ଏଫଆଇଏଚ୍ ପ୍ରୋ ଲିଗ୍‌: ଭାରତ-ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ବାତିଲ୍‌

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ଆସନ୍ତାମାସରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁଥିବା ଏଫଆଇଏଚ୍ ପ୍ରୋ ଲିଗର ମ୍ୟାଚକୁ ବାତିଲ୍ କରିଦିଆଯାଇଛି। କରୋନାଭାଇରସ୍ ଯୋଗୁ ବିଦେଶ ଯାତାୟତ ଉପରେ କଟକଣା ଲାଗିଥିବାରୁ ନ୍ୟୁଜିଲ୍ୟାଣ୍ଡ୍ ପୁରୁଷ ହକି ଟିମ୍ ଏସିଆ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ମନା କରିଦେଇଛି। ଏହି ମ୍ୟାଚ୍ ମେ’ ୨୩ ଓ ୨୪ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥାନ୍ତା। ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ମଧ୍ୟ ତା’ର ଚାଇନା ଗସ୍ତକୁ ମଧ୍ୟ ବାତିଲ୍ କରିଛି। ଏ ନେଇ […]

hockey

hockey

Ranjit Kumar Jena
  • Published: Friday, 10 April 2020
  • Updated: 10 April 2020, 08:50 PM IST

Sports

Latest News

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ଯୋଗୁ ଆସନ୍ତାମାସରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁଥିବା ଏଫଆଇଏଚ୍ ପ୍ରୋ ଲିଗର ମ୍ୟାଚକୁ ବାତିଲ୍ କରିଦିଆଯାଇଛି। କରୋନାଭାଇରସ୍ ଯୋଗୁ ବିଦେଶ ଯାତାୟତ ଉପରେ କଟକଣା ଲାଗିଥିବାରୁ ନ୍ୟୁଜିଲ୍ୟାଣ୍ଡ୍ ପୁରୁଷ ହକି ଟିମ୍ ଏସିଆ ପର୍ଯ୍ୟାୟ ମ୍ୟାଚ୍ ଖେଳିବାକୁ ମନା କରିଦେଇଛି। ଏହି ମ୍ୟାଚ୍ ମେ' ୨୩ ଓ ୨୪ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥାନ୍ତା। ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ମଧ୍ୟ ତା'ର ଚାଇନା ଗସ୍ତକୁ ମଧ୍ୟ ବାତିଲ୍ କରିଛି।

ଏ ନେଇ ହକି ନ୍ୟୁଜିଲ୍ୟାଣ୍ଡର ମୁଖ୍ୟ କାର୍ଯ୍ୟକାର ଇଆନ୍ ଫ୍ରାନ୍ସିସ୍ କହିଛନ୍ତି, "ନ୍ୟୁଜିଲ୍ୟାଣ୍ଡ୍ ସରକାରଙ୍କ ଯାତାୟତ କଟକଣା ଏବଂ ସରକାରୀ ଲକଡାଉନକୁ ଆଖି ଆଗରେ ରଖି ଆମେ ଏସିଆ ଗସ୍ତ ବାତିଲ୍ କରିଛୁ। ଖେଳାଳିମାନଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଆମ ପାଇଁ ମୁଖ୍ୟ ପ୍ରାଥମିକତା। ଏଥିପାଇଁ ଆମେ ଚାଇନା (ମହିଳା ଟିମ୍‌) ଗସ୍ତ ଏବଂ ଭାରତ (ପୁରୁଷ ଟିମ୍‌) ଗସ୍ତ ବାତିଲ କରିବାକୁ ନିଷ୍ପତ୍ତି ନେଇଛୁ।"

କିଛିଦିନ ତଳେ ଅନ୍ତର୍ଜାତୀୟ ହକି ଫେଡେରେସନ୍ (ଏଫଆଇଏଚ୍‌) ଆଗାମୀ ଜୁଲାଇ-ଅଗଷ୍ଟ ମାସ ପର୍ଯ୍ୟନ୍ତ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବାକୁ ନିଷ୍ପତ୍ତି ନେଇଥିଲା, ଯାହାର ପ୍ରଭାବରେ ନ୍ୟୁଜିଲ୍ୟାଣ୍ଡ୍ ଆଜି ଏହି ଘୋଷଣା କରିଛି। ଏଫଆଇଏଚ୍ ପ୍ରୋ ଲିଗର ଦ୍ୱିତୀୟ ସଂସ୍କରଣରେ ପଦାର୍ପଣ କରିଥିବା ଭାରତର ପ୍ରଦର୍ଶନ ଜବରଦସ୍ତ ରହିଆସିଛି। ଭାରତ ବର୍ତ୍ତମାନ ପଏଣ୍ଟ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି।

ଭାରତ ତା'ର ପ୍ରଥମ ଦୁଇଟି ମ୍ୟାଚରେ ନେଦରଲ୍ୟାଣ୍ଡକୁ ହରାଇଥିଲା। ଏହା ପରେ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏ ବିଜୟ ଓ ପରାଜୟବରଣ କରିଥିଲା। ପଏଣ୍ଟ ତାଲିକାରେ ବେଲଜିୟମ ୧୪ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଦ୍ୱିତୀୟ, ନେଦରଲ୍ୟାଣ୍ଡ୍ ତୃତୀୟ ଏବଂ ଭାରତ ଚତୁର୍ଥ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story