ମହିଳା ଟିଟି ଟିମର ବିଜୟ ଧାରା ଜାରି: ଗୁଏନାକୁ ବି ୩-୦ରେ ହରାଇଲା

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ର ବିଜୟ ଧାରା ଜାରି ରହିଛି। ଅଭିଜ୍ଞ ମନିକା ବାତ୍ରାଙ୍କ ଟିଟି ଟିମ୍‌ ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌କୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି। ତୃତୀୟ ମୁକାବିଲାରେ ଭାରତ ପ୍ରତିପକ୍ଷ ଗୁଏନାକୁ ୩-୦ରେ ପରାସ୍ତ କରିଛି। ଏହାପୂର୍ବରୁ ଦଳ ଦକ୍ଷିଣ ଆଫ୍ରିକା ଓ ଫିଜିକୁ ସମାନ ୩-୦ରେ ପରାସ୍ତ କରିଥିଲା। ୪ ବର୍ଷ ତଳେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଟିଟି ଟିମ୍‌ ସ୍ୱର୍ଣ୍ଣ […]

manika

manika

Hemant Lenka
  • Published: Saturday, 30 July 2022
  • Updated: 30 July 2022, 05:30 PM IST

Sports

Latest News

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍‌ର ବିଜୟ ଧାରା ଜାରି ରହିଛି। ଅଭିଜ୍ଞ ମନିକା ବାତ୍ରାଙ୍କ ଟିଟି ଟିମ୍‌ ଗ୍ରୁପ୍‌ ପର୍ଯ୍ୟାୟର ତୃତୀୟ ମ୍ୟାଚ୍‌କୁ ମଧ୍ୟ ଏକତରଫା ଭାବେ ଜିତି ନେଇଛି। ତୃତୀୟ ମୁକାବିଲାରେ ଭାରତ ପ୍ରତିପକ୍ଷ ଗୁଏନାକୁ ୩-୦ରେ ପରାସ୍ତ କରିଛି। ଏହାପୂର୍ବରୁ ଦଳ ଦକ୍ଷିଣ ଆଫ୍ରିକା ଓ ଫିଜିକୁ ସମାନ ୩-୦ରେ ପରାସ୍ତ କରିଥିଲା।

୪ ବର୍ଷ ତଳେ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଟିଟି ଟିମ୍‌ ସ୍ୱର୍ଣ୍ଣ ଜିତିଥିଲା। ଏହି ଟାଇଟଲକୁ ବଜାୟୀ ରଖିବା ପାଇଁ ଦଳ ଏଥର ଲକ୍ଷ୍ୟ ରଖିଛି। ଏବେ ଗ୍ରୁପ୍‌ ପର୍ଯ୍ୟାୟରେ ଭାରତ ୩ଟି ମ୍ୟାଚ୍‌ରୁ ୩ ବିଜୟ ସହ ଶୀର୍ଷରେ ରହିଛି। ଦୁଇଟି ବିଜୟ ସହ ଗୁଏନା ଦ୍ୱିତୀୟ ସ୍ଥାନରେ ଅଛି।

ଆଜି ଗୁଏନା ବିପକ୍ଷ ମ୍ୟାଚ୍‌ରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିବ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ଭାରତୀୟ ମହିଳା ଟିମ୍‌ର ଜଲୱା ଆଗରେ ଗୁଏନା ଖେଳାଳିମାନେ ଫିକା ପଡ଼ି ଯାଇଥିଲେ। ଭାରତୀୟ ଯୋଡ଼ି ଶ୍ରୀଜା ଅକୁଲା ଓ ରୀତା ଟେନ୍ନିସନ ପ୍ରଥମ ମ୍ୟାଚ୍‌ରେ ଗୁଏନାର ନାଟାଲିଆ କୁମିଙ୍ଗସ ଓ ଚେଲସା ଇଡିଘିଲ୍ଲଙ୍କୁ ଭେଟିଥିଲେ। ଏହି ସେଟକୁ ଭାରତୀୟ ଯୋଡ଼ି ୧୧-୫ ଓ ୧୧-୭ରେ ଜିତି ନେଇଥିଲେ।

ଏଥିସହ ଭାରତ ୧-୦ର ଲିଡ୍‌ ହାସଲ କରିଥିଲା। ଦ୍ୱିତୀୟ ଟାଇରେ ମନିକା ବାତ୍ରାଙ୍କ ମୁକାବିଲା ଥୁରାଇ ଥୋମାସଙ୍କ ସହ ହୋଇଥିଲା। ଏହି ଟାଇକୁ ମନିକା ଏକତରଫା ଭାବେ ୧୧-୧, ୧୧-୩ ଓ ୧୧-୨ରେ ବାଜିମାତ କରିଥିଲେ। ସେହିପରି ତୃତୀୟ ଟାଇକୁ ରୀତା ଜିତି ଭାରତକୁ ୩-୦ରେ ଆଗୁଆ କରି ଦେଇଥିଲେ। ଏହି ୩-୦ ଲିଡ୍‌ ସହ ଭାରତ ପ୍ରତିପକ୍ଷ ଗୁଏନାକୁ ୨ଟି ଟାଇ ପୂର୍ବରୁ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story