YoYo ଟେଷ୍ଟ ବାଧ୍ୟତାମୂଳକ କରିଛି ବିସିସିଆଇ, କିନ୍ତୁ ଏହା ଅତନ୍ତ ଜରୁରୀ କି?

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ କ୍ରିକେଟରଙ୍କ YoYo ଟେଷ୍ଟ। ଟିମରେ ଚୟନ ପାଇଁ ଏହି ଟେଷ୍ଟକୁ ବାଧ୍ୟତାମୂଳକ କରିଛି ବିସିସିଆଇ। କିନ୍ତୁ ସତରେ କ’ଣ ଜଣେ କ୍ରିକେଟରଙ୍କ ଫିଟନେସକୁ ଜାଣିବା ପାଇଁ ଏହି ବିବାଦୀୟ ଟେଷ୍ଟ ଜରୁରୀ? YoYo ଟେଷ୍ଟରେ ଫେଲ ହେଉଥିବା ଖେଳାଳି କ୍ରିକେଟ କରିବାକୁ ଫିଟ ନୁହନ୍ତି? ସବୁ କ୍ରିକେଟର କ’ଣ YoYo ଟେଷ୍ଟର ସମ୍ମୁଖୀନ ହେବା ଜରୁରୀ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି। ବିସିସିଆଇ ନିକଟରେ ଘୋଷଣା କରିଛି ଯେ ଚୟନ ପାଇଁ ମୁଖ୍ୟ […]

India

India

Hemant Lenka
  • Published: Monday, 09 January 2023
  • Updated: 09 January 2023, 04:26 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ କ୍ରିକେଟରଙ୍କ YoYo ଟେଷ୍ଟ। ଟିମରେ ଚୟନ ପାଇଁ ଏହି ଟେଷ୍ଟକୁ ବାଧ୍ୟତାମୂଳକ କରିଛି ବିସିସିଆଇ। କିନ୍ତୁ ସତରେ କ’ଣ ଜଣେ କ୍ରିକେଟରଙ୍କ ଫିଟନେସକୁ ଜାଣିବା ପାଇଁ ଏହି ବିବାଦୀୟ ଟେଷ୍ଟ ଜରୁରୀ? YoYo ଟେଷ୍ଟରେ ଫେଲ ହେଉଥିବା ଖେଳାଳି କ୍ରିକେଟ କରିବାକୁ ଫିଟ ନୁହନ୍ତି? ସବୁ କ୍ରିକେଟର କ’ଣ YoYo ଟେଷ୍ଟର ସମ୍ମୁଖୀନ ହେବା ଜରୁରୀ ବୋଲି ପ୍ରଶ୍ନ ଉଠିବାରେ ଲାଗିଛି।

ବିସିସିଆଇ ନିକଟରେ ଘୋଷଣା କରିଛି ଯେ ଚୟନ ପାଇଁ ମୁଖ୍ୟ ବିଷୟ ହେଲା YoYo ଟେଷ୍ଟ। ଏଥିସହ ଡେକ୍ସା ମଧ୍ୟ ବିସିସିଆଇ ସର୍ତ୍ତ ରଖିଛି। ଏଥିରେ ପାସ୍‌ ହେଉଥିବା ଖେଳାଳିଙ୍କ ନାଁ ଭାରତୀୟ ଟିମ ଚୟନ ବେଳେ ବିଚାରକୁ ନିଆଯିବ। YoYo ଟେଷ୍ଟ ପ୍ରଥମେ ବିରାଟ କୋହଲି ଓ ରବି ଶାସ୍ତ୍ରୀଙ୍କ ସମୟରେ ଲାଗୁ କରାଯାଇଥିଲା। ସେମାନେ ଖେଳାଳିଙ୍କ ଫିଟନେସକୁ ନୂଆ ସ୍ତରକୁ ନେବାକୁ ଚାହୁଁଥିଲେ। ଏହି କଷ୍ଟଦାୟକ ଟେଷ୍ଟ ଯୋଗୁ ଅନେକ ଖେଳାଳି ଭାରତୀୟ ଟିମକୁ ଚୟନ ହୋଇପାରି ନାହାନ୍ତି।

ସେମାନଙ୍କର ଫର୍ମ ଥିଲେ ମଧ୍ୟ ବିସିସିଆଇ କାହାକୁ ବି ଚୟନ କରି ନଥିଲା। ଏବେ ଏହା ପୁଣି ଲାଗୁ ହୋଇଥିବାର ବିବାଦ ଦେଖାଦେଇଛି। କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ମଧ୍ୟ YoYo ଟେଷ୍ଟକୁ ବିରୋଧ କରିଛନ୍ତି। ଫିଟନେସ ହେଉଛି ଜଣଙ୍କର ବ୍ୟକ୍ତିଗତ ପ୍ରସଙ୍ଗ। ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ଫିଟନେସ ନିୟମ ଲାଗୁ କରିବା ଠିକ ନୁହେଁ। ସ୍ପିନରଙ୍କ ତୁଳନାରେ ଦ୍ରୁତ ବୋଲରମାନଙ୍କର ଅଲଗା ସ୍ତରର ଫିଟନେସ ଆବଶ୍ୟକ।

