ଇଂଲଣ୍ଡର ବଡ଼ ବିଜୟ ପରେ ଭାରତ-ଅଷ୍ଟ୍ରେଲିଆ ମ୍ୟାଚର ରେକର୍ଡ ଭାଙ୍ଗିଲା

ନଟିଂହାମ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବେଶ ଚମତ୍କାର ଢଙ୍ଗରେ ଜିତି ନେଇଛି ଇଂଲଣ୍ଡ। ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳା ଯାଇଥିବା ଏହି ମ୍ୟାଚର ଶେଷ ଦିନରେ ଇଂଲଣ୍ଡ ୨୯୯ ରନର ଟର୍ଗେଟକୁ ଚେଜ୍ କରି ସମସ୍ତଙ୍କୁ ଚକିତ କରିଛି। ଏହି ମ୍ୟାଚ୍‌ରେ ଏକାଧିକ ଶତକ ଦେଖିବାକୁ ମିଳିଥିଲା। କିନ୍ତୁ ଶେଷ ଦିନରେ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକୀୟ ଇନିଂସ ଆଗରେ ସବୁ କିଛି ଫିକା ପଡ଼ି ଯାଇଛି। ସେ ୪ର୍ଥ ଇନିଂସରେ ୯୧ ବଲରେ […]

ENG

ENG

Hemant Lenka
  • Published: Wednesday, 15 June 2022
  • Updated: 15 June 2022, 08:09 PM IST

Sports

Latest News

ନଟିଂହାମ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟକୁ ବେଶ ଚମତ୍କାର ଢଙ୍ଗରେ ଜିତି ନେଇଛି ଇଂଲଣ୍ଡ। ନଟିଂହାମର ଟ୍ରେଣ୍ଟ ବ୍ରିଜରେ ଖେଳା ଯାଇଥିବା ଏହି ମ୍ୟାଚର ଶେଷ ଦିନରେ ଇଂଲଣ୍ଡ ୨୯୯ ରନର ଟର୍ଗେଟକୁ ଚେଜ୍ କରି ସମସ୍ତଙ୍କୁ ଚକିତ କରିଛି।

ଏହି ମ୍ୟାଚ୍‌ରେ ଏକାଧିକ ଶତକ ଦେଖିବାକୁ ମିଳିଥିଲା। କିନ୍ତୁ ଶେଷ ଦିନରେ ଇଂଲଣ୍ଡର ଜନ୍ନି ବେୟାରଷ୍ଟୋଙ୍କ ବିସ୍ଫୋରକ ଶତକୀୟ ଇନିଂସ ଆଗରେ ସବୁ କିଛି ଫିକା ପଡ଼ି ଯାଇଛି। ସେ ୪ର୍ଥ ଇନିଂସରେ ୯୧ ବଲରେ ୧୩୬ ରନ କରିବାରୁ ଏକଦା ଡ୍ର ଅଭିମୁଖେ ଯାଉଥିବା ଟେଷ୍ଟ ମ୍ୟାଚ୍‌କୁ ଇଂଲଣ୍ଡ ୫ ୱିକେଟରେ ଜିତି ନେଇଛି। ଇଂଲଣ୍ଡର ବିଜୟ ପରେ ଭାରତ-ଅଷ୍ଟ୍ରେଲିଆ ସୃଷ୍ଟି କରିଥିବା ରେକର୍ଡ ଭାଙ୍ଗିଛି।

ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମିଳିତ ଭାବେ ଟ୍ରେଣ୍ଟ ବ୍ରିଜରେ ୨୪୯ଟି ବାଉଣ୍ଡରୀ ମାରିଛନ୍ତି। ଏହା ମଧ୍ୟରେ ୨୨୪ଟି ଚୌକା ଥିବା ବେଳେ ୨୪ଟି ଛକା ରହିଥିଲା। କୌଣସି ଟେଷ୍ଟରେ ଏତେ ସଂଖ୍ୟକ ବାଉଣ୍ଡରୀ ପ୍ରଥମଥର ଦେଖିବାକୁ ମିଳିଛି। ଏହାପୂର୍ବରୁ ୨୦୦୪ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟରେ ସବୁଠାରୁ ଅଧିକ ବାଉଣ୍ଡରୀ ଦେଖିବିକା ମିଳିଥିଲା। ଏହି ମ୍ୟାଚ୍‌ରେ ଉଭୟ ଦଳ ୨୩୮ଟି ଚୌକା ଓ ୪ଟି ଛକା ମାରିଥିଲେ। ଏହାର ଅର୍ଥ ମୋଟ ବାଉଣ୍ଡରୀ ସଂଖ୍ୟା ୨୪୨ ରହିଥିଲା। ଏହି ମ୍ୟାଚ୍‌ରେ ସଚିନ ତେନ୍ଦୁଲକର ଅପରାଜିତ ୨୪୧ ରନର ଇନିଂସ ଖେଳିଥିଲେ। ମ୍ୟାଚ୍‌ ଡ୍ର ହୋଇଥିଲା। କିନ୍ତୁ ଏବେ ଇଂଲଣ୍ଡ-ନ୍ୟୁଜିଲ୍ୟାଣ୍ଡ ମିଳିତ ଭାବେ ଭାରତ-ଅଷ୍ଟ୍ରେଲିଆର ବାଉଣ୍ଡରୀ ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ଏହାବାଦ ଇଂଲଣ୍ଡରେ ଦ୍ୱିତୀୟ ଥର ପାଇଁ କୌଣସି ମ୍ୟାଚ୍‌ରେ ଏତେ ବଡ଼ ସ୍କୋର ଦେଖିବାକୁ ମିଳିଛି। ୧୯୪୮ ଆଶେସ ଟେଷ୍ଟ ସିରିଜ୍ ବେଳେ ଲିଡ୍ସରେ କୌଣସି ମ୍ୟାଚରେ ସବୁଠାରୁ ଅଧିକ ରନ ଦେଖବାକୁ ମିଳିଥିଲା। ଉକ୍ତ ଟେଷ୍ଟରେ ଇଂଲଣ୍ତ ପ୍ରଥମ ଇନିଂସରେ ୪୯୬ ରନ୍ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ୪୫୮ ସ୍କୋରରେ ଅଲଆଉଟ ହୋଇଥିଲା। ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସରେ ୮ ୱିକେଟ ହରାଇ ୩୬୫ ରନ କରିବା ପରେ ପାଳି ଘୋଷଣା କରିଥିଲା। ତେବେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟ ୪୦୪କୁ ୩ ୱିକେଟ ହରାଇ ହାସଲ କରି ନେଇଥିଲା।

ଏବେ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳା ଯାଇଥିବା ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚରେ ମଧ୍ୟ ବଡ଼ ସ୍କୋର ଦେଖିବାକୁ ମିଳିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଇନିଂସରେ ଡାରୟଲ ମିଚେଲ(୧୯୦) ଓ ଟମ ବ୍ଲଣ୍ଡେଲଙ୍କ ୧୦୬ ରନ ବଳରେ ୫୫୩ ରନ କରିଥିଲା। ଏହାର ଜବାବରେ ଇଂଲଣ୍ଡ ଜୋ ରୁଟଙ୍କ ୧୭୬ ଓ ଓଲି ପପଙ୍କ ୧୪୫ ରନ ବଳରେ ୫୩୯ ରନ କରି ଅଲଆଉଟ ହୋଇଯାଇଥିଲା।

ଦ୍ୱିତୀୟ ଇନିଂସରେ ନ୍ୟୁଜିଲ୍ୟାଣ୍ତ ୨୮୪ ରନ୍‌ରେ ଅଲଆଉଟ ହୋଇଯିବାରୁ ଶେଷ ଦିନରେ ଇଂଲଣ୍ଡକୁ ୨୯୯ ରନ୍‌ର ଟାର୍ଗେଟ ମିଳିଥିଲା। ଏହାକୁ ଦଳ ବେଶ ରୋମାଞ୍ଚକର ଢଙ୍ଗରେ ହାସଲ କରି ନେଇଛି। ବେୟାରଷ୍ଟୋ ୧୩୬ ରନ୍‌ କରି ଆଉଟ ହୋଇଥିବା ବେଳେ ଅଧିନାୟକ ବେନ ଷ୍ଟୋକ୍ସ ୭୦ ବଲରେ ୭୫ ରନ୍‌ର ଅପରାଜିତ ଇନିଂସ ଖେଳିଛନ୍ତି। ଏଥିସହ ଦଳକୁ ୫ ୱିକେଟରେ ବିଜୟୀ କରି ସିରିଜକୁ ୨-୦ରେ କବଜା କରିନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story