୮ରୁ ୮ ପରାଜୟ ପରେ ରୋହିତ ଲେଖିଲେ ଏମିତି କଥା

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ଏଯାଏ ଗୋଟିଏ ହେଲେ ବି ଜିତି ପାରିନି। ୫ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ପ୍ରଥମଥର ପାଇଁ ଏପରି ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି। ଦଳର ଏପରି ଦୟନୀୟ ପ୍ରଦର୍ଶନ ଫ୍ୟାନମାନଙ୍କୁ ମଧ୍ୟ ନିରାଶ କରିଛି। ଏସବୁ ଭିତରେ ନିଜର ଫ୍ୟାନମାନଙ୍କ ଆଗରେ ଭାବବିହ୍ୱଳ ହୋଇଛନ୍ତି ମୁମ୍ବାଇ କ୍ୟାପ୍ଟେନ ରୋହିତ ଶର୍ମା। ସେ ସୋଶାଲ ମିଡିଆରେ ନିଜ ମନାର କଥା ମଧ୍ୟ ପୋଷ୍ଟ […]

Rohit

Rohit

Hemant Lenka
  • Published: Monday, 25 April 2022
  • Updated: 25 April 2022, 08:35 PM IST

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ୮ଟି ମ୍ୟାଚ୍‌ ଖେଳିଥିବା ବେଳେ ଏଯାଏ ଗୋଟିଏ ହେଲେ ବି ଜିତି ପାରିନି। ୫ଥର ଆଇପିଏଲ ଟ୍ରଫି ଜିତିଥିବା ମୁମ୍ବାଇ ପ୍ରଥମଥର ପାଇଁ ଏପରି ଏକ ଲଜ୍ଜାଜନକ ସ୍ଥିତିର ସମ୍ମୁଖୀନ ହୋଇଛି। ଦଳର ଏପରି ଦୟନୀୟ ପ୍ରଦର୍ଶନ ଫ୍ୟାନମାନଙ୍କୁ ମଧ୍ୟ ନିରାଶ କରିଛି। ଏସବୁ ଭିତରେ ନିଜର ଫ୍ୟାନମାନଙ୍କ ଆଗରେ ଭାବବିହ୍ୱଳ ହୋଇଛନ୍ତି ମୁମ୍ବାଇ କ୍ୟାପ୍ଟେନ ରୋହିତ ଶର୍ମା। ସେ ସୋଶାଲ ମିଡିଆରେ ନିଜ ମନାର କଥା ମଧ୍ୟ ପୋଷ୍ଟ କରିଛନ୍ତି।

ରବିବାର ମୁମ୍ବାଇ ତା’ର ୮ମ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସଠାରୁ ହାରି ଯାଇଛି। କେଏଲ ରାହୁଲଙ୍କ ଶତକ ବଳରେ ଲକ୍ଷ୍ନୌ ୧୬୮ ରନ କରିଥିଲା। ଏହାର ଜବାବରେ ମୁମ୍ବାଇ ୮ ୱିକେଟ କେବଳ ୧୩୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଏହି ପରାଜୟ ସହ ଦଳର ପ୍ଲେ-ଅଫ ଆଶା ମଧ୍ୟ ମଉଳି ଯାଇଛି। ରବିବାର ମୁମ୍ବାଇର ମେଣ୍ଟର ତଥା କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ଜନ୍ମଦିନ ଥିଲା। ମୁମ୍ବାଇ ପୁଣି ୱାଙ୍ଖଡେରେ ଖେଳୁଥିଲା। ତଥାପି ରୋହିତ ଶର୍ମାଙ୍କ ଦଳ ମ୍ୟାଚ୍‌ ଜିତି ପାରିନାହିଁ।

ଏହି ପରାଜୟ ପରେ ରୋହିତ ନିଜର ମନର କଥା ଟ୍ୱିଟର୍‌ରେ ଶେୟାର କରିଛନ୍ତି। ସେ କହିଛନ୍ତି, “ଆମେ ଏଯାଏ ଟୁର୍ଣ୍ଣାମେଣ୍ଟରେ ଆମର ଶ୍ରେଷ୍ଠ ପ୍ରଦର୍ଶନ କରିପାରିନୁ। କିନ୍ତୁ ଏମିତି ଘଟଣା ଘଟେ। ଅନେକ କିମ୍ବଦନ୍ତୀ କ୍ରୀଡ଼ାବିତ ଏପରି ସମୟ ଦେଇ ଗତି କରିଛନ୍ତି। ହେଲେ ଏହି ଟିମ୍‌ ଓ ଏହାର ପରିବେଶକୁ ମୁଁ ବହୁତ ଭଲ ପାଏ। ଏଯାଏ ଆମ ଟିମ୍‌ ଉପରେ ଭରସା ଓ ବିଶ୍ୱାସ ଦେଖାଇଥିବା ସମସ୍ତ ଶୁଭେଚ୍ଛୁ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।” ରୋହିତଙ୍କ ଟ୍ୱିଟକୁ ମୁମ୍ବାଇ ଇଣ୍ଡିଆନ୍ସ ଅଫିସିଆଲ ଆକାଉଣ୍ଟରୁ ରି-ଟ୍ୱିଟ କରାଯାଇଛି। ଏଥିରେ ଲେଖାଯାଇଛି, “ଷ୍ଟ୍ରଙ୍ଗର ଟୁଗେଦର।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story