ପାଣ୍ଡ୍ୟାଙ୍କ ବିପକ୍ଷରେ ଟସ୍‌ ଜିତିଲେ ପନ୍ତ

ପୁଣେ: ଚଳିତ ଆଇପିଏଲର ୧୦ମ ମ୍ୟାଚ୍‌ରେ ଦୁଇ ଯବୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ମୁହାଁମୁହିଁ ହେଉଛନ୍ତି। ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର କମାଣ ସମ୍ଭାଳୁଥିବା ବେଳେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଏହି ମ୍ୟାଚ୍‌ରେ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପାଣ୍ଡ୍ୟାଙ୍କ ଗୁଜରାଟ ପ୍ରଥମେ ବ୍ୟାଟିଂ କରିବ। ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଶେଷ ମୁହୂର୍ତ୍ତରେ ଜିତିଥିଲେ। ମଧ୍ୟକ୍ରମ ଜବରଦସ୍ତ ବ୍ୟାଟିଂ କରିବାରୁ ଉଭୟ […]

delhi

delhi

Hemant Lenka
  • Published: Saturday, 02 April 2022
  • Updated: 02 April 2022, 07:12 PM IST

ପୁଣେ: ଚଳିତ ଆଇପିଏଲର ୧୦ମ ମ୍ୟାଚ୍‌ରେ ଦୁଇ ଯବୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଓ ଋଷଭ ପନ୍ତ ମୁହାଁମୁହିଁ ହେଉଛନ୍ତି। ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର କମାଣ ସମ୍ଭାଳୁଥିବା ବେଳେ ପନ୍ତ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ। ଏହି ମ୍ୟାଚ୍‌ରେ ପନ୍ତ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ପାଣ୍ଡ୍ୟାଙ୍କ ଗୁଜରାଟ ପ୍ରଥମେ ବ୍ୟାଟିଂ କରିବ।

ଉଭୟ ଦଳ ସେମାନଙ୍କ ପ୍ରଥମ ମ୍ୟାଚ୍‌ ଶେଷ ମୁହୂର୍ତ୍ତରେ ଜିତିଥିଲେ। ମଧ୍ୟକ୍ରମ ଜବରଦସ୍ତ ବ୍ୟାଟିଂ କରିବାରୁ ଉଭୟ ଦଳଙ୍କୁ ଏପରି ସଫଳତା ମିଳିଥିଲା। ଗୁଜରାଟ ତା’ର ପ୍ରଥମ ମ୍ୟାଚ୍‌ରେ ଲକ୍ଷ୍ନୌକୁ ହରାଇଥିଲା। ସେହିପରି ଅକ୍ଷର ପଟେଲ ଓ ଲଳିତ ଯାଦବଙ୍କ ଦମ ବଳରେ ଦିଲ୍ଲୀ ଶକ୍ତିଶାଳୀ ମୁମ୍ବାଇକୁ ହରାଇବାକୁ ସକ୍ଷମ ହୋଇଥିଲା।

ତେଣୁ ଆଜି କିଏ ନିଜର ବିଜୟ ଧାରା ଜାରି ରଖିପାରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କମଲେଶ ନାଗରକୋଟିଙ୍କ ବଦଳରେ ବାଂଲାଦେଶର ଦ୍ରୁତ ବୋଲୀ ମୁସ୍ତାଫିଜୁର ରହମାନ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ତେବେ ଗୁଜରାଟ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନି।

ଦିଲ୍ଲୀ ତା’ର ପ୍ରଥମ ମ୍ୟାଚ୍‌ରେ ମାତ୍ର ଦୁଇ ଜଣ ବିଦେଶ ଖେଳାଳି ଟିମ ସେଇଫର୍ଟ ଓ ରୋଭମାନ ପାୱେଲଙ୍କୁ ଖେଳାଇ ଥିଲା। ଆଜି ୩ୟ ବିଦେଶୀ ଖେଳାଳି ଭାବେ ମୁସ୍ତାଫିଜୁର ଆଜିର ମ୍ୟାଚ୍‌ ଖେଳୁଛନ୍ତି। ଟିମରେ ପୃଥ୍ୱୀ ଶ’,ମନଦୀପ ସିଂହ, ଋଷଭ ପନ୍ତ, ଲଳିତ ଯାଦବ, ଅକ୍ଷର ପଟେଲ, ଶାର୍ଦୁଲ ଠାକୁର, କୁଲଦୀପ ଯାଦବ ଓ ଖଲୀଲ ଅହମଦ ରହିଛନ୍ତି।

ଅନ୍ୟପକ୍ଷରେ ଗୁଜରାଟର ୪ ବିଦେଶୀ ଖେଳାଳି ରଶିଦ ଖାନ, ଲକି ଫର୍ଗୁସନ, ମାଥ୍ୟୁ ୱେଡ ଓ ଡାଭିଡ ମିଲର। ଏମାନଙ୍କ ବ୍ୟତୀତ ଶୁବମନ ଗିଲ, ବିଜୟ ଶଙ୍କର, ଯୁବ ଖେଳାଳି ଅଭିନବ ମନୋହର, ରାହୁଲ ତେୱାତିଆ, ବରୁଣ ଅରୁଣ ଓ ଅଭିଜ୍ଞ ମହମ୍ମଦ ଶାମି ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story