ରାଜସ୍ଥାନ ବିପକ୍ଷରେ ଟସ୍‌ ଜିତିଲା କୋଲକାତା

ମୁମ୍ବାଇ: ଆଇପିଏଲର ୩୦ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବୋଲିଂ କରିବ। କୋଲକାତା ଶେଷ ମ୍ୟାଚ୍‌ରେ ହାଇଦ୍ରାବାଦ ଠାରୁ ହାରିଥିଲା। ସେହିପରି ରାଜସ୍ଥାନ ମଧ୍ୟ ଗୁଜରାଟ ଠାରୁ ପରାସ୍ତ ହୋଇଥିଲା। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। କୋଲକାତା ତା’ର ଚୂଡ଼ାନ୍ତ […]

KKR

KKR

Hemant Lenka
  • Published: Monday, 18 April 2022
  • Updated: 18 April 2022, 07:16 PM IST

Sports

Latest News

ମୁମ୍ବାଇ: ଆଇପିଏଲର ୩୦ତମ ମ୍ୟାଚ୍‌ରେ ମୁହାଁମୁହିଁ ହେଉଛନ୍ତି ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ। ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ରାଜସ୍ଥାନ ପ୍ରଥମେ ବୋଲିଂ କରିବ।

କୋଲକାତା ଶେଷ ମ୍ୟାଚ୍‌ରେ ହାଇଦ୍ରାବାଦ ଠାରୁ ହାରିଥିଲା। ସେହିପରି ରାଜସ୍ଥାନ ମଧ୍ୟ ଗୁଜରାଟ ଠାରୁ ପରାସ୍ତ ହୋଇଥିଲା। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ।

କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଅମନ ଖାନଙ୍କ ବଦଳରେ ଶିମବ ମାଭି ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ସୁନୀଲ ନାରିନ ଆଜି ତାଙ୍କ ଆଇପିଏଲ କ୍ୟାରିୟର୍‌ରେ ୧୫୦ତମ ମ୍ୟାଚ୍‌ ଖେଳୁଛନ୍ତି। ରାଜସ୍ଥାନ ରୟାଲ୍ସ କିନ୍ତୁ ଚୂଡ଼ାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି।

ଗତ ମ୍ୟାଚ୍‌ରେ ଖେଳୁ ନଥିବା ଟ୍ରେଣ୍ଟ ବୋଲ୍ଟ ଆଜି ଫିଟ୍‌ ହୋଇ କମବ୍ୟାକ କରିଛନ୍ତି। ସେହିପରି ଓବେଡ ମ୍ୟାକକୋୟ ରାଜସ୍ଥାନ ପକ୍ଷରୁ ଡେବ୍ୟୁ କରିଛନ୍ତି। କରୁଣ ନାଏରଙ୍କୁ ମଧ୍ୟ ଆଜି ରାଜସ୍ଥାନ ସୁଯୋଗ ଦେଇଛି। ଗତମ୍ୟାଚ୍‌ରେ ଖେଳୁଥିବା ଜିମ୍ମି ନୀଶମ, ରସେଇ ଭାନ ଡେର ଡୁସେନ ଓ କୁଲଦୀପ ଯାଦବ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story