ଫ୍ୟାନ୍ସକୁ ୨୦୨୨ରେ ମିଳିବ କ୍ରିକେଟର ଭରପୂର ଡୋଜ୍‌, ଜାଣନ୍ତୁ ଭାରତର ପୂରା ଖେଳସୂଚୀ

ନୂଆଦିଲ୍ଲୀ: ବିଦାୟୀ ୨୦୨୧ ବର୍ଷ ଭଳି ନବବର୍ଷ ୨୦୨୨ରେ ମଧ୍ୟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ମିଳିବ ଭରପୂର ମନୋରଞ୍ଜନ। କାରଣ ୨୦୨୨ରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ବିଭିନ୍ନ ସିରିଜ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବ। ସେହିପରି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ମଧ୍ୟ ଆୟୋଜନ ହେବ। ତେଣୁ କ୍ରିକେଟ ଫ୍ୟାନ୍ସମାନେ ଫଟାଫଟ କ୍ରିକେଟର ଭରପୂର ମଜା ପାଇବେ। ୨୦୨୧ରେ ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆକୁ ତା’ରି ମାଟିରେ କ୍ରମାଗତ ଦ୍ୱିତୀୟ […]

Team-India

Team-India

Hemant Lenka
  • Published: Saturday, 01 January 2022
  • Updated: 01 January 2022, 12:24 PM IST

Sports

Latest News

ନୂଆଦିଲ୍ଲୀ: ବିଦାୟୀ ୨୦୨୧ ବର୍ଷ ଭଳି ନବବର୍ଷ ୨୦୨୨ରେ ମଧ୍ୟ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ମିଳିବ ଭରପୂର ମନୋରଞ୍ଜନ। କାରଣ ୨୦୨୨ରେ ଟିମ ଇଣ୍ଡିଆ କ୍ରମାଗତ ଭାବେ ବିଭିନ୍ନ ସିରିଜ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇବ। ସେହିପରି ଚଳିତ ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ମଧ୍ୟ ଆୟୋଜନ ହେବ।

ତେଣୁ କ୍ରିକେଟ ଫ୍ୟାନ୍ସମାନେ ଫଟାଫଟ କ୍ରିକେଟର ଭରପୂର ମଜା ପାଇବେ। ୨୦୨୧ରେ ଟିମ ଇଣ୍ଡିଆ ଟେଷ୍ଟ କ୍ରିକେଟରେ ଜବରଦସ୍ତ ପ୍ରଦର୍ଶନ କରିଥିଲା। ଅଷ୍ଟ୍ରେଲିଆକୁ ତା’ରି ମାଟିରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜ୍‌ରେ ମାତ ଦେଇ ନିଆରା ସଫଳତା ହାସଲ କରିଥିଲା ଭାରତ।

ବର୍ଷର ଶେଷ ଟେଷ୍ଟରେ ବିରାଟ ବାହିନ ଦକ୍ଷିଣ ଆଫ୍ରିକାକୁ ତା’ରି ମାଟିରେ ଚିତ କରିଥିଲା। ଟିମ ଇଣ୍ଡିଆ ୨୦୨୨ ଜାନୁଆରୀ ୩ରେ ଦକ୍ଷିଣ ଆଫ୍ରିକା ସହ ଦ୍ୱିତୀୟ ଟେଷ୍ଟ ଖେଳିବ। ଦୀର୍ଘ ୨୯ ବର୍ଷ ମଧ୍ୟରେ ଭାରତ କେବେ ହେଲେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ ଜିତିନି। ତେବେ ୨୦୨୨ରେ ଏହି ଇତିହାସ ବଦଳିବ ବୋଲି ସମସ୍ତେ ଆଶା ରଖିଛନ୍ତି। ଅନ୍ତର୍ଜାତୀୟ ସିରିଜ ବ୍ୟତୀତ ୨୦୨୨ରେ ଭାରତରେ ଆଇପିଏଲ ମଧ୍ୟ ଖେଳାଯିବ।

