୧୧.୫ କୋଟିରେ ଲିଭିଂଷ୍ଟୋନ୍‌କୁ କିଣିଲା ପଞ୍ଜାବ

ନୂଆଦିଲ୍ଲୀ: ୧୧ କୋଟି ୫୦ ଲକ୍ଷରେ ବିକ୍ରି ହେଲେ ଇଂଲଣ୍ଡର ଅଲ୍‌ ରାଉଣ୍ଡର ଖେଳାଳି ଲିଆମ ଲିଭିଂଷ୍ଟୋନ୍‌। ତାଙ୍କୁ କିଣିଲା ପଞ୍ଜାବ କିଙ୍ଗ। ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଓଡିନ୍‌ ସ୍ମିଥଙ୍କୁ ୬ କୋଟି ଟଙ୍କାରେ କିଣିଲା ପଞ୍ଜାବ। ଜାରି ରହିଛି ଆଇପିଏଲ୍‌-୨୦୨୨ ନିଲାମ। ଆଜି ଦ୍ୱିତୀୟ ଦିନରେ ଆଇପିଏଲ୍‌ ଖେଳାଳିଙ୍କ ଅକ୍ସନ ଚାଲିଛି। ଆଜିର ନିଲାମରେ ପ୍ରଥମେ ବିକ୍ରୟ ହୋଇଥିବା ଖେଳାଳି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟସ୍‌ମ୍ୟାନ୍‌ ଏଡେନ୍‌ ମାର୍‌କ୍ରାମ୍‌। ତାଙ୍କୁ ‘ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌’ […]

livingstone

livingstone

Madhupriya Mistry
  • Published: Sunday, 13 February 2022
  • Updated: 13 February 2022, 01:58 PM IST

Sports

Latest News

ନୂଆଦିଲ୍ଲୀ: ୧୧ କୋଟି ୫୦ ଲକ୍ଷରେ ବିକ୍ରି ହେଲେ ଇଂଲଣ୍ଡର ଅଲ୍‌ ରାଉଣ୍ଡର ଖେଳାଳି ଲିଆମ ଲିଭିଂଷ୍ଟୋନ୍‌। ତାଙ୍କୁ କିଣିଲା ପଞ୍ଜାବ କିଙ୍ଗ। ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଓଡିନ୍‌ ସ୍ମିଥଙ୍କୁ ୬ କୋଟି ଟଙ୍କାରେ କିଣିଲା ପଞ୍ଜାବ। ଜାରି ରହିଛି ଆଇପିଏଲ୍‌-୨୦୨୨ ନିଲାମ। ଆଜି ଦ୍ୱିତୀୟ ଦିନରେ ଆଇପିଏଲ୍‌ ଖେଳାଳିଙ୍କ ଅକ୍ସନ ଚାଲିଛି।

IPL 2022 Mega Auction: Liam Livingstone, Odean Smith join PBKS; supporters hail new 'Kings'

ଆଜିର ନିଲାମରେ ପ୍ରଥମେ ବିକ୍ରୟ ହୋଇଥିବା ଖେଳାଳି ହେଉଛନ୍ତି ଦକ୍ଷିଣ ଆଫ୍ରିକାର ବ୍ୟାଟସ୍‌ମ୍ୟାନ୍‌ ଏଡେନ୍‌ ମାର୍‌କ୍ରାମ୍‌। ତାଙ୍କୁ ‘ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌’ ୨.୬୦ କୋଟି ଟଙ୍କାରେ କିଣିଛି। ‘କୋଲ୍‌କାତା ନାଇଟ୍‌ ରାଇଡର୍ସ’ ଆଜିଙ୍କ୍ୟ ରାହାଣେଙ୍କୁ ୧ କୋଟି ଟଙ୍କାରେ କିଣିଛି।  ବ୍ୟାଟ୍ସ୍‌ମ୍ୟାନ୍‌ ମନଦୀପ ସିଂହଙ୍କୁ ମାତ୍ର ୧.୧୦ କୋଟି ଟଙ୍କାରେ କ୍ରୟ କରିଛି ‘ଦିଲ୍ଲୀ କ୍ୟାପିଟାଲ୍ସ’। ସେହିପରି ଦକ୍ଷିଣ ଆଫ୍ରିକାର ମାର୍କୋ ଜାନ୍ସେନ୍‌ଙ୍କୁ ୪ କୋଟି ୨୦ ଲକ୍ଷରେ କିଣିଲା ହାଇଦ୍ରାବାଦ। ଚେନ୍ନାଇ ସୁପର କିଙ୍କସ ଶିବମ ଦୁବେଙ୍କୁ ୪ କୋଟି ଟଙ୍କାରେ କିଣିଛି।

ସେହିପରି ଭାରତୀୟ ଅଲ୍‌-ରାଉଣ୍ଡର୍‌ ଜୟନ୍ତ ଯାଦବଙ୍କୁ ୧.୭୦ କୋଟି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧.୪୦ କୋଟି ଟଙ୍କାରେ କିଣିଛି ‘ଗୁଜରାଟ ଟାଇଟନ୍‌ସ୍‌’ ଏବଂ କେ. ଗୌତମଙ୍କୁ ‘ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌’ ୯୦ ଲକ୍ଷ ଟଙ୍କାରେ କିଣିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story