କ୍ୟାପ୍ଟେନ୍ସିର ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରିଲେ ପନ୍ତ, ଟିମ୍‌ ଇଣ୍ଡିଆର ବ୍ୟାଟିଂ

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳିଛନ୍ତି ଯୁବ ତାରକା ଋଷଭ ପନ୍ତ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଟିମ୍‌ ଇଣ୍ଡିଆ ଦିଲ୍ଲୀରେ ପ୍ରଥମେ ବ୍ୟାଟିଂ କରିବ। ଆଜିର ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଚୂଡ଼ାନ୍ତ ଏକାଦଶକୁ କମ ବ୍ୟାକ୍‌ […]

Pant

Pant

Hemant Lenka
  • Published: Thursday, 09 June 2022
  • Updated: 09 June 2022, 09:15 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଛି ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌। ପ୍ରଥମଥର ପାଇଁ ଭାରତର କମାଣ ସମ୍ଭାଳିଛନ୍ତି ଯୁବ ତାରକା ଋଷଭ ପନ୍ତ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଟିମ୍‌ ଇଣ୍ଡିଆ ଦିଲ୍ଲୀରେ ପ୍ରଥମେ ବ୍ୟାଟିଂ କରିବ।

ଆଜିର ମ୍ୟାଚ୍‌ରେ ଦୀନେଶ କାର୍ତ୍ତିକ ଚୂଡ଼ାନ୍ତ ଏକାଦଶକୁ କମ ବ୍ୟାକ୍‌ କରିଛନ୍ତି। ସେହିପରି କେଏଲ ରାହୁଲଙ୍କ ଅନୁପସ୍ଥିତିରେ ଈଶାନ କିଶନ ଓ ଋତୁରାଜ ଗାଏକ୍ୱାଡ ଇନିଂସ ଆରମ୍ଭ କରିବେ। ଭାରତୀୟ ଟିମ୍‌ରେ କୌଣସି ବରିଷ୍ଠ ଖେଳାଳି ନାହାନ୍ତି। ଯୁବ ବାହିନୀ ସହ ପନ୍ତ ଦକ୍ଷିଣ ଆଫ୍ରିକା ସିରିଜ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛନ୍ତି। ଟିମ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ୟୁଜବେନ୍ଦର ଚହଲ ରହିଛନ୍ତି। ସେହିପରି ସ୍ପିନ ଅଲରାଉଣ୍ଡର ଭାବେ ଅକ୍ଷର ପଟେଲ ରହିଥିବା ବେଳେ ଦ୍ରୁତ ବୋଲିଂର ମଙ୍ଗ ହର୍ଷଲ ପଟେଲ ଓ ଆଭେଶ ଖାନଙ୍କ ସମ୍ଭାଳିବେ। ମଧ୍ୟକ୍ରମରେ ଶ୍ରେୟସ ଆୟର ବ୍ୟାଟିଂ କରିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ରେ ରାହୁଲଙ୍କୁ କ୍ୟାପ୍ଟେନ୍ସି ଦାୟିତ୍ୱ ମିଳିଥିଲା। କିନ୍ତୁ ସେ ଆହତ ହେବାରୁ ବୁଧବାର ହିଁ ପନ୍ତ ଟିମ୍‌ ଇଣ୍ଡିଆର କ୍ୟାପ୍ଟେନ୍ସି ଦାୟିତ୍ୱ ପାଇଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ବଡ଼ ଝଟକା ଲାଗିଛି। ପ୍ରଥମ ମ୍ୟାଚ୍‌ ପୂର୍ବରୁ ଦଳର ନିୟମିତ ସଦସ୍ୟ ଏଡେନ ମାର୍କମ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେଣୁ ସେ ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକା ପାଇଁ ଡେବ୍ୟୁ କରୁଛନ୍ତି ତ୍ରିସ୍ତାନ ଷ୍ଟବ୍ସ। ଏହାବାଦ ଦଳରେ କ୍ୱିଣ୍ଟନ ଡି’କକ, ରାସି ଭାନ ଡେର ଡୁସେନ, ଆଇପିଏଲ ହିରୋ ଡାଭିଡ ମିଲର, ୱେନ ପାର୍ଣ୍ଣେଲ, ଡ୍ୱେନ୍ ପ୍ରିଟୋରିୟସ, କେଶବ ମହାରାଜ, ତାବରେଜ୍ ଶାମସି, କାଗିସୋ ରବାଡା ଓ ଅନରିଚ ନୋର୍ଖିୟା ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story