ତେବେ ଆସନ୍ତୁ ଜାଣିବା ଟିମ୍‌ ଇଣ୍ଡିଆର ମ୍ୟାଚ୍‌ ସୂଚୀ

ଭାରତ ବନାମ ଦକ୍ଷିଣ ଆଫ୍ରିକା

ଜାନୁଆରୀ ୩ରୁ ୭- ଦ୍ୱିତୀୟ ଟେଷ୍ଟ, ଜୋହାନ୍ସବର୍ଗ

ଜାନୁଆରୀ ୧୧ ରୁ ଜାନୁଆରୀ ୧୫: ତୃତୀୟ ଟେଷ୍ଟ, କେପ୍ ଟାଉନ୍।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌

ଜାନୁଆରୀ ୧୯- ପ୍ରଥମ ଦିନିକିଆ, ପାର୍ଲୀ

ଜାନୁଆରୀ ୨୧- ଦ୍ୱିତୀୟ ଦିନିକିଆ, ପାର୍ଲୀ

ଜାନୁଆରୀ ୨୩- ତୃତୀୟ ଦିନିକିଆ, କେପ ଟାଉନ

ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ

ଫେବୃଆରୀ ୬- ପ୍ରଥମ ଦିନିକିଆ, ଅହମଦାବାଦ

ଫେବୃଆରୀ ୯- ଦ୍ୱିତୀୟ ଦିନିକିଆ, ଜୟପୁର

ଫେବୃଆରୀ ୧୨- ତୃତୀୟ ଦିନିକିଆ, କୋଲକାତା

ଭାରତ ବନାମ ୱେଷ୍ଟଇଣ୍ଡିଜ ଟି-୨୦ ସିରିଜ

ଫେବୃଆରୀ ୧୫- ପ୍ରଥମ ଟି-୨୦, କଟକ

ଫେବୃଆରୀ ୧୮- ଦ୍ୱିତୀୟ ଟ-୨୦, ବିଶାଖାପଟନମ୍
ଫେବୃଆରୀ ୨୦- ତୃତୀୟ ଟି-୨୦, ଥିରୁବନନ୍ତପୁରମ୍

ଭାରତ ବନାମ ଶ୍ରୀଲଙ୍କା ଟେଷ୍ଟ ସିରିଜ

ଫେବୃଆରୀ ୨୫ରୁ ମାର୍ଚ୍ଚ ୧- ପ୍ରଥମ ଟେଷ୍ଟ, ବେଙ୍ଗାଲୁରୁ

ମାର୍ଚ୍ଚ ୫ରୁ ୯ ତାରିଖ: ଦ୍ୱିତୀୟ ଟେଷ୍ଟ, ମୋହାଲି

ଭାରତ ବନାମ ଶ୍ରୀଲଙ୍କା ଟି-୨୦ ସିରିଜ

ମାର୍ଚ୍ଚ ୧୩: ପ୍ରଥମ ଟି-୨୦, ମୋହାଲି

ମାର୍ଚ୍ଚ ୧୫: ଦ୍ୱିତୀୟ ଟି-୨୦, ଧର୍ମଶାଳା

ମାର୍ଚ୍ଚ ୧୮: ତୃତୀୟ ଟି-୨୦, ଲକ୍ଷ୍ନୌ

ଏହାପରେ ଆଇପିଏଲ ଆରମ୍ଭ ହେବ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌

ଜୁନ୍ ୯: ପ୍ରଥମ ଟି-୨୦, ଚେନ୍ନାଇ

ଜୁନ୍ ୧୨: ଦ୍ୱିତୀୟ ଟି-୨୦, ବେଙ୍ଗାଲୁରୁ

ଜୁନ୍ ୧୪: ତୃତୀୟ ଟି-୨୦, ନାଗପୁର

ଜୁନ୍ ୧୭: ଚତୁର୍ଥ ଟି-୨୦, ରାଜକୋଟ

ଜୁନ୍ ୧୯: ପଞ୍ଚମ ଟି-୨୦, ଦିଲ୍ଲୀ

