୫୦ ମିଟର୍ ଦୂରତା ପାଇଁ ଅଭ୍ୟାସରୁ ବଞ୍ଚିତ ଏହି ଭାରତୀୟ ଆଥଲେଟ୍ସ

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ପୂରା ଦେଶରେ ଲକଡାଉନ୍ ଜାରି ରହିଛି। ପଟିଆଲାସ୍ଥିତ ଜାତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍‌) ଶିବିରରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସଙ୍କ ବ୍ୟତୀତ ଆଉ କିଛି ଆଥଲେଟ୍ ମଧ୍ୟ ରହୁଛନ୍ତି। ଏହିସବୁ ଆଥଲେଟ୍ସ କ୍ରୀଡ଼ାମନ୍ତ୍ରୀଙ୍କୁ ପରିସର ମଧ୍ୟରେ ଆଉଟଡୋର୍ ପ୍ରଶିକ୍ଷଣ ପାଇଁ ଅନୁମତି ମାଗିଛନ୍ତି। ଏନଆଇଏସ୍ ପଟିଆଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏହାକୁ ସମର୍ଥନ କରୁଥିବା ଜାତୀୟ ଆଥଲେଟିକ୍ସର ସହକାରୀ ମୁଖ୍ୟ କୋଚ୍ ରାଧାକ୍ରିଷ୍ଣା ନାୟର […]

hima

hima

Ranjit Kumar Jena
  • Published: Tuesday, 31 March 2020
  • Updated: 31 March 2020, 09:39 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ପୂରା ଦେଶରେ ଲକଡାଉନ୍ ଜାରି ରହିଛି। ପଟିଆଲାସ୍ଥିତ ଜାତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପୋର୍ଟ୍ସ (ଏନଆଇଏସ୍‌) ଶିବିରରେ ଭାରତର ଷ୍ଟାର୍ ସ୍ପ୍ରିଣ୍ଟର୍ ହିମା ଦାସଙ୍କ ବ୍ୟତୀତ ଆଉ କିଛି ଆଥଲେଟ୍ ମଧ୍ୟ ରହୁଛନ୍ତି। ଏହିସବୁ ଆଥଲେଟ୍ସ କ୍ରୀଡ଼ାମନ୍ତ୍ରୀଙ୍କୁ ପରିସର ମଧ୍ୟରେ ଆଉଟଡୋର୍ ପ୍ରଶିକ୍ଷଣ ପାଇଁ ଅନୁମତି ମାଗିଛନ୍ତି। ଏନଆଇଏସ୍ ପଟିଆଲାରେ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।

ଏହାକୁ ସମର୍ଥନ କରୁଥିବା ଜାତୀୟ ଆଥଲେଟିକ୍ସର ସହକାରୀ ମୁଖ୍ୟ କୋଚ୍ ରାଧାକ୍ରିଷ୍ଣା ନାୟର କହିଛନ୍ତି, "ହିମାଙ୍କ ନେତୃତ୍ୱରେ ଶିବିରରେ ସାମିଲ୍ ହୋଇଥିବା ଖେଳାଳିଙ୍କୁ ଆଗାମୀ ଦିନେ-ଦୁଇଦିନ ମଧ୍ୟରେ ମନ୍ତ୍ରାଳୟ ପକ୍ଷରୁ ଜବାବ ମିଳିବ ବୋଲି ଆମେ ଆଶାବାଦୀ। ହିମା ଓ ଅନ୍ୟ କିଛି ଆଥଲେଟ୍ସ କ୍ରୀଡ଼ାମନ୍ତ୍ରୀ କ୍ରୀଡ଼ାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଯେ ସେମାନଙ୍କୁ ଦିନରେ ଘଣ୍ଟେ କିମ୍ବା ଦୁଇ ଘଣ୍ଟା ପାଇଁ ଅଲଗା ଅଲଗା ସମୟରେ ଅଭ୍ୟାସ କରିବାକୁ ଅନୁମତି ପ୍ରଦାନ କରାଯାଉ, ଯଦ୍ଦ୍ୱାରା ସାମାଜିକ ଦୂରତ୍ୱ ମଧ୍ୟ ପାଳନ କରି ଅଭ୍ୟାସ କରାଯାଇପାରିବ।

ଯଦି ସେମାନଙ୍କୁ ଅଭ୍ୟାସ କରିବାକୁ ଅନୁମତି ନମିଳେ, ତାହେଲେ ସମସ୍ତଙ୍କୁ ଘରକୁ ପଠାଯାଉ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଘରକୁ ଯିବା ସମ୍ଭବ ନୁହେଁ, କାରଣ ଦେଶରେ ଲକଡାଉନ୍ ଜାରି ରହିଛି ଏବଂ ପ୍ରଧାନମନ୍ତ୍ରୀ କହିଛନ୍ତି, ଯିଏ ଯେଉଁଠି ଅଛି ସେହିଠାରେ ରହିବା ଦରକାର। ନାୟର୍ ଆହୁରି କହିଛନ୍ତି, ମୋ ସହ ଅନ୍ୟ କୋଚମାନେ ମଧ୍ୟ ଏହି ବିଚାରକୁ ସମର୍ଥନ କରିଛନ୍ତି, କାରଣ ଏହି ଶିବିରରେ ସାମିଲ୍ କୌଣସି ଖେଳାଳିଙ୍କ ପାଖରେ କରୋନାର ସଙ୍କଟ ନାହିଁ।

ଜଣେ ଶୀର୍ଷ କୋଚ୍ କହିଛନ୍ତି, "ଏନଆଇଏସରେ ଆମ ସହ ୪୧ଜଣ ଆଥଲେଟ୍ସ ଅଛନ୍ତି ଏବଂ ଖେଳାଳିମାନଙ୍କ ହଷ୍ଟେଲରୁ ଟ୍ରାକ୍ ଆଣ୍ଡ ଫିଲ୍ଡର ଦୂରତା ମାତ୍ର ୫୦ ମିଟର୍ ରହିଛି। ଆମେ ଅଳ୍ପ ସଂଖ୍ୟକ ଗ୍ରୁପରେ ପର୍ଯ୍ୟାୟକ୍ରମେ ଅତିକମରେ ଘଣ୍ଟାଏ କିମ୍ବା ଦୁଇ ଘଣ୍ଟା ଅଭ୍ୟାସ କରିବାକୁ ଚାହୁଁଛୁ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story