ ସମସ୍ୟା ସମସ୍ତଙ୍କ ପାଇଁ ବଡ଼ ଚିନ୍ତାର ବିଷୟ।

ଚୌଧୁରୀ ମଧ୍ୟ ଏହି ସମସ୍ୟା ସମ୍ବନ୍ଧରେ ଗାଁର ମୁଖିଆଙ୍କୁ ଅବଗତ କରାଇଥିଲେ। ଗାଁର ମୁଖିଆ ଶାମଲୀର ଜିଲ୍ଲା ଅଧିକାରୀ ଜସଜିତ୍ କୌରଙ୍କୁ ଏ ସମ୍ବନ୍ଧରେ ଚିଠି ଲେଖି ଜଣାଇଥିଲେ, କିନ୍ତୁ ଏବେବି ଏହା ଉପରେ କୌଣସି ଆକ୍ସନ ନିଆଯାଇନାହିଁ। ଚୌଧୁରୀ କହିଛନ୍ତି, ଆମେ ୧୦ଦିନ ପୂର୍ବେ ଏହି ଚିଠି ଲେଖିଥିଲୁ, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ତରଫରୁ କୌଣସି ଜବାବ ମିଳିନାହିଁ। ଲକଡାଉନ୍ ସମୟରେ ମୁଁ ଲୋକଙ୍କୁ ଏକାଠି ନହେବାକୁ, ତାସ୍ ନଖେଳିବାକୁ ଏବଂ ସାବୁନରେ ନିୟମିତ ହାତ ଧୋଇବାକୁ ପରାମର୍ଶ ଦେଇଛି ଏବଂ ବଡ଼ କଥା ହେଉଛି ସମସ୍ତେ ମୋ କଥାକୁ ଗ୍ରହଣ କରୁଛନ୍ତି। ମୁଁ ମଧ୍ୟ ଏଠାକାର ଲୋକଙ୍କୁ କିଛି ମାସ୍କ ବାଣ୍ଟିଛି। ମୋ ଗାଁ ଲୋକେ ଏବେ ସାମାଜିକ ଦୂରତ୍ୱ କାଏମ ରଖିବାର ପୂର୍ଣ୍ଣ ପାଳନ କରୁଛନ୍ତି, ତାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story