ମହାମାରୀ କରୋନା ପାଇଁ ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥଗିତ ଥିବା ଟେଷ୍ଟ ସିରିଜ୍‌ର ଶେଷ ମ୍ୟାଚ୍‌ ଜୁଲାଇ ମାସରେ ଖେଳାଯିବ। ଏହି ସିରିଜ୍‌ରେ ୪ଟି ମ୍ୟାଚ୍‌ ପୂର୍ବରୁ ଖେଳା ଯାଇ ସାରିଛି। ଯେଉଁଥିରେ ଭାରତ ୨-୧ରେ ଆଗୁଆ ରହିଛି। ଶେଷ ମ୍ୟାଚ୍‌ ଖେଳିବାକୁ ଭାରତ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ କରୋନା ଏଥିରେ ପ୍ରତିବନ୍ଧକ ସାଜିଥିଲା।

ଟିମ ଇଣ୍ଡିଆର ମୁଖ୍ୟ କୋଚ୍‌ଙ୍କ ସମେତ ଆଉ କିଛି ସପୋର୍ଟ ଷ୍ଟାଫ କରୋନାରେ ଆକ୍ରାନ୍ତ ହୋଇଥିଲେ। ଫଳରେ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଦୁଇ ବୋର୍ଡ ଆପୋଷ ବୁଝାମଣା ଦ୍ୱାରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ଉକ୍ତ ସ୍ଥଗିତ ମ୍ୟାଚ୍‌ ଜୁଲାଇ ୧ ତାରିଖ ୨୦୨୨ରେ ଖେଳାଯିବ।

ଭାରତ ବନାମ ଇଂଲଣ୍ଡ ସିରିଜ୍‌

ଜୁଲାଇ ୧- ୫ମ ଟେଷ୍ଟ, ବର୍ମିଂହାମ୍

ଜୁଲାଇ ୭- ପ୍ରଥମ ଟି-୨୦, ସାଉଥାମ୍ପଟନ୍

ଜୁଲାଇ ୯- ଦ୍ୱିତୀୟ ଟି-୨୦, ବର୍ମିଂହାମ୍

ଜୁଲାଇ ୧୦- ତୃତୀୟ ଟି-୨୦ ନଟିଂହାମ୍

ଭାରତ ବନାମ ଇଂଲଣ୍ଡ ଦିନିକିଆ ସିରିଜ୍‌

ଜୁଲାଇ ୧୨- ପ୍ରଥମ ଦିନିକିଆ, ଲଣ୍ଡନ

ଜୁଲାଇ ୧୪- ଦ୍ୱିତୀୟ ଦିନିକିଆ, ଲଣ୍ଡନ

ଜୁଲାଇ ୧: ତୃତୀୟ ଦିନିକିଆ, ମାଞ୍ଚେଷ୍ଟର

ଭାରତୀୟ ଟିମର ଇଂଲଣ୍ଡ ଗସ୍ତ ପରେ ଅଷ୍ଟ୍ରେଲିଆରେ ଟି -20 ବିଶ୍ୱକପ ଖେଳାଯିବ। ଅବଶ୍ୟ ଟି-୨୦ ବିଶ୍ୱକପ ନଭେମ୍ବରରେ ଆରମ୍ଭ ହେବ। ଏହାପୂର୍ବରୁ ଆଉ କିଛି ସିରିଜ୍‌ ପାଇଁ ବିସିସିଆଇ ସୂଚୀ ପ୍ରସ୍ତୁତ କରିପାରେ। ହେଲେ ଏଯାଏ କୌଣସି ସିରିଜ୍‌ ସମ୍ପର୍କରେ ବିସିସିଆଇ ସ୍ପଷ୍ଟ କରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story