ପଞ୍ଜାବ ବିପକ୍ଷରେ ଟସ୍‌ ଜିତଲେ ଶ୍ରେୟସ ଆୟର

ମୁମ୍ବାଇ: ଆଇପିଏଲ ୨୦୨୨ର ୮ମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜା କିଙ୍ଗସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତିଛନ୍ତି। ଏଥିସହ ସବୁ ଅଧିନାୟକଙ୍କ ଭଳି ସେ ମଧ୍ୟ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ। କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଆରସିବିଠାରୁ ହାରି […]

Rabada

Rabada

Hemant Lenka
  • Published: Friday, 01 April 2022
  • Updated: 01 April 2022, 07:20 PM IST

Sports

Latest News

ମୁମ୍ବାଇ: ଆଇପିଏଲ ୨୦୨୨ର ୮ମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜା କିଙ୍ଗସ। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତିଛନ୍ତି। ଏଥିସହ ସବୁ ଅଧିନାୟକଙ୍କ ଭଳି ସେ ମଧ୍ୟ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ ମୟଙ୍କ ଅଗ୍ରୱାଲଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିବ। କୋଲକାତା ତା’ର ପ୍ରଥମ ମ୍ୟାଚ୍‌ରେ ଚେନ୍ନାଇକୁ ହରାଇଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଆରସିବିଠାରୁ ହାରି ଯାଇଥିଲା। ତେଣୁ ଆଜିର ମ୍ୟାଚ୍‌ ଜିତିବା କୋଲକାତା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ପଞ୍ଜାବ ତା’ର ପ୍ରଥମ ମ୍ୟାଚ୍‌ରେ ଆରିସିବିକୁ ହରାଇଥିଲା।

କୋଲକାତା ତା’ର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ୱିକେଟ କିପର ଶେଲଡନ ଜ୍ୟାକସନଙ୍କ ବଦଳରେ ଦ୍ରୁତ ବୋଲର ଶିବମ ମାଭିଙ୍କୁ ପୁଣି ସୁଯୋଗ ମିଳିଛି। ଏହାର ଅର୍ଥ ସାମ ବିଲଙ୍ଗସ ୱିକେଟ କିପର ଭୂମିକା ତୁଲାଇବେ। ସେହିପରି ଆନ୍ଦ୍ରେ ରସେଲ ଆଜି ବୋଲର ଅପେକ୍ଷା ବ୍ୟାଟର ଭୂମିକାରେ ଅବତୀର୍ଣ୍ଣ ହେବେ। କାରଣ ଆଜି କୋଲକାତା ଜଣେ ଅତିରିକ୍ତ ବୋଲର ଭାବେ ମାଭିଙ୍କୁ ସୁଯୋଗ ଦେଇଛି।

ଅନ୍ୟପକ୍ଷରେ ପଞ୍ଜାବ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳକୁ ଅଭିଜ୍ଞ କାଗିସୋ ରାବଡା କମବ୍ୟାକ କରିଛନ୍ତି। ସନ୍ଦୀପ ଶର୍ମାଙ୍କ ବଦଳରେ ତାଙ୍କୁ ସୁଯୋଗ ମିଳିଛି।

କୋଲକାତା: ଭେଙ୍କଟେଶ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର, ନୀତୀଶ ରାଣା, ସାମ ବିଲିଙ୍ଗସ, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଶିବମ ମାଭି, ଉମେଶ ଯାଦବ, ଟିମ ସାଉଦି ଓ ବରୁଣ ଚକ୍ରବର୍ତ୍ତୀ।

ପଞ୍ଜାବ: ମୟଙ୍କ ଅଗ୍ରୱାଲ, ଶିଖର ଧୱନଳ, ଲିଆମ ଲିଭିଙ୍ଗଷ୍ଟୋନ, ଭାନୁକା ରାଜପାକ୍ଷେ, ଓଡେନ ସ୍ମିଥ, ରାଜ ବାଜୱା, ଶାହାରୁଖ ଖାନ, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, କାଗିସୋ ରାବଡା ଓ ରାହୁଲ ଚହର ଦଳରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story