ଏଲଏଲସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଜୁଭେନାଇଲର ଏକତରଫା ବିଜୟ

ଭୁବନେଶ୍ୱର: ନୟାପଲ୍ଲୀର ଆଇଆରସି ଭିଲେଜ ସ୍ଥିତ ଏଲଏଲସିସି ଖେଳ ପଡ଼ିଆରେ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ଜୁଭେନାଇଲ ଏକାଡେମୀ କଟକ ଏକତରଫା ବିଜୟ ହାସଲ କରିଛି। ଜୁଭେନାଇଲ ପ୍ରତିପକ୍ଷ କ୍ଲବ ରେଡ ଷ୍ଟାରକୁ ବିଶାଳ ୨୪୨ ରନ୍‌ରେ ପରାସ୍ତ କରିଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜୁଭେନାଇଲ ନିର୍ଦ୍ଧାରିତ ୩୫ ଓଭର୍‌ରେ ୨ ୱିକେଟ ହରାଇ ୩୭୮ ରନ କରିଥିଲା। ଦଳ ପକ୍ଷରୁ ପି ମୋକସିତ ସର୍ବାଧକ […]

LLCC

LLCC

Hemant Lenka
  • Published: Tuesday, 12 April 2022
  • Updated: 12 April 2022, 05:14 PM IST

Sports

Latest News

ଭୁବନେଶ୍ୱର: ନୟାପଲ୍ଲୀର ଆଇଆରସି ଭିଲେଜ ସ୍ଥିତ ଏଲଏଲସିସି ଖେଳ ପଡ଼ିଆରେ ଚାଲିଥିବା ୧୪ ବର୍ଷରୁ କମ ଡ୍ୟୁଜ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ମ୍ୟାଚରେ ଜୁଭେନାଇଲ ଏକାଡେମୀ କଟକ ଏକତରଫା ବିଜୟ ହାସଲ କରିଛି। ଜୁଭେନାଇଲ ପ୍ରତିପକ୍ଷ କ୍ଲବ ରେଡ ଷ୍ଟାରକୁ ବିଶାଳ ୨୪୨ ରନ୍‌ରେ ପରାସ୍ତ କରିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଜୁଭେନାଇଲ ନିର୍ଦ୍ଧାରିତ ୩୫ ଓଭର୍‌ରେ ୨ ୱିକେଟ ହରାଇ ୩୭୮ ରନ କରିଥିଲା। ଦଳ ପକ୍ଷରୁ ପି ମୋକସିତ ସର୍ବାଧକ ୧୦୪ ରନ୍‌ କରିଥିବା ବେଳେ ବୈଷ୍ନନୋ ମହାନ୍ତି ଅପରାଜିତ ୯୪ର ରନ୍‌ ଇନିଂସ୍‌ ଖେଳିଛନ୍ତି। ସେହିପରି ମୟଙ୍କ ପଟ୍ଟନାୟକ ମାତ୍ର ୩୨ ବଲରେ ୭୭ ରନ୍ କରିଥିଲେ।

ମୟଙ୍କ ଶେଷ ଓଭରରେ ୬ଟି ଯାକ ବଲରେ ୬ଟି ଚୌକା ମାରି ନିଜର ଆକ୍ରମଣାତ୍ମକ ରୂପ ଦେଖାଇଛନ୍ତି। ଏଥିସହ ସେ ଶେଷ ଯାଏ ଅପରାଜିତ ମଧ୍ୟ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବୀ ପ୍ରସାଦ ୪୩ ରନ୍‌ କରିଥିଲେ। ମୋକସିତ ୫୮ଟି ବଲରେ ୧୦୪ ରନ୍‌ର ଇନିଂସ ଖେଳିଥିଲେ। ଏଥିରେ ୨୨ଟି ଚୌକା ରହିଥିଲା।

୩୭୯ ରନର ଟାର୍ଗେଟ ପାଇଥିବା କ୍ଲବ ରେଡ ଷ୍ଟାର ପ୍ରଥମ ଓଭର୍ରେ ହିଁ ସିତେଶ ବାରିକ(୦)ଙ୍କୁ ହରାଇଥିଲା। ଏହାପରେ ସ୍ୱଂୟ ଭୂୟାଁ ୩୬, ସାଇ ନାରାୟଣ ୧୬, ରୁଦ୍ରାକ୍ଷ ପରିଡ଼ା(୦), ସତ୍ୟଜିତ ପାତ୍ର ୨୦, ଦିପ୍ରଲୋଚନ ମହାନ୍ତି ୧୦ ନିରାଶ କରିଥିଲେ। ଶେଷ ଭାଗରେ ଅଭନ ମିଶ୍ର ୨୫ ରନ୍‌ କରିବାରୁ ଦଳ ନିର୍ଦ୍ଧାରିତ ୩୫ ଓଭରରେ ୮ଟି ୱିକେଟ ହରାଇ କେବଳ ୧୩୬ ରନ୍‌ କରିପାରିଥିଲା। ଏହି ପରାଜୟ ସହ ରେଡ ଷ୍ଟାର ପୂରା ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି।

ମ୍ୟାଚ୍‌ରେ ଶତକୀୟ ଇନିଂସ୍‌ ଖେଳିଥିବା ମୋକସିତଙ୍କୁ ଓଡ଼ିଶା ରଣଜୀ ଟିମର ପୂର୍ବତନ ଖେଳାଳି ଆଲୋକ ମଙ୍ଗରାଜ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଦେଇଛନ୍ତି। ପୁରସ୍କାର ଉତ୍ସବରେ ଶୁଭମ ଶତ୍ରୁଜିତ ଯୋଗ ଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story