ରାହୁଲଙ୍କ ବିପକ୍ଷରେ ଟସ ଜିତିଲେ ହାର୍ଦ୍ଦିକ, ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ

ମୁମ୍ବାଇ: ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ ଆଜି ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି କେଏଲ ରାହୁଲଙ୍କ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ହାର୍ଦ୍ଦିକ ପ୍ରଥମଥର ପାଇଁ କୌଣସି ଆଇପିଏଲ ଟିମ୍‌ର ନେତୃତ୍ୱ ନେଉଛନ୍ତି। ସେହିପରି ରାହୁଲ ପୂର୍ବରୁ ପଞ୍ଜାବ କିଙ୍ଗସର ଅଧିନାୟକ ଥିଲେ। ଦୁଇ ଦଳ କେମିତି ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପ୍ରଦର୍ଶନ କରୁଛନ୍ତି, […]

IPL

IPL

Hemant Lenka
  • Published: Monday, 28 March 2022
  • Updated: 28 March 2022, 07:27 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲରେ ନୂଆ କରି ସାମିଲ ହୋଇଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ଗୁଜରାଟ ଟାଇଟନ୍ସ ଆଜି ମୈଦାନକୁ ଓହ୍ଲାଇଛନ୍ତି। ଏହି ମ୍ୟାଚରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି କେଏଲ ରାହୁଲଙ୍କ ଲକ୍ଷ୍ନୌକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି।

ହାର୍ଦ୍ଦିକ ପ୍ରଥମଥର ପାଇଁ କୌଣସି ଆଇପିଏଲ ଟିମ୍‌ର ନେତୃତ୍ୱ ନେଉଛନ୍ତି। ସେହିପରି ରାହୁଲ ପୂର୍ବରୁ ପଞ୍ଜାବ କିଙ୍ଗସର ଅଧିନାୟକ ଥିଲେ। ଦୁଇ ଦଳ କେମିତି ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପ୍ରଦର୍ଶନ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ଗୁଜରାଟରେ ୪ ବିଦେଶୀ ଖେଳାଳି ରଶିଦ ଖାନ, ଲକି ଫର୍ଗୁସନ, ମାଥ୍ୟୁ ୱେଡ ଓ ଡାଭିଡ ମିଲର ସ୍ଥାନ ପାଇଛନ୍ତି। ଏମାନଙ୍କ ବ୍ୟତୀତ ଶୁବମନ ଗିଲ, ବିଜୟ ଶଙ୍କର, ଯୁବ ଖେଳାଳି ଅଭିନବ ମନୋହର, ରାହୁଲ ତେୱାତିଆ, ବରୁଣ ଅରୁଣ ଓ ଅଭିଜ୍ଞ ମହମ୍ମଦ ଶାମି ରହିଛନ୍ତି।

ଲକ୍ଷ୍ନୌ କଥା ବିଚାରକୁ ନେଲେ ଦଳ ପ୍ରଥମ ମ୍ୟାଚରେ କେବଳ ୩ ବିଦେଶୀ ଖେଳାଳି ଇଭିନ ଲୁଇସ, କ୍ୱିଣ୍ଟନ ଡି’କକ ଓ ଦୁଶୁମନ୍ତ ଚାମିରାଙ୍କୁ ସୁଯୋଗ ଦେଇଛି। ବାକି ୮ ଖେଳାଳି ଭାରତୀୟ। ଏମାନଙ୍କ ମଧ୍ୟ ଅଧିନାୟକ କେଏଲ ରାହୁଲ, ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, କ୍ରୁନାଲ ପାଣ୍ଡ୍ୟା, ମୋହିସିନ ଖାନ, ଆୟୂଷ ବାଦୋନି, ରବି ବିଷ୍ଣୋଇ ଓ ଆଭେଶ ଖାନ ରହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମଥର ପାଇଁ ଆଇପିଏଲରେ ପାଣ୍ଡ୍ୟା ବ୍ରଦର୍ସ ମୁହାଁମୁହିଁ ହେବାକୁ ଯାଉଛନ୍ତି। କାରଣ ଗୁଜରାଟରେ ହାର୍ଦ୍ଦିକ ଥିବା ବେଳେ ଲକ୍ଷ୍ନୌ ପଟୁ କ୍ରୁନାଲ ଖେଳୁଛନ୍ତି। ପୂର୍ବରୁ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story