୮୦ଲକ୍ଷ ଟଙ୍କା ଦାନ କଲେ 'ହିଟମ୍ୟାନ୍‌'

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପୂରା ଦେଶ ଏକଜୁଟ୍ ହୋଇଛି। ଏହି ମହାମାରୀ ପାଇଁ ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦେଶର କ୍ରୀଡ଼ାବିତ୍ ଯଥାସମ୍ଭବ ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏହି ସହାୟତାରେ ନିଜକୁ ସାମିଲ୍ କରିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ୮୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ୮୦ଲକ୍ଷ ଟଙ୍କା ମଧ୍ୟରୁ ରୋହିତ୍ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୪୫ ଲକ୍ଷ, ମୁଖ୍ୟମନ୍ତ୍ରୀ […]

rohit

rohit

Ranjit Kumar Jena
  • Published: Tuesday, 31 March 2020
  • Updated: 31 March 2020, 08:59 PM IST

Sports

Latest News

ମୁମ୍ବାଇ: କରୋନାଭାଇରସ୍ ବିରୋଧରେ ଲଢ଼େଇ ପାଇଁ ପୂରା ଦେଶ ଏକଜୁଟ୍ ହୋଇଛି। ଏହି ମହାମାରୀ ପାଇଁ ବଲିଉଡ୍ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଦେଶର କ୍ରୀଡ଼ାବିତ୍ ଯଥାସମ୍ଭବ ସହାୟତାର ହାତ ବଢ଼ାଇଛନ୍ତି। ଏବେ ଏହି ସହାୟତାରେ ନିଜକୁ ସାମିଲ୍ କରିଛନ୍ତି ହିଟମ୍ୟାନ୍ ରୋହିତ୍ ଶର୍ମା। ଭାରତର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ୮୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ଏହି ୮୦ଲକ୍ଷ ଟଙ୍କା ମଧ୍ୟରୁ ରୋହିତ୍ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୪୫ ଲକ୍ଷ, ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ୨୫ ଲକ୍ଷ, ଫିଡିଙ୍ଗ୍ ଇଣ୍ଡିଆ ଏବଂ ୱେଲଫେୟାର୍ ଅଫ୍ ଷ୍ଟ୍ରେ ଡଗ୍ସ ପାଇଁ ୫ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ସହାୟତାର ହାତ ବଢ଼ାଇବାକୁ ଘୋଷଣା କରିଥିଲେ।

ଅନ୍ୟ କ୍ରୀଡ଼ାବିତଙ୍କ ମଧ୍ୟରେ ପୂର୍ବତନ କ୍ୟାପଟେନ୍ ସୌରଭ ଗାଙ୍ଗୁଲି ଓ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଥିବା ବେଳେ ୱାର୍ଲ୍ଡ ବ୍ୟାଡମିଣ୍ଟନ୍ ଚାମ୍ପିୟନ୍ ପିଭି ସିନ୍ଧୁ ୧୦ଲକ୍ଷ ଟଙ୍କା ଦାନ କରିଥିଲେ। ରେସଲର୍ ବଜରଙ୍ଗ ପୁନିଆ ନିଜର ୬ମାସର ଦରମା ହରିୟାଣା ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିଥିବା ବେଳେ କ୍ରିକେଟର୍ ସୁରେଶ ରାଇନା ୫୨ଲକ୍ଷ ଏବଂ କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ୫୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story