ରୋହିତ ଶର୍ମା ଟି-୨୦ ଅଧିନାୟକ, କେଏଲ୍‌ ରାହୁଲ ହେବେ ଡେପୁଟି!

ମୁମ୍ବାଇ: ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍‌। ଏହି ସିରିଜ୍‌ରେ ଭାରତର ଅଧିନାୟକ ହେବେ ରୋହିତ ଶର୍ମା। କାରଣ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ତେଣୁ ଟି-୨୦ ଫର୍ମାଟରେ ରୋହିତ ଶର୍ମା ହିଁ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ହେବେ। ତାଙ୍କର ପରୀକ୍ଷା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ହିଁ ଆରମ୍ଭ ହେବ […]

Rohit1

Rohit1

Hemant Lenka
  • Published: Tuesday, 09 November 2021
  • Updated: 09 November 2021, 06:19 PM IST

Sports

Latest News

ମୁମ୍ବାଇ: ଆସନ୍ତା ନଭେମ୍ବର ୧୭ରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ଟି-୨୦ ବିଶ୍ୱକପ ପରେ ଏହା ଭାରତ ଓ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ସିରିଜ୍‌। ଏହି ସିରିଜ୍‌ରେ ଭାରତର ଅଧିନାୟକ ହେବେ ରୋହିତ ଶର୍ମା। କାରଣ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡ଼ି ଦେଇଛନ୍ତି। ତେଣୁ ଟି-୨୦ ଫର୍ମାଟରେ ରୋହିତ ଶର୍ମା ହିଁ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ହେବେ। ତାଙ୍କର ପରୀକ୍ଷା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ହିଁ ଆରମ୍ଭ ହେବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ତାଙ୍କ ସହ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ରାହୁଲ ଡ୍ରାଭିଡ୍‌ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରୁ ଦାୟିତ୍ୱ ଗ୍ରହଣ କରିବେ। ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ବିଶ୍ୱକପ ପରେ ଶେଷ ହୋଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋହିତ ଟି-୨୦ରେ ଅଧିନାୟକ ହେବାକୁ ଯାଉଥିବା ବେଳେ କେଏଲ ରାହୁଲ ତାଙ୍କ ଡେପୁଟି ଭାବେ ଦାୟିତ୍ୱ ନେବେ। ରାହୁଲ ୩ଟି ଯାକ ଫର୍ମାଟରେ ଭଲ ପ୍ରଦର୍ଶନ କରୁଛନ୍ତି। ଏଥିସହ ସହ ଆଇପିଏଲରେ ବି ସେ ପଞ୍ଜାବ ଦଳ ନେତୃତ୍ୱ ନେଇ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ତେଣୁ ରୋହିତ ଓ ରାହୁଲ କମ୍ବିନେସନରେ ଭାରତ ଏଣିକି ଟି-୨୦ ଖେଳିବ ବୋଲି ଜଣାପଡ଼ିଛି।

ନ୍ୟୁଜିଲ୍ୟାଣ୍ତ ବିପକ୍ଷରେ ଭାରତ ପ୍ରଥମେ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହି ସିରିଜ୍‌ ପାଇଁ ଅଧିନାୟକ ଓ ଉପ ଅଧିନାୟକ ଏକ ପ୍ରକାରର ସ୍ଥିର ହୋଇ ସାରିଛନ୍ତି। କିନ୍ତୁ ଦଳରେ କେଉଁମାନେ ସାମିଲ ହେବେ, ତା’କୁ ନେଇ ବିଚାରବିମର୍ଶ ଚାଲିଛି। ବିରାଟ ଟି-୨୦ ସିରିଜ୍‌ରେ ଖେଳି ନ ପାରନ୍ତି। ତେଣୁ ଦଳର କମ୍ବିନେସନ ଉପରେ ସମସ୍ତଙ୍କ ନଜର ରହିଛି।

ପ୍ରଥମ ଟେଷ୍ଟରେ ବି ନେତୃତ୍ୱ ନେବେ ରୋହିତ

ମିଳିଥିବା ସୂଚନା ଅନୁଯାୟୀ ନଭେମ୍ବର ୨୫ରୁ କାନପୁରରେ ଆରମ୍ଭ ହେବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଟେଷ୍ଟରେ ବିରାଟ କୋହଲି ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ହିଁ ଦଳର କମାଣ ସମ୍ଭାଳିବେ। ପୂର୍ବଭଳି ଅଜିଙ୍କ୍ୟ ରାହଣେ ଟେଷ୍ଟ ଟିମ୍‌ର ଉପ ଅଧିନାୟକ ପଦ ସମ୍ଭାଳିବେ। କିନ୍ତୁ ବିରାଟଙ୍କ ଅନୁପସ୍ଥିତିରେ ରୋହିତ ହିଁ ଟେଷ୍ଟ ଟିମ୍‌ ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି।

ଦ୍ୱିତୀୟ ଟେଷ୍ଟ ଡିସେମ୍ବର ୩ରୁ ମୁମ୍ବାଇରେ ଆରମ୍ଭ ହେବ। ଏହି ସମୟରେ ବିରାଟ ଦଳକୁ କମବ୍ୟାକ କରିବା ସହ କ୍ୟାପ୍ଟେନଶିପ ପଦ ସମ୍ଭାଳିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ନଭେମ୍ବର ୧୭, ୧୯ ଓ ୨୧ ତାରିଖରେ ଟି-୨୦ ମ୍ୟାଚଗୁଡ଼ିକ ଖେଳାଯିବ। ଏହାପରେ ନଭେମ୍ବର ୨୫ରୁ ପ୍ରଥମ ଟେଷ୍ଟ ଓ ଡିସେମ୍ବର ୩ରୁ ଦ୍ୱିତୀୟ ଟେଷ୍ଟ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story