ନୋ-ବଲ୍‌ ଅପିଲକୁ ନେଇ ହାଇଡ୍ରାମା, ଦେ‌ଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ନୋ ବଲ୍‌କୁ ନେଇ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଚିଡ଼ି ଯିବା ସହ ବ୍ୟାଟରଙ୍କୁ ପ୍ୟାଭିଲିୟନ ଡାକିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦିଲ୍ଲୀ ଖେଳାଳିଙ୍କ ଠାରୁ ଆରମ୍ଭ କରି ସପୋର୍ଟ ଷ୍ଟାଫ ଗୋଟିଏ ନୋ-ବଲ ଅପିଲକୁ ନେଇ ହଙ୍ଗାମା କରିଛନ୍ତି। ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ […]

pant

pant

Hemant Lenka
  • Published: Saturday, 23 April 2022
  • Updated: 23 April 2022, 11:51 AM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ର ଶେଷ ଓଭର୍‌ରେ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ନୋ ବଲ୍‌କୁ ନେଇ ଦିଲ୍ଲୀ ଅଧିନାୟକ ଋଷଭ ପନ୍ତ ଚିଡ଼ି ଯିବା ସହ ବ୍ୟାଟରଙ୍କୁ ପ୍ୟାଭିଲିୟନ ଡାକିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଦିଲ୍ଲୀ ଖେଳାଳିଙ୍କ ଠାରୁ ଆରମ୍ଭ କରି ସପୋର୍ଟ ଷ୍ଟାଫ ଗୋଟିଏ ନୋ-ବଲ ଅପିଲକୁ ନେଇ ହଙ୍ଗାମା କରିଛନ୍ତି।

ଶେଷ ଓଭର୍‌ରେ ଦିଲ୍ଲୀକୁ ଜିତିବା ପାଇଁ ୩୬ ରନ୍‌ର ଆବଶ୍ୟକତା ଥିଲା। ବ୍ୟାଟିଂ କରୁଥିବା ରୋଭମନ ପାୱେଲ ଶେଷ ଓଭର୍‌ର ପ୍ରଥମ ୩ଟି ବଲରରେ ୩ଟି ଛକା ମାରିଥିଲେ। ହେଲେ ଓଭରର ୩ୟ ବଲକୁ ନେଇ ବେଶ ବିବାଦ ଦେଖାଯାଇଛି। ରାଜସ୍ଥାନ ବୋଲର ଓବେଡ ମ୍ୟାକକୋୟଙ୍କ ଗୋଟିଏ ଫୁଲଟସ୍‌କୁ ପାୱେଲ ଛକା ମାରି ଦେଇଥିଲେ।

ହେଲେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳି ଓ ସର୍ପୋଟ ଷ୍ଟାଫ ଏହାକୁ ନୋ-ବଲ ଭାବି ଅମ୍ପାୟରଙ୍କ ଆଡ଼କୁ ସଙ୍କେତ ଦେଇଥିଲେ। ବଲ୍‌ଟି ମଧ୍ୟ ସ୍ପଷ୍ଟ ଭାବେ ଅଣ୍ଟା ଉପରେ ରହିଥିଲା। କିନ୍ତୁ ଅମ୍ପାୟାର ଏହାକୁ ନୋ-ବଲ ଡାକି ନଥିଲେ। ଏହାକୁ ନେଇ ପନ୍ତ ଚିଡ଼ି ଯିବା ସହ ରିଜର୍ଭ ଅମ୍ପାୟାରଙ୍କ ସହ ଯୁକ୍ତି କରିଥିଲେ। ସେ ଫିଲ୍ଡ ଅମ୍ପାୟାର ନୀତୀନ ମେନନ ଓ ନିଖିଲ ପଟୱର୍ଦ୍ଧନଙ୍କୁ ନୋ-ବଲ ସଙ୍କେତ ଦେବାକୁ କହିଥିଲେ।

ଅମ୍ପାୟାର ତାଙ୍କ କଥା ନ ଶୁଣିବାରୁ ସେ ପଡ଼ିଆରେ ଥିବା ଦୁଇ ବ୍ୟାଟର ପାୱେଲ ଓ କୁଲଦୀପ ଯାଦବଙ୍କୁ ପ୍ୟାଭିଲିୟନ ଫେରି ଆସିବାକୁ କହିଥିଲେ। ହାଇଡ୍ରାମା ଭିତରେ ଦିଲ୍ଲୀର ଆସିସଷ୍ଟାଣ୍ଟ କୋଚ୍‌ ପ୍ରବୀଣ ଆମ୍ରେ ପଡ଼ିଆ ଭିତରକୁ ଯାଇ ଅମ୍ପାୟାରଙ୍କ ସହ କଥା ମଧ୍ୟ ହୋଇଥିଲେ। ଥାର୍ଡ ଅମ୍ପାୟାରଙ୍କ ପରାମର୍ଶ ମଧ୍ୟ ନେବାକୁ କହିଥିଲେ। କିନ୍ତୁ ଫିଲ୍ଡ ଅମ୍ପାୟାର ନିଜ ଜିଦରେ ଅଟଳ ରହିଥିଲେ।

ପ୍ରବୀଣ ଦୁଇ ଅମ୍ପାୟାରଙ୍କ ସହ କଥା ହେଉଥିବା ବେଳେ ରାଜସ୍ଥାନ ବ୍ୟାଟର ଜୋଶ ବଟଲର ଦିଲ୍ଲୀ ଡଗଆଉଟକୁ ଆସିଥିଲେ। ଏଥିସହ ପନ୍ତଙ୍କ ସହ କଥା ମଧ୍ୟ ହୋଇଥିଲେ। ଶେଷ ଓଭର ହାଇଡ୍ରାମା ପରେ ମ୍ୟାଚ୍‌ ହୋଇଥିଲା ଓ ରାଜସ୍ଥାନ ଏହାକୁ ୧୫ ରନ୍‌ରେ ଜିତି ନେଇଥିଲା। ତେବେ ପୂରା ଘଟଣା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story