ଟିମ୍‌ ଇଣ୍ଡିଆ ଘାତକ ବୋଲିଂ ଆଗରେ ସିଂହଳ ଟିମ୍ ଚିତ୍‌, ୩-୦ରେ ଜିତିଲା ସିରିଜ୍

ଥିରୁଅନନ୍ତପୁରମ: ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଚିତ୍‌ ମାରିଲା ସିଂହଳ ଟିମ୍। ଆଜି ଭାରତ ଦେଇଥିବା ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଫଳରେ ଭାରତୀୟ ଟିମ୍ ୩୭୧ ରନ୍‌ରେ ବିଜୟ ହାସଲ କରିଛି। ଯାହା ଏକ ରେକର୍ଡ ସୃଷ୍ଟି କରିଛି। ସେପଟେ ଶେଷ ମ୍ୟାଚ୍‌ ଜିତିବା ସହ ଭାରତୀୟ ଟିମ୍‌ ସିରିଜ୍‌କୁ ୩-୦ରେ ହାତେଇ ନେଇଛି। ଆଜି […]

srilanka

srilanka

Niranjan Mishra
  • Published: Sunday, 15 January 2023
  • Updated: 15 January 2023, 08:36 PM IST

Sports

Latest News

ଥିରୁଅନନ୍ତପୁରମ: ତୃତୀୟ ତଥା ଚୂଡ଼ାନ୍ତ ଦିନିକିଆରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଚିତ୍‌ ମାରିଲା ସିଂହଳ ଟିମ୍। ଆଜି ଭାରତ ଦେଇଥିବା ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଫଳରେ ଭାରତୀୟ ଟିମ୍ ୩୭୧ ରନ୍‌ରେ ବିଜୟ ହାସଲ କରିଛି। ଯାହା ଏକ ରେକର୍ଡ ସୃଷ୍ଟି କରିଛି। ସେପଟେ ଶେଷ ମ୍ୟାଚ୍‌ ଜିତିବା ସହ ଭାରତୀୟ ଟିମ୍‌ ସିରିଜ୍‌କୁ ୩-୦ରେ ହାତେଇ ନେଇଛି।

ଆଜି ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ୍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ବ୍ୟାଟ୍ସ ମ୍ୟାନ୍‌ ମାନେ ମାତ୍ର ୨୨ ଓଭର ପର୍ଯ୍ୟନ୍ତ କ୍ରିଜ୍‌ରେ ତିଷ୍ଠି ପାରିଥିଲେ। ମାତ୍ର ୩ ଜଣ ଶ୍ରୀଲଙ୍କା ଖେଳାଳି ୧୦ ରନ୍‌ ଡେଇଁ ପାରିପାରିଥିଲେ। ଦୁଇ ଓପନରଙ୍କୁ ମାତ୍ର ୨୨ ରନ୍‌ ଭିତରେ ସିରାଜ୍ ଆଉଟ୍ କରି ପାଭିଲିୟନ ରାସ୍ତା ଦେଖାଇବା ପଛେପଛେ ଗୋଟିଏ ପରେ ଗୋଟିଏ ୱିକେଟ ଗଳି ଚାଲିଥିଲା। ଫଳତଃ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଠିକ୍‌ ସାବ୍ୟସ୍ତ ହୋଇଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍‌ କରିଥିଲା।

ଭାରତ ଦେଇଥିବା ୩୯୧ ରନ୍‌ର ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଓହ୍ଲାଇଥିବା ଶ୍ରୀଲଙ୍କା ଟିମ୍‌ ପ୍ରାଥମିକ ଝଟକା ୭ ରନ୍‌ରେ ଲାଗିଥିଲା। ଶ୍ରୀଲଙ୍କା ପକ୍ଷରୁ ଅଭିଷ୍କା ଫର୍ଣ୍ଣାଣ୍ଡୋ ୧ ରନ୍‌(କ୍ୟାଚ୍ ଗିଲ୍, ବୋଲିଂ ଗିଲ୍), ନୁୱାନିଦୁ ଫର୍ଣ୍ଣାଣ୍ଡୋ ୧୯(ବୋଲ୍ଡ ସିରାଜ୍), କୁଶଲ ମେଣ୍ଡିସ୍‌ ୪ ରନ୍(କ୍ୟାଚ୍ ରାହୁଲ, ବୋଲିଂ ସିରାଜ୍), ଚରିତ ଅସଲଙ୍କା ୧ ରନ୍(କ୍ୟାଚ୍ ପଟେଲ, ବୋଲିଂ ସାମି), ଦାଶୁନ ଶାଣକା ୧୧ ରନ୍(ବୋଲ୍ଡ କୁଲଦୀପ), ୱାନିନ୍ଦୁ ହସରଙ୍ଗା ୧ ରନ୍(ବୋଲ୍ଡ ସିରାଜ୍), ଚମିକା କରୁଣାରତ୍ନେ ୧ ରନ୍(ରନ୍ ଆଉଟ୍ ସିରାଜ୍), ଦୁନିଥ ୱେଲାଲାଗେ ୩ ରନ୍(କ୍ୟାଚ୍ ଯାଦବ, ବୋଲିଂ ସାମି), କସୁନ ରଜିତା ଅପରାଜିତ ୧୩ ରନ୍, ଲହିରୁ କୁମାରା ୯ ରନ୍(ବୋଲ୍ଡ କୁଲଦୀପ) କରିଥିଲେ। ଆହତ ଯୋଗୁ ଅଶିନ ବଣ୍ଡାରା ବ୍ୟାଟିଂ କରିବାକୁ ଫିଲ୍ଡକୁ ଆସି ପାରି ନ ଥିଲେ।

ଏହି ମ୍ୟାଚ୍‌ରେ ମ୍ୟାନ୍‌ ଇନ୍‌ ଫର୍ମ ବିରାଟ କୋହଲି ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ଓ ପ୍ଲେୟାର ଅଫ୍‌ ଦ ସିରିଜ୍ ଦୁଇଟି ଯାକ ଟାଇଟଲ ହାତେଇ ଥିଲେ। ସେ ତୃତୀୟ ଦିନିକିଆରେ ୧୬୬ ରନ କରିଥିବା ବେଳେ ପୂରା ସିରିଜ୍‌ରେ ମୋଟ ୨୮୩ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story