ରାଗିକି ରିୟାନ ପରାଗଙ୍କ ସହ ହାତ ମିଶାଇଲେନି ହର୍ଷଲ ପଟେଲ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଚଳିତ ଆଇପିଏଲର ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି ରାଜସ୍ଥାନ ରୟାଲ୍ସ। ଆରସିବିକୁ ୨୯ ରନ୍‌ରେ ହରାଇ ରାଜସ୍ଥାନ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ତେବେ ଏହି ମ୍ୟାଚ୍‌ରେ ଦୁଇ ଯୁବ ତାରକାଙ୍କ ମଧ୍ୟରେ ଘଟିଥିବା ପାଟିତୁଣ୍ଡ ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆରସିବିର ହର୍ଷଲ ପଟେଲ ଏତେ ରାଗି ଯାଇଥିଲେ ଯେ ସେ ମ୍ୟାଚ୍‌ ପରେ ରାଜସ୍ଥାନର ରିୟାନ ପରାଗଙ୍କ ସହ ହାତ ମଧ୍ୟ ମିଶାଇ ନଥିଲେ। […]

RCB

RCB

Hemant Lenka
  • Published: Wednesday, 27 April 2022
  • Updated: 27 April 2022, 06:47 PM IST

Sports

Latest News

ମୁମ୍ବାଇ: ଚଳିତ ଆଇପିଏଲର ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଛି ରାଜସ୍ଥାନ ରୟାଲ୍ସ। ଆରସିବିକୁ ୨୯ ରନ୍‌ରେ ହରାଇ ରାଜସ୍ଥାନ ପଏଣ୍ଟ ଟେବୁଲର ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ତେବେ ଏହି ମ୍ୟାଚ୍‌ରେ ଦୁଇ ଯୁବ ତାରକାଙ୍କ ମଧ୍ୟରେ ଘଟିଥିବା ପାଟିତୁଣ୍ଡ ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଆରସିବିର ହର୍ଷଲ ପଟେଲ ଏତେ ରାଗି ଯାଇଥିଲେ ଯେ ସେ ମ୍ୟାଚ୍‌ ପରେ ରାଜସ୍ଥାନର ରିୟାନ ପରାଗଙ୍କ ସହ ହାତ ମଧ୍ୟ ମିଶାଇ ନଥିଲେ।

ମଙ୍ଗଳବାର ମ୍ୟାଚରେ ରାଜସ୍ଥାନ ପାଇଁ ରିୟାନ ପରାଗ ବିସ୍ଫୋରକ ଇନିଂସ ଖେଳି ୩୧ ବଲ୍‌ରେ ଅପରାଜିତ ୫୬ ରନ୍‌ କରିଥିଲେ। ଇନିଂସର ଶେଷ ଓଭରରେ ସେ ହର୍ଷଲ ପଟେଲଙ୍କୁ ଦୁଇଟି ଛକା ଓ ଗୋଟିଏ ଚୌକା ମାରିଥିଲେ। ବ୍ୟାଟିଂ କରି ସେ ପ୍ୟାଭିଲିୟନ ଫେରୁଥିବା ବେଳେ ହର୍ଷଲଙ୍କ ସହ ଏହାକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଶେଷରେ ଅନ୍ୟ ଖେଳାଳିଙ୍କ ହସ୍ତକ୍ଷେପ ଯୋଗୁ ଦୁଇ ଯୁବ ତାରକା ପଛକୁ ହଟିଥିଲେ।

ଏହି ସାମାନ୍ୟ ପାଟିତୁଣ୍ଡ ପରେ ଆରସିବି ବ୍ୟାଟିଂ ଆରମ୍ଭ କରିଥିଲା। ୧୪୫ ରନର ଟାର୍ଗେଟ ପାଇ ପାଇଥିବା ଆରସିବି ୧୧୫ ରନ୍‌ରେ ଅଲଆଉଟ ହୋଇଥିଲା। ହର୍ଷଲ ପଟେଲ ହିଁ ଆରସିବିର ଶେଷ ବ୍ୟାଟର ଭାବେ ଆଉଟ ହୋଇଥିଲେ।

ମ୍ୟାଚ୍‌ ପରେ ଉଭୟ ଦଳର ଖେଳାଳି ପରସ୍ପର ସହ ହାତ ମିଶାଇଥିଲେ। ଏହିକ୍ରମରେ ରିୟାନ ପରାଗ ଯେତେବେଳେ ହର୍ଷଲଙ୍କ ସହ ହାତ ମିଳାଇବାକୁ ଯାଇଥିଲେ ସେ ଏହାକୁ ଅଣଦେଖା କରି ଚାଲି ଯାଇଥିଲେ। ରିୟାନ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ମଧ୍ୟ ସ୍ମିତ ହାସ୍ୟ ଦେଇଥିଲେ।

କିନ୍ତୁ ହର୍ଷଲ ପଟେଲ ଅତ୍ୟନ୍ତ ରାଗି ଯାଇ କୌଣସି ପ୍ରତିକ୍ରିୟା ଦେଇ ନଥିଲେ। ସେ ଅନ୍ୟ ରାଜସ୍ଥାନ ଖେଳାଳିଙ୍କ ସହ ହାତ ମିଶାଇ ଥିଲେ ମଧ୍ୟ ରିୟାନଙ୍କୁ ଅଣଦେଖା କରିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story