ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଦୁଇ ଦେଶ ବିପକ୍ଷ ସୀମିତ ଓଭର ସିରିଜ୍‌ ପାଇଁ ଆଜି ବିସିସିଆଇ ପକ୍ଷରୁ ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ସୀମିତ ଓଭର ସିରିଜ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। ଭାରତ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୦ରୁ ୨୫ ଯାଏ ଟି-୨୦ ମ୍ୟାଚ ଖେଳିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୮ ତାରିଖରୁ ସେପ୍ଟମ୍ବର ୪ ଯାଏ ଟି-୨୦ ସିରିଜ ଓ ଅକ୍ଟୋବର […]

BCCI

BCCI

Hemant Lenka
  • Published: Wednesday, 03 August 2022
  • Updated: 03 August 2022, 10:08 PM IST

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା। ଦୁଇ ଦେଶ ବିପକ୍ଷ ସୀମିତ ଓଭର ସିରିଜ୍‌ ପାଇଁ ଆଜି ବିସିସିଆଇ ପକ୍ଷରୁ ତାରିଖ ଓ ଭେନ୍ୟୁ ଘୋଷଣା କରାଯାଇଛି। ଏହି ସୀମିତ ଓଭର ସିରିଜ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। ଭାରତ ପ୍ରଥମେ ଅଷ୍ଟ୍ରେଲିଆ ବିପକ୍ଷରେ ସେପ୍ଟେମ୍ବର ୨୦ରୁ ୨୫ ଯାଏ ଟି-୨୦ ମ୍ୟାଚ ଖେଳିବ। ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୮ ତାରିଖରୁ ସେପ୍ଟମ୍ବର ୪ ଯାଏ ଟି-୨୦ ସିରିଜ ଓ ଅକ୍ଟୋବର ୬ରୁ ୩ଟିକିଆ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ଅକ୍ଟୋବର ୧୧ରେ ସରିବ। ଦିନିକିଆ ସିରିଜ୍‌ ପରେ ଟିମ ଇଣ୍ଡିଆ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଯିବ।

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ

ପ୍ରଥମ ଟି-୨୦: ସେପ୍ଟେମ୍ବର ୨୦- ମୋହାଲି

ଦ୍ୱିତୀୟ ଟି-୨୦: ସେପ୍ଟେମ୍ବର ୨୩-ନାଗପୁର

ତୃତୀୟ ଟି-୨୦: ସେପ୍ଟେମ୍ବର ୨୫- ହାଇଦ୍ରାବାଦ

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ

ପ୍ରଥମ ଟି-୨୦: ସେପ୍ଟେମ୍ବର ୨୮-ଥିରୁଅନନ୍ତପୁରମ

ଦ୍ୱିତୀୟ ଟି-୨୦: ଅକ୍ଟୋବର ୨- ଗୌହାଟୀ

ତୃତୀୟ ଟି-୨୦: ଅକ୍ଟୋବର ୪- ଇନ୍ଦୋର

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ

ପ୍ରଥମ ଦିନିକିଆ: ଅକ୍ଟୋବର ୬-ଲକ୍ଷ୍ନୌ

ଦ୍ୱିତୀୟ ଦିନିକିଆ: ଅକ୍ଟୋବର ୯-ରାଞ୍ଚି

ତୃତୀୟ ଦିନିକିଆ: ଅକ୍ଟୋବର ୧୧-ଦିଲ୍ଲୀ

ଭାରତ ବର୍ତ୍ତମାନ ୱେଷ୍ଟଣ୍ଡିଜ ବିପକ୍ଷରେ ଟି-୨୦ ସିରିଜ ଖେଳୁଛି। ଏହି ସିରିଜାର ୩ଟି ମ୍ୟାଚ ସରିଥିବା ବେଳେ ଆଉ ଦୁଇଟି ବାକି ରହିଛି। ଏହି ସିରିଜ ପରେ ଦଳ ଜାମ୍ବାୱେ ଗସ୍ତ କରିବ। ଅକ୍ଟୋବର ୧୮ରୁ ଜିମ୍ବାୱେ ସହ ୩ ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ। ଜିମ୍ବାୱେ ସିରିଜ ପରେ ଅଗଷ୍ଟ ୨୭ରୁ ଏସିଆ କପ ଆରମ୍ଭ ଆରମ୍ଭ ହେବ। ଭାରତ ଓ ପାକିସ୍ତାନ ୨୮ ତାରିଖରେ ପରସ୍ପରକୁ ଭେଟିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story