ନୂଆ ଇନିଂସ ଆରମ୍ଭ କରିବେ ସୌରଭ ଗାଙ୍ଗୁଲି, ଟ୍ୱିଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ନୂଆ ଇନିଂସ ଆରମ୍ଭ କରିବେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ଆଜି ସେ ଟ୍ୱିଟ କରି ଏପରି ସୂଚନା ଦେଇଛନ୍ତି। ଦାଦା ଆଜି ଗୋଟିଏ ଅଜବ ଟ୍ୱିଟ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗାଙ୍ଗୁଲି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବାରୁ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା କଥା କିଛି ଗଣମାଧ୍ୟମ ପ୍ରକାଶ କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ବିସିସିଆଇ ସମ୍ପାଦକ ଜୟ ଶାହ ଏହାକୁ ଖଣ୍ଡନ କରିଛନ୍ତି। ଗାଙ୍ଗୁଲି […]

sourav-ganguly

sourav-ganguly

Hemant Lenka
  • Published: Wednesday, 01 June 2022
  • Updated: 01 June 2022, 10:35 PM IST

Sports

Latest News

ନୂଆଦିଲ୍ଲୀ: ନୂଆ ଇନିଂସ ଆରମ୍ଭ କରିବେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି। ଆଜି ସେ ଟ୍ୱିଟ କରି ଏପରି ସୂଚନା ଦେଇଛନ୍ତି। ଦାଦା ଆଜି ଗୋଟିଏ ଅଜବ ଟ୍ୱିଟ କରିବା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗାଙ୍ଗୁଲି ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଥିବାରୁ ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇଥିବା କଥା କିଛି ଗଣମାଧ୍ୟମ ପ୍ରକାଶ କରିଥିଲେ। ହେଲେ ପରବର୍ତ୍ତୀ ଅବସ୍ଥାରେ ବିସିସିଆଇ ସମ୍ପାଦକ ଜୟ ଶାହ ଏହାକୁ ଖଣ୍ଡନ କରିଛନ୍ତି। ଗାଙ୍ଗୁଲି କୌଣସି ପ୍ରକାରର ଇସ୍ତଫା ଦେଇ ନଥିବା ଶ୍ରୀ ଶାହ କହିଛନ୍ତି।

ସେହିପରି ଗାଙ୍ଗୁଲି ନିଜେ ମଧ୍ୟ ଏହି ଇସ୍ତଫା ଖବରକୁ ଖଣ୍ଡନ କରିଛନ୍ତି। ଦାଦା ଭାବେ ପରିଚିତ ଗାଙ୍ଗୁଲି ବିଶ୍ୱସ୍ତରରେ ଗୋଟିଏ ନୂଆ ଏଡୁକେସନ ଆପ୍‌ ଆରମ୍ଭ କରିବେ। ଏନେଇ ସେ ଲୋକଙ୍କ ସମର୍ଥନ ଲୋଡ଼ିଛନ୍ତି।

ଦାଦା ଆଜି ଟ୍ୱିଟ କରି କହିଥିଲେ, “୧୯୯୨ରେ ମୁଁ ଆରମ୍ଭ କରିଥିବା କ୍ରିକେଟ କ୍ୟାରିୟରକୁ ୨୦୨୨ରେ ୩୦ ବର୍ଷ ପୂରିଛି। ଆରମ୍ଭରୁ କ୍ରିକେଟ ମୋତେ ବହୁତ କିଛି ଦେଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କ୍ରିକେଟ ଯୋଗୁ ଆପଣମାନଙ୍କ ସମର୍ଥନ ମିଳିଛି। ଏହି ଯାତ୍ରାରେ ସାମିଲ ଥିବା ପ୍ରତିଟି ଲୋକଙ୍କୁ ମୁଁ ଧନ୍ୟବାଦ ଜଣାଉଛି। ଆଜି ମୁଁ ଯେଉଁଠି ବି ପହଞ୍ଚିଛି, ସବୁ କିଛି ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ସମ୍ଭବ ହୋଇ ପାରିଛି। ଆଜି ମୁଁ କିଛି ଅଲଗା ଯୋଜନା ଆରମ୍ଭ କରିବାକୁ ଯାଉଛି, ଯେଉଁଥିରେ ସମ୍ଭବତଃ ବହୁତ ଲୋକଙ୍କ ଉପକାର ହେବ। ମୋର ଆଶା ଅଛି ଯେ ମୁଁ ପ୍ରବେଶ କରିବାକୁ ଯାଉଥିବା ମୋ ଜୀବନର ନୂଆ ଅଧ୍ୟାୟରେ ଆପଣଙ୍କ ସମର୍ଥନ ଜାରି ରହିବ।”

ସୂଚନାଯୋଗ୍ୟ, କିଛି ଦିନ ତଳେ ଦାଦା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସହ ଡିନର କରିଥିଲେ। ସେବେଠାରୁ ସେ ରାଜନୀତିରେ ପାଦ ଥାପିବେ ବୋଲି ଚର୍ଚ୍ଚା ଲାଗି ରହିଛି। କିନ୍ତୁ ଗାଙ୍ଗୁଲି ଏଯାଏ ରାଜନୀତିରେ ପାଦ ଦେଉ ନଥିବା କହି ଆସିଛନ୍ତି। ହେଲେ ଆଜି ତାଙ୍କ ଟ୍ୱିଟ ନୂଆ ସମୀକରଣ ସୃଷ୍ଟି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story