ଶେଷରେ ଟସ୍‌ ହାରିଲେ କେନ୍‌ ୱିଲିୟମସନ

ମୁମ୍ବାଇ: ଚଳିତ ଆଇପିଏଲରେ ପ୍ରଥମଥର ପାଇଁ ଟସ୍‌ ହାରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ୍‌ ୱିଲିୟମସନ। ହାଇଦ୍ରାବାଦ ଏଯାଏ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୱିଲିୟମସନ ସବୁଥିରେ ଟସ୍‌ ଜିତିଥିଲେ। ହେଲେ ଆଜି ୱାଙ୍ଖଡେରେ ଖେଳାଯାଉଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଟସ୍‌ ହାରିଛନ୍ତି। ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଉଭୟ ହାଇଦ୍ରାବାଦ ଓ ଗୁଜରାଟ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦ […]

Gujrat

Gujrat

Hemant Lenka
  • Published: Wednesday, 27 April 2022
  • Updated: 27 April 2022, 07:12 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲରେ ପ୍ରଥମଥର ପାଇଁ ଟସ୍‌ ହାରିଛନ୍ତି ସନରାଇଜର୍ସ ହାଇଦ୍ରାବାଦର ଅଧିନାୟକ କେନ୍‌ ୱିଲିୟମସନ। ହାଇଦ୍ରାବାଦ ଏଯାଏ ୭ଟି ମ୍ୟାଚ୍‌ ଖେଳିଥିବା ବେଳେ ୱିଲିୟମସନ ସବୁଥିରେ ଟସ୍‌ ଜିତିଥିଲେ। ହେଲେ ଆଜି ୱାଙ୍ଖଡେରେ ଖେଳାଯାଉଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ ସେ ଟସ୍‌ ହାରିଛନ୍ତି। ଗୁଜରାଟର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଜିର ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଉଭୟ ହାଇଦ୍ରାବାଦ ଓ ଗୁଜରାଟ ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ହାଇଦ୍ରାବାଦ ତା’ର ପ୍ରଥମ ଦୁଇଟି ମୁକାବିଲା ହାରିବା ପରେ କ୍ରମାଗତ ୫ଟି ମ୍ୟାଚ୍‌ ଜିତିଛି। ସେହିପରି ଗୁଜରାଟ ୭ଟି ମ୍ୟାଚ୍‌ରୁ ୬ଟିରେ ଜିତିଛି ଓ ମାତ୍ର ଗୋଟିଏରେ ହାରିଛି। ଗତ ମ୍ୟାଚ୍‌ରେ ଗୁଜରାଟ ପ୍ରତିପକ୍ଷ କୋଲକାତାକୁ ହରାଇଥିଲା। ସେହିପରି ହାଇଦ୍ରାବାଦ ଏକତରଫା ଭାବେ ଆରସିବିକୁ ପରାସ୍ତ କରିଥିଲା। ତେଣୁ ଆଜିର ମ୍ୟାଚ୍‌ରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଗୁଜରାଟ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ସେହିପରି ଆହତ ସମସ୍ୟାରୁ ମୁକୁଳିଥିବା ହାର୍ଦ୍ଦିକ ଦରକାର ପଡ଼ିଲେ ହିଁ ମ୍ୟାଚରେ ବୋଲିଂ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ହାଇଦ୍ରାବାଦର ଚୂଡ଼ାନ୍ତ ଏକାଦଶକୁ ଆଜି ୱାଶିଂଟନ ସୁନ୍ଦର ଫେରିଛନ୍ତି। ଆହତ ଯୋଗୁ ସେ ଏକାଧିକ ମ୍ୟାଚ୍‌ ଖେଳି ନଥିଲେ। ଏବେ ସେ ସୁସ୍ଥ ହେବାରୁ ଜେ ସୁଚିତଙ୍କ ବଦଳରେ ତାଙ୍କୁ ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story