ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ଖେଳିବେନି ରୋହିତ, ଅଧିନାୟକ ଏବେ ଏହି ଖେଳାଳି

ମୁମ୍ବାଇ: ଟେଷ୍ଟ ଭଳି ଆହତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରୁ ମଧ୍ୟ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା। ବିସିସିଆଇ ରୋହିତଙ୍କୁ ଦିନିକିଆ ଅଧିନାୟକ ପଦ ଦେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ସେ ଅଭିଯାନ ଆରମ୍ଭ କରିଥାଆନ୍ତେ। ହେଲେ ଆହତ ସମସ୍ୟା ତାଙ୍କ ରାସ୍ତାରେ କଣ୍ଟା ସାଜିଛି। ରୋହିତ ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ କେଏଲ […]

Team-india1

Team-india1

Hemant Lenka
  • Published: Friday, 31 December 2021
  • Updated: 31 December 2021, 09:09 PM IST

Sports

Latest News

ମୁମ୍ବାଇ: ଟେଷ୍ଟ ଭଳି ଆହତ ସମସ୍ୟା ଯୋଗୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ରୁ ମଧ୍ୟ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା। ବିସିସିଆଇ ରୋହିତଙ୍କୁ ଦିନିକିଆ ଅଧିନାୟକ ପଦ ଦେବା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ରୁ ସେ ଅଭିଯାନ ଆରମ୍ଭ କରିଥାଆନ୍ତେ।

ହେଲେ ଆହତ ସମସ୍ୟା ତାଙ୍କ ରାସ୍ତାରେ କଣ୍ଟା ସାଜିଛି। ରୋହିତ ଆହତ ହୋଇଥିବାରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ କେଏଲ ରାହୁଲ ଟିମ ଇଣ୍ଡିଆର କମାଣ ସମ୍ଭାଳିବେ। ସେହିପରି ଯଶପ୍ରୀତ ବୁମ୍ରାଙ୍କୁ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ କରାଯାଇଛି।

ଟିମ୍‌ରେ ବିରାଟ କୋହଲି ମଧ୍ୟ ରହିଛନ୍ତି। ତେବେ ୧୮ ଜଣିଆ ସ୍କ୍ୱାଡରେ ମହମ୍ମଦ ଶାମି, ରବୀନ୍ଦ୍ର ଜାଡେଜା ଓ ଅକ୍ଷର ପଟେଲଙ୍କୁ ସ୍ଥାନ ମିଳିନି। ଶାମିଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଜାଡେଜା ଓ ଅକ୍ଷର ଏଯାଏ ଫିଟ ହୋଇନାହାନ୍ତି। ତେଣୁ ସେମାନଙ୍କୁ ବିସିସିଆଇ ଦକ୍ଷିଣ ଆଫ୍ରିକା ସିରିଜ୍‌ରୁ ବାଦ ଦେଇଛି। ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ସ୍କ୍ୱାଡରେ ନାହାନ୍ତି।

ଏହାବାଦ ଜବରଦସ୍ତ ଫର୍ମରେ ଥିବା ଋତୁରାଜ ଗାଏକ୍ୱାଡ ଦିନିକିଆ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି। ସେହିପରି ଦଳକୁ ଶିଖର ଧୱନଙ୍କ କମବ୍ୟାକ ହୋଇଛି। ରୋହିତଙ୍କ ଅନୁପସ୍ଥିତିରେ ଶିଖର ହିଁ ଓପନିଂ କରିବେ। ଏହାବାଦ ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ୟୁଜଭେନ୍ଦର ଚହଲ, ଆର ଅଶ୍ୱିନ, ୱାଶିଂଟନ ସୁନ୍ଦର, ଋଷଭ ପନ୍ତ ଓ ଈଶାନ କିଶନ ମଧ୍ୟ ଦଳରେ ରହିଛନ୍ତି।

ଦ୍ରୁତ ବୋଲର ଭାବେ ବୁମ୍ରାଙ୍କ ସହ ଭୁବନେଶ୍ୱର କୁମାର, ଦୀପକ ଚହର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ ଓ ଶାର୍ଦ୍ଦୁଲ ଠାକୁର ରହିଛନ୍ତି।
ଭାରତୀୟ ଟିମ ଏବେ ଦକ୍ଷିଣ ଆଫ୍ରିକାରେ ଟେଷ୍ଟ ସିରିଜ୍‌ ଖେଳୁଛି।

୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଦଳ ବିଜୟ ହୋଇଛି। ଏହା ପରେ ଦ୍ୱିତୀୟ ଟେଷ୍ଟ ଆସନ୍ତାବର୍ଷ ଜାନୁଆରୀ ୩ରୁ ଜୋହାନସବର୍ଗ ଓ ତୃତୀୟ ଟେଷ୍ଟ ଜାନୁଆରୀ ୧୧ରୁ କେପ୍ ଟାଉନରେ ଆରମ୍ଭ ହେବ। ଟେଷ୍ଟ ସିରିଜ୍ ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜାନୁଆରୀ ୧୯ ତାରିଖରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story