କୋହଲିଙ୍କ ସ୍ଥାନ ଛଡ଼ାଇ ନେଲେ ରୋହିତ୍

ଦୁବାଇ: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଫାଇଦା ହୋଇଛି। ଅନ୍ୟପକ୍ଷରେ ଆଉଟ୍ ଅଫ୍ ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଝଟକା ଲାଗିଛି। କୋହଲି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଟପ୍-୫ରୁ ବାଦ୍ ପଡ଼ିଛନ୍ତି। କୋହଲି ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ପଞ୍ଚମ ସ୍ଥାନ କବଜା କରିଛନ୍ତି ରୋହିତ। ଲିଡ୍ସ ଟେଷ୍ଟରେ ଅର୍ଦ୍ଧଶତକ ମାରିବା ପରେ ରୋହିତଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି। ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ରୋହିତଙ୍କ ରେଟିଂ […]

rohit-sharma

rohit-sharma

Ranjit Kumar Jena
  • Published: Wednesday, 01 September 2021
  • Updated: 01 September 2021, 04:39 PM IST

Sports

Latest News

ଦୁବାଇ: ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଫାଇଦା ହୋଇଛି। ଅନ୍ୟପକ୍ଷରେ ଆଉଟ୍ ଅଫ୍ ଫର୍ମରେ ଥିବା ଟିମ୍ ଇଣ୍ଡିଆ କ୍ୟାପଟେନଙ୍କୁ ଝଟକା ଲାଗିଛି। କୋହଲି ବ୍ୟାଟ୍ସମ୍ୟାନ୍ ରାଙ୍କିଙ୍ଗରେ ଟପ୍-୫ରୁ ବାଦ୍ ପଡ଼ିଛନ୍ତି। କୋହଲି ଏବେ ଷଷ୍ଠ ସ୍ଥାନକୁ ଖସି ଆସିଛନ୍ତି। ଅନ୍ୟପକ୍ଷରେ କୋହଲିଙ୍କ ପଞ୍ଚମ ସ୍ଥାନ କବଜା କରିଛନ୍ତି ରୋହିତ। ଲିଡ୍ସ ଟେଷ୍ଟରେ ଅର୍ଦ୍ଧଶତକ ମାରିବା ପରେ ରୋହିତଙ୍କୁ ଗୋଟିଏ ସ୍ଥାନର ଫାଇଦା ହୋଇଛି।

ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ରୋହିତଙ୍କ ରେଟିଂ ପଏଣ୍ଟ ୭୭୩ ହୋଇଛି। କୋହଲି ୭୬୬ ପଏଣ୍ଟ ସହ ଷଷ୍ଠରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ କୋହଲିଙ୍କ ଖରାପ ଫର୍ମ ଜାରି ରହିଛି। କୋହଲି ତିନୋଟି ଟେଷ୍ଟରେ ୧୨୪ ରନ୍ କରିଥିବା ବେଳେ ରୋହିତ୍ ୩ଟି ଟେଷ୍ଟରେ ୨୩୦ ରନ୍ କରିଛନ୍ତି। ରୋହିତ୍ ପ୍ରଥମଥର ଲାଗି ଟେଷ୍ଟ ବ୍ୟାଟିଂ ତାଲିକାର ଟପ୍-୫ରେ ପ୍ରବେଶ କରିଛନ୍ତି।

ଭାରତର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଟେଷ୍ଟ ରାଙ୍କିଙ୍ଗର ଟପ-୧୦ରୁ ଆଉଟ୍ ହୋଇଛନ୍ତି। ତୃତୀୟ ଟେଷ୍ଟ ପୂର୍ବରୁ ଅଷ୍ଟମ ସ୍ଥାନରେ ଥିବା ପନ୍ତ ଏବେ ଦ୍ୱାଦଶ ସ୍ଥାନକୁ ଖସି ଆସିଛନ୍ତି। ହେଡିଂଲେରେ ଖେଳାଯାଇଥିବା ତୃତୀୟ ଟେଷ୍ଟର ଉଭୟ ଇନିଂସରେ ପନ୍ତ ଦୁଇ ଅଙ୍କ ଛୁଇଁପାରିନଥିଲେ। ଯାହାର ସିଧାସଳଖ ପ୍ରଭାବ ରାଙ୍କିଙ୍ଗ୍ ଉପରେ ପଡ଼ିଛି। ହେଡିଂଲେ ଟେଷ୍ଟରେ ଫର୍ମକୁ ଫେରିଥିବା ଚେତେଶ୍ୱର ପୂଜାରା ତିନୋଟି ସ୍ଥାନ ଉଠି ୧୫ଶ ସ୍ଥାନରେ ପହଞ୍ଚିଛନ୍ତି।

https://twitter.com/ICC/status/1432987912589688836?s=20

ଅନ୍ୟପକ୍ଷରେ ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ଟେଷ୍ଟ ରାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ହଟାଇ ପ୍ରଥମ ସ୍ଥାନ କବଜା କରିଛନ୍ତି। ଏଥିସହ ୬ ବର୍ଷ ରୁଟ୍ ପୁଣିଥରେ ଆଇସିସି ରାଙ୍କିଙ୍ଗର ଟପ୍ ସ୍ପଟ୍ ହାସଲ କରିଛନ୍ତି। ଚଳିତ ଟେଷ୍ଟ ସିରିଜରେ ରୁଟ୍ ଜବରଦସ୍ତ ଫର୍ମରେ ଅଛନ୍ତି। ରୁଟ୍ ତିନୋଟି ଯାକ ଟେଷ୍ଟରେ ଲଗାତର ଶତକ ମାରିଛନ୍ତି। ସିରିଜ୍ ଆରମ୍ଭ ହେବା ପୂର୍ବରୁ ରୁଟ୍ ପଞ୍ଚମ ସ୍ଥାନରେ ଥିଲେ। କିନ୍ତୁ ତିନୋଟି ଟେଷ୍ଟରେ ତିନି ଶତକ ରୁଟଙ୍କୁ ଶୀର୍ଷ ସ୍ଥାନକୁ ଫେରାଇଛି।

ବୋଲରଙ୍କ ରାଙ୍କିଙ୍ଗରେ ଯଶପ୍ରୀତ ବୁମ୍ରା ଟପ୍-୧୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁମ୍ରା ଗୋଟିଏ ସ୍ଥାନ ଉପରକୁ ଉଠି ଦଶମରେ ପହଞ୍ଚିଛନ୍ତି। ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story