ୱିକେଟ କିପରମାନଙ୍କୁ ଆଉ ଟିକିଏ କଠିନ ଫିଟନେସ ବ୍ୟବସ୍ଥା ଦରକାର। ବ୍ୟାଟରମାନେ ଅଲଗା ଫିଟନେସ ଟେଷ୍ଟର ସମ୍ମୁଖୀନ ହେବା ଉଚିତ। ତେଣୁ ବିସିସିଆଇ ସବୁ ଖେଳାଳିଙ୍କ ପାଇଁ ଗୋଟିଏ ପାରାମିଟର ରଖିଛି। ଖେଳାଳିଙ୍କ ସ୍ପେଶାଲିଟି ଅନୁସାରେ ଫିଟନେସ ବ୍ୟବସ୍ଥା ହୋଇନି। କ୍ରିକେଟ ଖେଳିବା ପାଇଁ ଆବଶ୍ୟକ ଫିଟନେସକୁ ହିଁ ସମସ୍ତେ ଗୁରୁତ୍ୱ ଦେବା କଥା। ଏହାର ଅର୍ଥ ନୁହେଁ ଯେ ସମସ୍ତ YO YO ଟେଷ୍ଟର ସମ୍ମୁଖୀନ ହେବେ।

ହଁ, ଏଇଟା ବି ସତ ଯେ ଏହି ସବୁ ଫିଟନେସ ଟେଷ୍ଟ ଗଣମାଧ୍ୟମ ଉପସ୍ଥିତିରେ କଲେ ସମସ୍ତେ ଜାଣିବାକୁ ସକ୍ଷମ ହୁଅନ୍ତେ। ଏତିକି ବେଳେ ଆମେ ସମସ୍ତେ ଜାଣପାରନ୍ତୁ ଯେ କେଉଁ ଖେଳାଳି YoYo ଓ ଆଉ କିଏ ନୋନୋ। କେବଳ YoYo ଟେଷ୍ଟ କଥା କହି ପରାଦ ପଛ ପଟେ ସବୁ କିଛି କଲେ କିଛି ଲାଭ ନାହିଁ ବୋଲି ସୁନୀଲ ଗାଭାସ୍କର କହିଛନ୍ତି।

ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟିରେ କୌଣସି ମେଡିକାଲ ବିଶେଷଜ୍ଞ ନଥିବାରୁ ଗାଭାସ୍କର ପ୍ରଶ୍ନ ଉଠାଇଛନ୍ତି। ଚୟନ କମିଟି ପାଇଁ ସିଏସି କେବଳ ଇଣ୍ଟରଭ୍ୟୁ କରିଥିଲା। ଏହି ସମୟରେ ମେଡିକାଲ ବିଶେଷଜ୍ଞ ଉପରେ ଗୁରୁତ୍ୱ ଦିଆଯାଇନି। ଯଦି ଖେଳାଳି ଚୟନ ପାଇଁ ଫିଟନେସକୁ ମୁଖ୍ୟ ପ୍ରସଙ୍ଗ କରାଯାଉଛି, ତା’ହେଲେ ଚୟନ କମିଟିରେ ପୂର୍ବତନ କ୍ରିକେଟରଙ୍କ ଅପେକ୍ଷା ମେଡିକାଲ ବିଶେଷଜ୍ଞ ରହିବା ଜୁରୁରୀ। ସେହିପରି ଗୋଟିଏ ସ୍ଥାନ ପାଇଁ ୨ ଖେଳାଳିଙ୍କ ମଧ୍ୟରୁ ଜଣଙ୍କୁ ବାଛିବାରେ ମେଡିକାଲ ଟିମ ସହାୟତା କରିପାରି ଥାଆନ୍ତା। କାରଣ ସେମାନଙ୍କ ମଧ୍ୟରୁ କାହାର ଫିଟନେସ ଭଲ ମେଡିକାଲ ଟିମ ଜାଣି ପାରିଥାଆନ୍ତ। ତେଣିକି ତାଙ୍କର ଫର୍ମ ଥାଉ କି ନ ଥାଉ, ସେଥିରେ କିଛି ବି ଫରକ ପଡ଼େ ନାହିଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story