ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଫାଇନାଲରେ ଭାରତୀୟ ମହିଳା କ୍ରିକେଟ ଟିମ୍‌

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାନାଲରେ ଭାରତୀୟ ମହିଳା କ୍ରିକେଟ ଟିମ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ରନରେ ହରାଇ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଫାଇନାଲ ଟିକେଟ ହାସଲ କରିଛି। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିବା ବେଳେ ଏହାର ଜବାବରେ ଇଂଲଣ୍ଡ ୬ ୱିକେଟ ହରାଇ କେବଳ […]

Team-India

Team-India

Hemant Lenka
  • Published: Saturday, 06 August 2022
  • Updated: 06 August 2022, 06:56 PM IST

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଫାନାଲରେ ଭାରତୀୟ ମହିଳା କ୍ରିକେଟ ଟିମ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ସେମି ଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ୪ ରନରେ ହରାଇ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ଫାଇନାଲ ଟିକେଟ ହାସଲ କରିଛି।

ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ୧୬୪ ରନ କରିଥିବା ବେଳେ ଏହାର ଜବାବରେ ଇଂଲଣ୍ଡ ୬ ୱିକେଟ ହରାଇ କେବଳ ୧୬୦ ରନ କରିପାରିଛି। ଶେଷ ଓଭରରେ ଇଂଲଣ୍ଡକୁ ଜିତିବା ପାଇଁ ୧୪ ରନ ଦରକାର ଥିବା ବେଳେ ଦଳ କେବଳ ୯ ରନ କରିବାକୁ ସକ୍ଷମ ହୋଇଛି। ଏଥିସହ ଶେଷ ଓଭର ବୋଲିଂ କରୁଥିବା ସେହ୍ନା ରାଣା ଗୋଟିଏ ୱିକେଟ ମଧ୍ୟ ଦଖଲ କରି ଭାରତକୁ ବିଜୟ ଭେଟି ଦେଇଛନ୍ତି।

ଓପନର ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ୬୧ ରନ ଓ ଜେମିମା ରୋଡ୍ରିଗସଙ୍କ ୩୧ ବଲରେ ଅପରାଜିତ ୪୪ ରନ ବଳରେ ଭାରତୀୟ ମହିଳା ଦଳ ୫ ୱିକେଟ ହରାଇ ୧୬୪ ରନ କରିଥିଲା। ୧୬୫ ରନର ଟାର୍ଗେଟ ପାଇଥିବା ଇଂଲଣ୍ଡ ପାଇଁ ଅଧିନାୟକ ନାଟ ସ୍କିଭର ୪୧, ଓପନର ଡାନି ୱାଟ୍ଟ ୩୫ ଓ ଆମି ଜୋନ୍ସ ୩୧ ରନ କରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା।

୧୯ତମ ଓଭରରେ ନାଟ ସ୍କିଭରଙ୍କ ରନ ଆଉଟ ହିଁ ମ୍ୟାଚର ମୋଡ଼ ବଦଳାଇଥିଲେ। ସେ ପର୍ଯ୍ୟନ୍ତ ଇଂଲଣ୍ଡ ହାତରେ ମ୍ୟାଚ ରହିଥିଲା। ସ୍କିଭର ଏହି ଓଭରରେ ଗୋଟିଏ ଛକା ଓ ଗୋଟିଏ ଚୌକା ମଧ୍ୟ ମାରିଥିଲେ। ହେଲେ ଶେଷ ବଲରେ ସେ ରନ ଆଉଟ ହୋଇଯିବାକୁ ଇଂଲଣ୍ଡ ହାତରୁ ମ୍ୟାଚ ଖସି ଯାଇଥିଲେ। ଶେଷରେ ଦଳ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ ହରାଇ ୧୬୦ ରନରେ ଅଟକି ଯାଇଥିଲା।

ଭାରତ ପକ୍ଷରୁ ସ୍ନେହା ରାଣା ଦୁଇଟି ୱିକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ଗୋଟିଏ ୱିକେଟ ନେଇଛନ୍ତି। ବାକି ୩ ୱିକେଟ ଭାରତକୁ ରନ ଆଉଟ ରୂପେ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story