ଆରମ୍ଭ ହେଲା ଦ୍ୱିତୀୟ ଟେଷ୍ଟ, ଟିମ୍‌ରେ ନାହାନ୍ତି ବିରାଟ କୋହଲି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଛି ଟିମ ଇଣ୍ଡିଆ। ଟସ୍‌ ଜିତି ଦଳ ଜୋହାନ୍ସବର୍ଗରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଆହତ ସମସ୍ୟା ଯୋଗୁ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି। ତାଙ୍କ ବଦଳରେ ପ୍ରଥମଥର ପାଇଁ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି କେଏଲ ରାହୁଲ। ପୂର୍ବରୁ ସେ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। ଦକ୍ଷିଣ ଆଫ୍ରିକା ଟୁର ପୂର୍ବରୁ ଅଜିଙ୍କ୍ୟ ରାହାଣେଙ୍କୁ ହଟାଇ ରାହୁଲଙ୍କୁ […]

Toss

Toss

Hemant Lenka
  • Published: Monday, 03 January 2022
  • Updated: 03 January 2022, 01:31 PM IST

Sports

Latest News

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତିଛି ଟିମ ଇଣ୍ଡିଆ। ଟସ୍‌ ଜିତି ଦଳ ଜୋହାନ୍ସବର୍ଗରେ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ରେ ଆହତ ସମସ୍ୟା ଯୋଗୁ ଦଳର ନିୟମିତ ଅଧିନାୟକ ବିରାଟ କୋହଲି ଖେଳୁ ନାହାନ୍ତି। ତାଙ୍କ ବଦଳରେ ପ୍ରଥମଥର ପାଇଁ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି କେଏଲ ରାହୁଲ।

ପୂର୍ବରୁ ସେ ଦଳର ଉପ ଅଧିନାୟକ ଭାବେ ନିଯୁକ୍ତି ପାଇଥିଲେ। ଦକ୍ଷିଣ ଆଫ୍ରିକା ଟୁର ପୂର୍ବରୁ ଅଜିଙ୍କ୍ୟ ରାହାଣେଙ୍କୁ ହଟାଇ ରାହୁଲଙ୍କୁ ଉପ ଅଧିନାୟକ କରାଯାଇଥିଲା। ସେ ନିଜର ପ୍ରଥମ ଟୁର୍‌ରେ ହିଁ ଭାରତର ନେତୃତ୍ୱ ନେବାକୁ ସୁଯୋଗ ପାଇଛନ୍ତି। ଆଜି ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରବର୍ତ୍ତନ କରିଛି। ବିରାଟ ଆହତ ହୋଇଥିବାରୁ ତାଙ୍କ ସ୍ଥାନରେ ହନୁମା ବିହାରୀ ସୁଯୋଗ ପାଇଛନ୍ତି।

ଅନ୍ୟପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ଲଢ଼େଇ ହାରି ଯାଇଥିବା ଦକ୍ଷିଣ ଆଫ୍ରିକା ଆଜି ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରବର୍ତ୍ତନ କରିଛି। ପ୍ରଥମ ମ୍ୟାଚ୍‌ ପରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିବା କ୍ୱିଣ୍ଟନ ଡି’କକଙ୍କ ବଦଳରେ କାୟେଲ ଭେରୟେନେ ଓ ୱିଆନ ମୁଲଡେରଙ୍କ ସ୍ଥାନରେ ଡି ଓଲିଭିଇରେ ସ୍ଥାନ ପାଇଛନ୍ତି।

ଭାରତ ୨୯ ବର୍ଷ ମଧ୍ୟରେ କେବେ ହେଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିନି। ଏଥର ଦଳ ପାଖରେ ଇତିହାସ ବଦଳାଇବାର ସୁଯୋଗ ରହିଛି। ‌ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌କୁ ଟିମ୍‌ ଇଣ୍ଡିଆ ୧୧୩ ରନ୍‌ରେ ଜିତିଥିଲା। ଏବେ ବାକି ୨ଟି ମ୍ୟାଚ୍‌ରୁ ଭାରତକୁ ଗୋଟିଏ ମ୍ୟାଚ ଜିତିବାର ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story