ଗର୍ଜିଲା ଡୁପ୍ଲେସିସ ଓ କାର୍ତ୍ତିକଙ୍କ ବ୍ୟାଟ, ପଞ୍ଜାବ ଆଗରେ ୨୦୬ ରନ୍‌ର ଟାର୍ଗେଟ

ମୁମ୍ବାଇ: ଅଧିନାୟକ ଦାୟିତ୍ୱ ପାଇବା ପରେ ଅଧିକ ଚମକିଛନ୍ତି ଫାଫ ଡୁପ୍ଲେସିସ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର କମାଣ ସମ୍ଭାଳିଥିବା ଡୁପ୍ଲେସିସ ପ୍ରଥମ ମ୍ୟାଚ୍‌ରେ ହିଁ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଅଭିଜ୍ଞ ଦୀନେଶ କାର୍ତ୍ତିକ ମଧ୍ୟ ଶେଷ ଭାଗରେ ନିଜର ଜଲୱା ଦେଖାଇଛନ୍ତି। ଡୁପ୍ଲେସିସଙ୍କ ୮୮ ଓ କାର୍ତ୍ତକଙ୍କ ୧୪ ବଲରେ ଅପରାଜିତ ୩୨ ରନ୍‌ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ବିଶାଳ ୨୦୫ ରନ୍‌ କରିଛି। ଫଳରେ ପଞ୍ଜାବ କିଙ୍ଗସକୁ ମ୍ୟାଚ୍‌ […]

RCB

RCB

Hemant Lenka
  • Published: Sunday, 27 March 2022
  • Updated: 27 March 2022, 09:21 PM IST

Sports

Latest News

ମୁମ୍ବାଇ: ଅଧିନାୟକ ଦାୟିତ୍ୱ ପାଇବା ପରେ ଅଧିକ ଚମକିଛନ୍ତି ଫାଫ ଡୁପ୍ଲେସିସ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)ର କମାଣ ସମ୍ଭାଳିଥିବା ଡୁପ୍ଲେସିସ ପ୍ରଥମ ମ୍ୟାଚ୍‌ରେ ହିଁ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଅଭିଜ୍ଞ ଦୀନେଶ କାର୍ତ୍ତିକ ମଧ୍ୟ ଶେଷ ଭାଗରେ ନିଜର ଜଲୱା ଦେଖାଇଛନ୍ତି।

ଡୁପ୍ଲେସିସଙ୍କ ୮୮ ଓ କାର୍ତ୍ତକଙ୍କ ୧୪ ବଲରେ ଅପରାଜିତ ୩୨ ରନ୍‌ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ବିଶାଳ ୨୦୫ ରନ୍‌ କରିଛି। ଫଳରେ ପଞ୍ଜାବ କିଙ୍ଗସକୁ ମ୍ୟାଚ୍‌ ଜିତିବା ପାଇଁ ୨୦୬ ରନ୍‌ର ଟାର୍ଗେଟ ମିଳିଛି। ଡୁପ୍ଲେସିସିଙ୍କ ବ୍ୟତୀତ ଆରସିବିର ପୂର୍ବତନ ଅଧିନାୟକ ବିରାଟ କୋହଲି ମଧ୍ୟ ଚମତ୍କାର ବ୍ୟାଟିଂ କରିଛନ୍ତି। ବିରାଟ ଅପରାଜିତ ୪୧ ରନ୍‌ କରିଥିବା ବେଳେ ଯୁବ ତାରକା ଅନୁଜ ରାୱତ ୨୧ ରନର ଇନିଂସ ଖେଳିଛନ୍ତି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ପାଇଁ ଡୁପ୍ଲେସିସି ଓ ଅନୁଜ ଇନିଂସ ଆରମ୍ଭ କରିଥିଲେ। ପ୍ରଥମରୁ ଡୁପ୍ଲେସିସ ବେଶ ଧିମା ଖେଳିଥିଲେ। ଏପରି କି ସେ ୧୭ ବଲରେ ମାତ୍ର ୭ ରନ୍‌ କରି ଶଟ ଖେଳିବାକୁ ସଂଘର୍ଷ କରିଥିଲେ। ଏହି ସମୟରେ ଅନୁଜ କିନ୍ତୁ କିଛି ଦର୍ଶନୀୟ ଶଟ ଖେଳିଥିଲେ। ଦଳୀୟ ସ୍କୋର ୭ ଓଭର୍‌ରେ ୫୦ ରନରେ ପହଞ୍ଚିବା ପରେ ଅନୁଜ ବ୍ୟକ୍ତିଗତ ୨୧ ରନ୍‌ କରି ରାହୁଲ ଚହରଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ।

ଏହାପରେ ଆସିଥିଲେ ବିରାଟ କୋହଲି। ସେ କ୍ରିଜ୍‌କୁ ଆସିବା କ୍ଷଣି ଡୁପ୍ଲେସିସ ନିଜର ଗିୟର ବଦଳାଇଥିଲେ। ବଡ଼ବଡ଼ ଶଟ ଖେଳି ପ୍ରଥମେ ସେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ।  ୭ ଓଭର ସୁଦ୍ଧା ଆରିସିବି ୫୦ ରନ୍‌ କରିଥିବା ବେଳେ ୧୭ ଓଭର ବେଳକୁ ଏହା ୧୬୮ ରନ୍‌ରେ ପହଞ୍ଚି ଯାଇଥିଲେ। ବିରାଟ ଓ ଡୁପ୍ଲେସିସ ଏକାଠି ୧୦ ଓଭର ବ୍ୟାଟିଂ କରିଥିଲେ ମଧ୍ୟ ପଞ୍ଜାବକୁ କୌଣସି କ୍ଷତି କରିବାକୁ ଦେଇ ନଥିଲେ।

ତେବେ ୧୭.୧ ଓଭର୍‌ରେ ଡୁପ୍ଲେସିସ ୮୮ ରନ୍‌ କରି ଅର୍ଶଦୀପଙ୍କ ବଲରେ ଆଉଟ ହୋଇଯାଇଥିଲେ। ୫୭ ବଲରେ ୮୮ ରନ୍‌ର ଇନିଂସ ଖେଳିଥିବା ଫାଫ ୭ଟି ଛକା ଓ ୩ଟି ଚୌକା ମାରିଛନ୍ତି। ସେ ଆଉଟ ହେବା ପରେ ମଧ୍ୟ ଆରସିବିର ରନ୍‌ ସଂଗ୍ରହ ହାରରେ ବ୍ରେକ ଲାଗି ନଥିଲା।

ଦୀନେଶ କାର୍ତ୍ତିକ କ୍ରିଜ୍‌କୁ ଆସିବା କ୍ଷଣି ବଡ଼ ଶଟ ଖେଳିବା ଆରମ୍ଭ କରିଥିଲେ। ବିରାଟ ମଧ୍ୟ ତାଙ୍କୁ ଭରପୂର ସହଯୋଗ କରିଥିଲେ। କାର୍ତ୍ତିକ ଶେଷ ଯାଏ ୧୪ ବଲରେ ୩୨ ରନ୍ ଓ ବିରାଟ ୪୧ ରନ୍ କରି ଅପରାଜିତ ରହିଥିଲେ। କାର୍ତ୍ତିକ ୩ଟି ଛକା ଓ ୩ଟି ଚୌକା ମାରିଛନ୍ତି। ଏହି ଇନିଂସ ବଳରେ ଆରସିବି ନିର୍ଦ୍ଧାରିତ ୨୦ ଓଭରରେ ୨ ୱିକେଟ ହରାଇ ୨୦୫ ରନ୍ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story